ନମସ୍କାର ଦର୍ଶକବନ୍ଧୁ ପୁଣି ଆସିଲା ଶସ୍ତା ଜିଓର ରିଚାର୍ଜ ଫ୍ୟାମିଲି ପ୍ଲାନ ଗୋଟିଏ ପ୍ଲାନରେ ଚାରିଜଣକୁ ମିଳିବ ଅନଲିମିଟେଡ କଲ ଏବଂ ଡାଟା ଜିଓର ବିଭିନ୍ନ ରିଚାର୍ଜ ପ୍ଲାନ ଗ୍ରାହକଙ୍କ ଲାଗି ମହଜୂତ ରହିଛି ଯାହା ଅଲଗା ଅଲଗା ପ୍ରାଇସ ସେଗେମେଣ୍ଟ ଏବଂ ସୁବିଧାର ସହିତ ଆସିଥାଏ |ଆଜି ଆମେ ଆପଣଙ୍କୁ ଜିଓର ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଗୋଟିଏ ପ୍ଲାନରେ ଚାରିଜଣ ଲୋକଙ୍କୁ ଆପଣଙ୍କ ଫ୍ୟାମିଲିର ସୁବିଧା ମିଳିବ |
ତେବେ ଦର୍ଶକବନ୍ଧୁ ଯେମିତିକି ଆପଣମାନେ ଜାଣିଛନ୍ତି ଜିଓ ସବୁବେଳେ ଗ୍ରାହକ ମାନଙ୍କ ପାଇଁ କିଛି ନୂଆ ଅଫର ନେଇକି ଆସିଥାଏ |ତେବେ ଆସନ୍ତୁ ଜିଓ କଣ ଲାଟେଷ୍ଟ ଅପଡେଟ ନେଇକି ଆସିଛି ତାର ସମ୍ପୂର୍ଣ୍ଣ ଡିଟେଲସ ଜାଣିବା |ତେବେ ଜିଓ ଏହାର ଏକ ଖାସ ପ୍ଲାନ ଜରିଆରେ ପୁରା ପରିବାରକୁ ଅନଲିମିଟେଡ ଡାଟା SMS ଏବଂ କଲ ଆଦିର ସୁବିଧା କିଛି ସର୍ତ୍ତ ସହିତ ପ୍ରଦାନ କରୁଛି |
ରିଲାଆନ୍ସ ଜିଓର 399 ଟଙ୍କାର ଏକ ଖାସ ପ୍ଲାନ ମହଜୂତ ରହିଛି |ଏହି ପ୍ଳାନରେ ୟୁଜର ମାନଙ୍କୁ ଇସିମ ଆଡ଼ ଅନ ସୁବିଧା ମଧ୍ୟ ମିଳିବ ଫଳରେ ପରିବାରର ଚାରିଜଣ ସଦସ୍ୟ ଏବଂ ଚାରିଜଣ ବନ୍ଧୁ ମିଶିକି ଏହାର ଫାଇଦା ଉଠାଇ ପାରିବେ କିନ୍ତୁ ଏଥିରେ ୟୁଜର ସିମ ଆଡ଼ ଅନ କରିବାକୁ ପ୍ରତି ମାସରେ 99 ଟଙ୍କା ଏକ୍ସଟ୍ରା ଚାର୍ଜ ଦେବାକୁ ହେବ ଏହା ସହିତ GST କୁ ମଧ୍ୟ ଏହା ସହିତ ଯୋଡ଼ାଯିବ |
ଜିଓର ଏହି ପ୍ଲାନରେ 75 ଜିବି ଇଣ୍ଟରନେଟ ଡାଟା ମିଳିବ ଏକ ସିମ ଆଡ଼ ଅନ କରିବା ଦ୍ୱାରା ୟୁଜରଙ୍କୁ ପାଞ୍ଚ ଜିବି ଅଧିକ ଡାଟା ମିଳିବ ଜିଓର ଏହି ପ୍ଲାନ ପୋଷ୍ଟ ପେଡ ଅଟେ ଏହା 31 ଦିନ ପର୍ଯ୍ୟନ୍ତ ବୈଧ ରହିବ ଏହି ପ୍ଲାନରେ ଅନଲିମିଟେଡ ପ୍ଳାନିଙ୍ଗର ସୁବିଧା ରହିଛି |
ଏହି ପ୍ଲାନରେ ଚାରିଜଣ ଲୋକଙ୍କୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିବ ଏହା ସହିତ ସମସ୍ତ ଚାରିଜଣ ୟୁଜରଙ୍କୁ ଦୈନିକ SMS ର ସୁବିଧା ମଧ୍ୟ ମିଳିବ |ତେବେ ଦର୍ଶକବନ୍ଧୁ ଏହା ଥିଲା ଜିଓର ଲାଟେଷ୍ଟ ଅଫର ଆପଣ ଚାହିଁଲେ 4 ଜଣ ମଧ୍ୟ ନେଇପାରିବେ |