ନମସ୍କାର ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ବଡ ଖବର ଶନିଦେୱଲଙ୍କ ଆଖିରେ ଲୁହ ଯାହାର ଭିଡ଼ିଓ ହେଉଛି ଭାଇରାଲ | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଶନିଦେୱଲଙ୍କ ଆଖିରେ କାହିଁକି ଲୁହ ଆଉ ସେ କଣ କହିଲେ….
ତେବେ ଗଦର 2 ବକ୍ସ ଅଫିସରେ ସୁପର ହିଟ ସାବ୍ୟସ୍ତ ହୋଇଛି ଶନିଦେୱଲଙ୍କ ଅଭିନୀତ ଏହି ଫିଲ୍ମ ଭାରତ ସମିତ ବିଦେଶରେ ମଧ୍ୟ ଜବରଦସ୍ତ ଆୟ କରୁଛି | ତେବେ ଗଦର 2 ରିଳିଜର 12 ଦିନ ମଧ୍ୟରେ 400କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି |
ଶନିଦେୱଲ ତାଙ୍କର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେଆର କରିଛନ୍ତି ଏଥିରେ ସେ ବହୁତ ଭାବପ୍ରବଣ ଦେଖା ଯାଉଥିବା ଜଣ ପଡିଛି ଆଉ ତାଙ୍କ ଆଖିହରେ ଲୁହ ଦେଖା ଯାଉଛି | ଭିଡ଼ିଓ ମାଧ୍ୟମରେ ଶନିଦେୱଲ ଦର୍ଶକଙ୍କୁ ଧନ୍ୟବାଦ ଜଣେଇ କହିଥିଲେ |
ସମସ୍ତଙ୍କୁ ନମସ୍କାର ସର୍ବ ପ୍ରଥମେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣମାନେ ଗଦର 2କୁ ଏତେ ମାତ୍ରାରେ ଭଲ ପାଇବା ଦେଇଛନ୍ତି ମୁଁ କେବେ ଭାବିନଥିଲି ଆମେ 400କୋଟି ଅତିକ୍ରମ କରୁଛୁ ସେଥିପାଇଁ ଧନ୍ୟବାଦ |
ଅନିଲ ଶର୍ମାଙ୍କ ନିର୍ଦେଶିତ ଏହି ଫିଲ୍ମ ଅଗଷ୍ଟ 11ରେ ରିଲଜ ହୋଇଥିଲା ତେବେ 2001 ମସିହାରେ ରିଲିଜ ହୋଇଥିବା ଚଳଚିତ୍ର ଗଦର ଏକ ପ୍ରେମ କଥାର ସିକୱାଲ ହେଉଛି ଗଦର 2 ସେଥିରେ ମଧ୍ୟ ଶନିଦେୱଲ ଓ ଅମିଶାପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତେବେ ଯାହା ଭିଡ଼ିଓ ହେଉଛି ବର୍ତ୍ତମାନ ଭାଇରାଲ |