ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସି ସାରିଛି କିଛି ନୂଆ ଅପଡେଟ ଏଥର ରାକ୍ଷୀପୂର୍ଣିମା ପାଇଁ ଦୁଇଦିନ ସ୍କୁଲ ଛୁଟି ହେବ କି ଆସନ୍ତୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ପୂର୍ବରୁ ଆସିଥିଲା ସମସ୍ତ ବିଦ୍ୟାଳୟରୁ ଏକାଡେମୀ କ୍ୟାଲେଣ୍ଡର 2023-24 ଶିକ୍ଷାବର୍ଷ ପାଇଁ କେଉଁ ଦିନ କେଉଁ ଛୁଟି ରହିଛି ତାହା ଏକାଡେମୀ କ୍ୟାଲେଣ୍ଡର ରହିଛି |
ତେବେ ଚାଲନ୍ତୁ ଆଉ ଡେରି ନକରି ଏକାଡେମୀ କ୍ୟାଲେଣ୍ଡର ଉପରେ ନଜର ପକାଇବା ଏବଂ ରାକ୍ଷୀପୂର୍ଣ୍ଣିମାକୁ ନେଇ କେଉଁ ତାରିକ ଦିଆଯାଇଛି ଚାଲନ୍ତୁ ବର୍ତ୍ତମାନ ଏବେ ଦେଖିକି ଜାଣିବା |ତେବେ ଦେଖନ୍ତୁ 30.8.2023 ସେହିଦିନ ବୁଧବାର ରହୁଛି ସେହି ରକ୍ଷା ବନ୍ଧନ ବା ରାକ୍ଷୀପୂର୍ଣିମା ତେବେ 30.8.2023 ବୁଧବାର ଦିନ ସ୍କୁଲ ଛୁଟି ହେବ ନା 31.8.2023 ଦିନ ସ୍କୁଲ ଛୁଟି ହେବ |
ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ଆପଣମାନେ ଦେଖୁଥିବେ ପ୍ରତ୍ୟକ ଜଣକ ଘରେ ବ୍ୟବହାର ହେଉଥିବା ଏହି କ୍ୟାଲେଣ୍ଡରରେ ଲେଖା ଯାଇଛି ତିରିଶ 30 ତାରିକ ଦିନ ରକ୍ଷା ବନ୍ଧନ ଏବଂ 31 ତାରିକ ଦିନ ଗହ୍ମା ପୂର୍ଣ୍ଣିମା ବୋଲି ଦିଆଯାଇଛି |ଯେହେତୁ 30 ତାରିକ ଦିନ ରକ୍ଷା ବନ୍ଧନ ସେହିଦିନ ସ୍କୁଲ ଛୁଟି ରହିବ ବୋଲି କୁହାଯାଇଛି |
ଯେହେତୁ ସେହିଦିନ ରକ୍ଷା ବନ୍ଧନ ପଡୁଅଛି ଏବଂ ଘରେ ଘରେ ବ୍ୟବହାର ହେଉଥିବା କ୍ୟାଲେଣ୍ଡର ମଧ୍ୟ ରକ୍ଷା ବନ୍ଧନ ବୋଲି ଦିଆଯାଇଛି |ତେବେ 30 ତାରିକ ଦିନ ସ୍କୁଲ ଛୁଟି ରହିବ ବୋଲି ସୂଚନାରୁ ମିଳିଛି |