ସାପ ଏବଂ ଗାଈର ବନ୍ଧୁତାକୁ ଦେଖି ଭରିଗଲା ଲୋକମାନଙ୍କ Mana ,ଯୋଡ଼ିଦେଲେ ହାତ କହିଲେ ଏସବୁ ପ୍ରଭୁଙ୍କ …..ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଆମ ବନ୍ଧୁତାର ବର୍ଣ୍ଣନା ନାହିଁ ଆଖି ଲାଖି ଯିବା ପରି ଦୃଶ୍ୟ ସମାଜକୁ ସମ୍ପର୍କର ବାର୍ତ୍ତା ଦେଉଛନ୍ତି ଗାଈ ଏବଂ ସାପ ଯାହାର ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ବିଷକୁ ମଧ୍ୟ ବାନ୍ଧି ପାରେ ବନ୍ଧନ ସ୍ନେହ ଶ୍ରଦ୍ଧା ଆଗରେ ସବୁକିଛି ପଡ଼ିପାରେ ବଳି ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ଭାଇରଲ ହେଉଥିବା ଏହି କଥା ସମସ୍ତଙ୍କୁ ଏବେ ଚକିତ କରି ଦେଇଛି |

ତେବେ ଆଖି ଲାଖିଯିବା ପରି ଭାଇରଲ ହେଉଥିବା କିଛି ଅବିସ୍ମରଣୀୟ ଦୃଶ୍ୟକୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଦେଉଚୁ ତେବେ ଭିଡିଓ ଟିରେ ସାଙ୍ଗଟି ଭୟଙ୍କର ଦୃଶ୍ୟ ଦେଖାଯାଉଛି ସତ କିନ୍ତୁ ତାର ଫଣାକୁ ଗାଈ ଆଗରେ ଟେକି ଦେଉଛି ରାଗରେ ନୁହେଁ କେବଳ ଭଲ ପାଇବାରେ ଗେଲ ହେଉଛନ୍ତି ଦୁଇଜଣ |

କେବଳ ସେତିକି ନୁହେଁ ଗାଈଟିକୁ ମଧ୍ୟ ବିଷ ଧର ସାପ ସ୍ନେହ କରୁଛି |ସାପଟିର ଫଣାକୁ ତା ଜିଭରେ ଚାଟି ଦେଉଛି |ଗାଈର ଭଲ ପାଇବା ଆଗରେ ସାପଟି କିପରି ତାର ଭଲ ପାଇବାକୁ ଭୁଲି ଯାଇଛି ଅତି ସାଧାରଣ ଭାବରେ ତାର ମୁହଁ ଆଗରେ ଶୋଇ ପଡୁଛି |

ଏହା ସୋସିଆଲ ମେଡିଆରେ ଭାଇରଲ ହେବାରେ ଦେଖା ଦେଇଛି |ଏହି ପ୍ରେମକୁ ବର୍ଣ୍ଣନା କରିବା କଷ୍ଟ କରିବା ବୋଲି ସୋସିଆଲ ମେଡିଆରେ ଲେଖା ଯାଇଛି |

Leave a Reply

Your email address will not be published. Required fields are marked *