BCCI ଦେଲା ରିସବ ପନ୍ଥଙ୍କୁ ବଡ ପ୍ରମୋସନ… ସବୁ ଖେଳାଳି ଆଶ୍ଚର୍ଯ୍ୟ, ରାହୁଲ କହିଲେ ମତେ…..ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏସିଆ କପ ଶିବିରରେ ରିସବ ପନ୍ଥ ଅଚାନକ ପହଁଚି ଖେଳାଳିକୁ ଚମକାଇଲେ ଏସିଆ କପ ଅଭ୍ୟାସ ଶିବିରରେ ରିସବ ପନ୍ଥ ଭାରତୀୟ ଦଳର ଉଇକେଟ କିପର ବ୍ୟାଟର ଏସିଆ କପ ପାଇଁ ଅଭ୍ୟାସ ଜାରି ରଖିବା ଖେଳାଳିଙ୍କୁ ଅଚାନକ ଭେଟ କରିଛନ୍ତି |ଏସିଆ କପର ପ୍ରଥମ ମୁକାବିଲା ଭାରତର ସେପ୍ଟେମ୍ବର ଦୁଇ ତାରିକରେ ରହିଛି |

ପ୍ରାରମ୍ଭ ମ୍ୟାଚରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ ବାଙ୍ଗଲୋରରେ ଟିମ ଅଭ୍ୟାସ ଜାରି ରଖିଥିବା ବେଳେ ରିସବ ପନ୍ଥ ଭେଟ କରିବା ପାଇଁ ନିଷ୍ପତି ନେଇଥିଲେ |ଗତ ବର୍ଷ ଡିସେମ୍ବର ମାସରେ ପନ୍ଥ ଭୟଙ୍କର କାର ଦୁର୍ଘଟଣାରେ ଶିକାର ହୋଇଥିଲେ ଏବେ ସୁସ୍ଥ ହୋଇ ବାଙ୍ଗଲୋରରେ ଥିବା ଏନସିଏରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି |

ତେବେ ସୋମବାର ଟିମ ଇଣ୍ଡିଆ ଅଭ୍ୟାସ ଶିବିରରେ ପହଁଚି ଖେଳାଳିଙ୍କୁ ସାକ୍ଷାତ କରିବା ସହିତ ଆଲୋଚନା କରିଛନ୍ତି |ଏହା ଏକ ଭିଡିଓ BCCI ଇନ୍ସଟାଗ୍ରାମରେ ଅପ୍ଲୋଡ କରିଛି ଏଥିରେ ପନ୍ଥ ରାହୁଲ ଦ୍ରାଭିଡ଼ ଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି |ସେହିପରି ଲୋକେଶ ରାହୁଲ ଏବଂ କୁଲଦୀପ ସିଂହ ଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି |

ପନ୍ଥ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କ୍ରିକେଟ ପଡ଼ିଆକୁ ନଜରରେ ଆସିଛନ୍ତି |ସେହିପରି କିଛିଦିନ ତଳେ ପନ୍ଥ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳୁଥିବାର ଦେଖିବାକୁ ମିଳି ଥିଲା |ଅନ୍ୟପଟେ ଆସନ୍ତା ବର୍ଷ ହେବାକୁ ଥିବା ଘରୋଇ ଟେଷ୍ଟରେ ଦଳକୁ ଫେରି ପାରନ୍ତି |

Leave a Reply

Your email address will not be published. Required fields are marked *