ନମସ୍କାର ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରୀ ଅନନ୍ୟା ଦାସ ତ ବନ୍ଧୁଗଣ ଆପଣମାନେ ଜି ସାର୍ଥକରେ ପ୍ରଚଳିତ ହେଉଥିବା ସିରିଏଲ ମାନ ନିଶ୍ଚିତ ଭାବରେ ଦେଖୁଥିବେ |ଏହି ସାଥିରେ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି ଅନନ୍ୟା ତାହେଲେ ଏହି ସିରିଏଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ୟା ତାହେଲେ ରିଆଲିଟି ସୋ ଜିତିବା ପରେ ଅନନ୍ୟା ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ |ସାଥିରେ ସିରିଏଲରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନରେ ବହୁତ କମ ଦିନ ହେଲା ସେ ଜାଗା କିଣିବାରେ ସଫଳ ହୋଇ ପାରିଛନ୍ତି ଅନନ୍ୟା ଦାସ |
ତାହେଲେ ବର୍ତ୍ତମାନ ସମୟରେ ଅନନ୍ୟାଙ୍କୁ ପ୍ରାୟ 20 ବର୍ଷ ବୟସ ହୋଇଛି ରିଆଲିଟି ସୋ ଜିତିବା ପରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି |ସେ ଓଡ଼ିଆ ସିନେମାରେ ହିରୋଇନ ହେବାର ସ୍ବପ୍ନ ରଖିଛନ୍ତି ତାହେଲେ ବର୍ତ୍ତମାନ ସମୟରେ ଅନନ୍ୟା ଓଡ଼ିଆ ସିରିଏଲ ସାଥିରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ସାଥିରେ ସିରିଏଲରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି|
ସିରିଏଲରେ ହିରୋଙ୍କ ସହିତ ବର୍ତ୍ତମାନ ତାଙ୍କର ବାହାଘର ହୋଇ ଯାଇଛି |ବାହାଘରଟି ବହୁତ ଧୁମ ଧାମରେ ହୋଇଥିଲେ ଏହି ବାହାଘରରେ ଜି ସାର୍ଥକର ସମସ୍ତ ସିରିଏଲର ହିରୋ ଏବଂ ହିରୋଇନ ମାନେ ଆସିଥିଲେ ଏହି ବାହାଘରଟି ବହୁତ ଧୁମଧାମରେ ହୋଇଥିଲା ଏହି ବାହାଘରରେ ସମସ୍ତେ ମଜାମସ୍ତି କରୁଥିବାର ମଧ୍ୟ ନଜରରେ ଆସିଥିଲେ |
ତାହେଲେ ବର୍ତ୍ତମାନ ଅନନ୍ୟା ଙ୍କ ବାହାଘର ହୋଇଯାଇଛି ରିଏଲ ଲାଇଫରେ ନୁହେଁ ଏହା ରିଲ ଲାଇଫର ଘଟଣା ତ ବାହାଘର ପରେ ଅନନ୍ୟା ଓଡ଼ିଆ ଘରର ବୋହୁ ହୋଇଥିବାର ନଜରରେ ଆସିଛନ୍ତି |ତାହେଲେ ଅନନ୍ୟା ଏବେ ଓଡ଼ିଆ ସିନେମାରେ ଅଭିନୟ କରିବା ସହିତ ସିରିଏଲ ସାଥିରେ ତାଙ୍କ ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି |ଗତ ଦିନମାନଙ୍କରେ ତାଙ୍କର ବହୁତ ସାରା ଆଲବମ ମଧ୍ୟ ରିଲିଜ ହୋଇ ସାରିଛି |