ନମସ୍କାର ଦର୍ଶକବନ୍ଧୁ ଗୋଟେ ଝିଅ ଯିଏ କି ରଖିଥିଲା ଘୋଡ଼ା ସହିତ ସମ୍ପର୍କ ଦର୍ଶକବନ୍ଧୁ ଆପଣମାନେ ଘୋଡ଼ା ସହିତ ଜଡ଼ିତ ଅନେକ କାହାଣୀ ନିଶ୍ଚିତ ଭାବରେ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ ବିଷୟରେ ଜଣାଇବାକୁ ଯାଉଛୁ ସେ ସମ୍ପର୍କରେ ବୋଧ ହୁଏ ଆପଣମାନେ କେବେ ଆଗରୁ ଶୁଣିନଥିବେ |ଜଣେ 28 ବର୍ଷର ଝିଅ ଘୋଡ଼ା ସହିତ ରଖିଥିଲା ଶା-ରୀ-ରି-କ ସମ୍ପର୍କ |ପୁରା ଏହି କାହାଣୀଟି ଜାଣିବା ପାଇଁ ଆମର ଏହି ବିଷୟଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏହି କାହାଣୀ ସେତେବେଳେର ଯେତେବେଳେ ଆମ ଦେଶ ଭାରତ ସ୍ୱାଧୀନ ହୋଇ ନଥିଲା ସ୍ୱାଧୀନତା ପୂର୍ବରୁ ଆମ ଦେଶ ଭାରତ ଛୋଟ ପ୍ରଦେଶରେ ବିଭକ୍ତ ହୋଇ ରହିଥିଲା |ସେହି ସମୟରେ କାଶ୍ମିରୀରେ ଗୋଟେ ସୁନ୍ଦର ଝିଅଟିଏ ରହୁଥିଲା ସେ ଝିଅ ପାଖରେ ଏକ ଘୋଡ଼ା ଥିଲା |ଝିଅଟିର ସୌନ୍ଦର୍ଯ୍ୟ ସାରା ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା |ସେ ଝିଅଟି ଯେଉଁଠି ରହୁଥିଲା ସେହି ନଗରର ବାଦସାହା ଘୋଡ଼ାର ପୁରା ଶୌକ ଥିଲା |
ଦିନେ ବାଦଶାହା ଶିକାର କରିବାକୁ ଗଲାବେଳେ ତାଙ୍କ ସିପାହୀ ମାନଙ୍କୁ କହିଲେ ମୋ ପାଇଁ ଏକ ଶକ୍ତିଶାଳୀ ଘୋଡ଼ା ନେଇକି ଆସ ମୁଁ ଯାହାକୁ ନେଇ ଶିକାର କରିବାକୁ ଯିବି |ସିପାହୀ କହିଲେ ନଗର ମଧ୍ୟରେ ଏକ ଝିଅ ପାଖରେ ସବୁଠାରୁ ସୁନ୍ଦର ଶକ୍ତିଶାଳୀ ଘୋଡ଼ା ରହିଛି |ବାଦଶାହ କହିଲେ ଯାଅ ସେହି ଘୋଡ଼ା ମୋ ପାଇଁ ନେଇ ଆସ ସିପାହୀ ମାନେ ଯେତେବେଳେ ଆସି ସେ ଝିଅ ପାଖରେ ପହଁଞ୍ଚିଲେ ଝିଅଟି ଘୋଡ଼ା ଦେବ ନାହିଁ ବୋଲି ସଫା ସଫା ମନା କରିଦେଲା |ବାଦଶାହା କହିଲେ ସେ ଝିଅକୁ କୁହ ତା ଘୋଡ଼ା ନେଇ ସେ ମୋ ପାଖରେ ହଜାର ହେଉ ସିପାହୀ ମାନେ ଆସି କହିଲେ ବାଦଶାହା ସଲାମତ ଆପଣଙ୍କୁ ଡାକୁଛନ୍ତି ବୋଲି କହିଲେ ଝିଅଟି ନିଜ ଘୋଡ଼ା ନେଇ ବାଦଶାହା ନିକଟରେ ପହଁଚିଲେ |
ଘୋଡ଼ାଟିକୁ କିଣିବା ପାଇଁ ଝିଅ ଟିକୁ ପ୍ରଚୁର ତାଙ୍କ ଦେବେ ବୋଲି କହିଲେ ଝିଅଟି କହିଲା ତୁମେ ଯଦି ରାଜପ୍ରସାଦ ମତେ ଦେଇଦେବ ତାହେଲେ ମଧ୍ୟ ଏହି ଘୋଡ଼ା ମୁଁ ତୁମକୁ ଦେବୀ ନାହିଁ |ରାଜା କହିଲେ ଏହି ଘୋଡ଼ାରେ ଏମିତି କଣ ଅଛି ଯେ ତୁମେ ମତେ ଏ ଘୋଡ଼ା ଦେବାକୁ ମନା କରୁଚ |ଝିଅଟି କହିଲା ଆପଣ ଥରେ ଏହି ଘୋଡ଼ାରେ ବସିକି ଦେଖନ୍ତୁ ତାହାର ଉତ୍ତର ଆପଣ ବୁଝିପାରିବେ ଏହା ସହ ବାଦଶାହା ଘୋଡ଼ା ସଵାରୀ କରିବା ପାଇଁ ରାଜି ହୋଇଗଲେ |ଯେତେବେଳେ ସେ ଘୋଡ଼ା ଉପରେ ବସିଲେ ତ ସୌନ୍ଦର୍ଯ୍ୟ ଦେଖି ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ |ପୁଣି ଥରେ ଝିଅଟିକୁ କହିଲେ ମତେ ତୁମେ ଏହି ଘୋଡ଼ାଟି ଦେଇ ଦିଅ ତୁମର ଯାହା ଦରକାର ତୁମକୁ ମୁଁ ଦେଇଦେବି କିନ୍ତୁ ଝିଅଟି ସଫା ସଫା ମନା କରିଦେଲା |
ବାଦଶାହା କହିଲେ ମତେ ଯଦି ତୁମ ଘୋଡ଼ା ବିକିବା ପାଇଁ ଚାହଁନା ଠିକ ଅଛି ମତେ ଖାଲି ଥରୁଟିଏ ଘୋଡ଼ାଟିକୁ ଜଙ୍ଗଲକୁ ଶିକାର କରିବା ପାଇଁ ଯିବାକୁ ଦିଅ |ରାଜାଙ୍କ ଏଭଳି କଥା ଶୁଣି ଝିଅଟି ତା ଘୋଡ଼ାକୁ ବାଦଶାହା ସାଙ୍ଗରେ ଛାଡ଼ି ଦେଲା ଏବଂ କହିଲା ଆପଣ ଯେତେବେଳେ ଶିକାରରୁ ଫେରିବେ ଏହି ଘୋଡ଼ାକୁ ନିଜ ସାହି ଘୋଡାର ଆଖ୍ୟା ଦେବେ |ତାପରେ ବାଦଶାହା ସେହି ଘୋଡ଼ାକୁ ନେଇ ସିପାହୀ ମାନଙ୍କ ସାଙ୍ଗରେ ଶିକାର କରିବାକୁ ବାହାରିଗଲେ ଶିକାର ଜାଗାରେ ପହଁଚିବା ପରେ ବାଦଶାହା ଘୋଡ଼ାକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କଲେ ହେଲେ ଘୋଡ଼ା ରହିଲା ନାହିଁ |ଘୋଡ଼ାଟି ବାଦଶାହାଙ୍କୁ ନେଇ ଏଭଳି ଜାଗାରେ ପହଁଚିଲା ଯେ ସେହି ଜାଗାକୁ ବାଦଶାହା ଏବଂ ସିପାହୀ ମାନେ ଆଗରୁ କେବେ ଦେଖିନଥିଲେ ଏବଂ ସେଠାରେ ପହଁଚି ନିଜ ମନ ଭରି ଶିକାର କଲେ ଏବଂ ମନ ପସନ୍ଦର ଫଳ ମଧ୍ୟ ଖାଇଲେ |
ତାପରେ ବାଦଶାହା ଶିକାରରୁ ଫେରି ଝିଅଟିକୁ କହିଲେ ଏଭଳି ସାନ୍ଦର ଘୋଡ଼ା ମୁଁ ଆଗରୁ କେଉଁଠି ଦେଖିନି ମତେ ଏହି ଘୋଡ଼ାଟି ଦେଇଦିଅ ଝିଅଟି ପୁଣି ସଫା ସଫା ମନା କଲା ଏବଂ ବାଦଶାହା ତା ଘୋଡ଼ା ତାକୁ ଫେରାଇ ଦେଲେ |କିଛି ଦିନ ପରେ ସେଠାରେ ଥିବା ଲୋକମାନେ ଝିଅଟିର ନାମରେ ଅପ ପ୍ରଚାର କରିବାକୁ ଲାଗିଲା କହିଲେ ଘୋଡ଼ାଟି ସାଙ୍ଗରେ ଝିଅଟିର ଶା-ରୀ-ରି-କ ସମ୍ପର୍କ ରହିଛି ସେ ସବୁଦିନ ଘୋଡ଼ାକୁ ନେଇ ଜଙ୍ଗଲକୁ ଯାଉଛି |ବାଦଶାହା ଏଭଳି କଥା ଶୁଣି ସିପାହୀ ମାନଙ୍କୁ କହିଲେ ତୁମେ ସବୁ ଦିନ ଝିଅକୁ ଯାଇ ଲକ୍ଷ କର ସେ ଜଙ୍ଗଲରେ କଣ କରୁଛି |
ସିପାହୀ ମାନେ ତାପର ଦିନ ଜଙ୍ଗଲକୁ ଗଲେ ଦେଖିଲେ ଯେ ଝିଅଟି ଯାଇ ଫଳ ମୂଳ ନେଇକି ଆସୁଛି |ରାଜା ଆସି ପଚାରିଲେ ତୁମେ ସବୁଦିନ ଜଙ୍ଗଲକୁ କଣ ପାଇଁ ଯାଉଛ ଝିଅଟି କହିଲା ମୁଁ ଏହି ଜଙ୍ଗଲରେ ଜନ୍ମ ହୋଇଥିଲି ଏକ ବୃଦ୍ଧ ମତେ ଛୋଟ ବେଳରୁ ଏହି ଘୋଡ଼ାଟି ଦେଇଥିଲେ ଏବଂ ଏହି ଘୋଡ଼ାର ଦେଖା ଦେଖି କରିବାର ଆଦେଶ ମଧ୍ୟ ଦେଇଥିଲେ ଏପରି କଲେ ମୋ ଜୀବନର କୌଣସି ଅଭାବ ରହିବ ନାହିଁ ବୋଲି ସେ କହିଥିଲେ ଏହା ଶୁଣି ସମସ୍ତଙ୍କ ମନ ଭିତରେ ବିଶ୍ୱାସ ହୋଇଗଲା ଯେ ଘୋଡ଼ା ଏବଂ ଝିଅ ଭିତରେ କୌଣସି ଶା-ରୀ-ରି-କ ସମ୍ପର୍କ ନାହିଁ ଦୁହେଁଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି |