ମହିଳା ଜଣକ ଭଗବାନ ଶିବଙ୍କୁ ପୂଜା କରୁଥିବା ସମୟରେ ପଶି ଆସିଲେ ନାଗ ସାପ ,ଆଉ ତା ପରେ Jaha ହେଲା ଜାଣିଲେ ହାତ ଯୋଡ଼ିଦେବେ |

ନମସ୍କାର ଦର୍ଶକବନ୍ଧୁ ପୂଜା ଘରେ ଭଗବାନ ଶିବଙ୍କୁ ପୂଜା କଲା ସମୟରେ ଠାକୁର ଘର ଭିତରକୁ ପଶି ଆସିଲା ନାଗ ସାପ ମହିଳାଙ୍କ ଗୋଡ଼ରେ ତିନି ଘଣ୍ଟା ଗୁଡ଼ାଇ ହୋଇ ରହିଥିଲେ |ଦର୍ଶକବନ୍ଧୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ଅଟେ ଉତ୍ତରପ୍ରଦେଶର ମୋହମାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି |ଘରେ ଶିବଙ୍କ ପୂଜା କରୁଥିବା ସମୟରେ ଏକ ନାଗସାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା |

ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମହିଳାଟି ଉପରେ ସାପଟି କୌଣସି କ୍ଷତି ପହଁଚାଇ ନଥିଲା |ଘଟଣାଟି ଏବେ ସୋସିଆଲ ମେଡିଆରେ ବହୁତ ଭାଇରଲ ହେବାରେ ଲାଗିଛି |ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଏହି ଗ୍ରାମରେ ବାସ କରୁଥିବା ଜଣେ ମହିଳା ଘରେ ଭଗବାନ ଶିବଙ୍କୁ ପୂଜା କରୁଥିଲେ ଏହି ସମୟରେ ହଟାତ ଠାକୁର ଘରକୁ ଏକ ନାଗ ସାପ ପଶି ଆସିଲା |

ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା |ମହିଳା ଉକ୍ତ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ ସତ କିନ୍ତୁ ସେ ତାଙ୍କ ଭଗବାନ ଶିବଙ୍କ ପୂଜା ଛାଡ଼ି ନଥିଲେ |ମନରେ ଭୟ ଥିବା ସତ୍ୱେ ସେ ଭଗବାନ ଶିବଙ୍କୁ ହାତ ଯୋଡ଼ି ଆରଧନା କରି ଚାଲିଥିଲେ ଏଭଳି ଭାବରେ ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ତିନି ଘଣ୍ଟା ପର୍ଯ୍ୟନ୍ତ ନାଗ ସାପ ବସି ରହିଥିଲେ |

ଉକ୍ତ ନାଗ ସାପଟି ମହିଳାଙ୍କୁ କୌଣସି ପ୍ରକାର ଆଘାତ ପହଁଚାଇ ନଥିଲା ଏଭଳି ଦୃଶ୍ୟ ଦେଖି ମହିଳାଙ୍କ ପରିବାର ଲୋକେ ସାପ ଧରାଳିଙ୍କୁ ଡକାଇ ଥିଲେ |ସାପ ଧରାଳି ଆସି ଉକ୍ତ ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବାର ସୁଚ ନା ମିଳିଛି |

Leave a Reply

Your email address will not be published. Required fields are marked *