ଏଇ 5ଟି କାରଣ ପାଇଁ ପାକିସ୍ତାନ ଉପରକୁ ଆକ୍ରମଣ କରୁନି Bharata ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ପାରନ୍ତି |

ନମସ୍କାର ଦର୍ଶକବନ୍ଧୁ ପୁଲୱାମା ଆଟାକରେ ଭାରତରେ ସହୀଦ ହୋଇଥିବା ଭାରତର 40 ଯବାନଙ୍କ ମୃ-ତ୍ୟୁ ର ବଦଲା ନେବା ପାଇଁ ପୁରା ଦେଶ ସରକାରଙ୍କୁ ନିବେଦନ କରୁଛି |ସରକାର ପାକିସ୍ତାନ ଓ ଆତଙ୍କବାଦୀ ବିପକ୍ଷରେ ବହୁତ କଢ଼ା ନିୟମ ପ୍ରଣୟନ କରିଛନ୍ତି |ପ୍ରଥମେ ଭାରତ ପାକିସ୍ତାନ ଠାରୁ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ସହ ପାକିସ୍ତାନ ଗୁଡ଼ିକ ଠାରୁ ଆସୁଥିବା ଜିନିଷ ଗୁଡ଼ିକ ଉପରେ 200 ପ୍ରତିଶତ ଟ୍ୟାକ୍ସ ବସେଇ ଦିଆଯାଇଛି |ହେଲେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ସରକାର କୌଣସି ପଦକ୍ଷେପ ମଧ୍ୟ ଏପର୍ଯ୍ୟନ୍ତ ନେଇ ନାହାଁନ୍ତି |ବର୍ତ୍ତମାନ ପୁରା ଦେଶ ଜାଣିଚି ଯେ ଭାରତ ସରକାର ସବୁ ଜାଣି ବି ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଏତେ ଡେରି କାହିଁକି କରୁଛି ତ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି କାରଣ |

ପ୍ରଥମ କାରଣ ଠିକ ସମୟ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦି ଜୋସରେ କୌଣସି ନିଷ୍ପତି ନେବାକୁ ଚାହାଁନ୍ତି ନାହିଁ ଯାହା ଦ୍ୱାରା ଦେଶର ବହୁତ କ୍ଷତି ହେବ ଏମିତି ହୋଇପାରେ କି ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରତିଶୋଧ ନେବା ପାଇଁ କୌଣସି ସିକ୍ରେଟ ମିଶନ ପ୍ରସ୍ତୁତ କରିବାରେ ସେମାନେ ଲାଗିଛନ୍ତି ଆଉ ଠିକ ସମୟ ଆସିଲେ ଏହାର ପ୍ରୟୋଗ ମଧ୍ୟ କରିବେ ବୋଲି କହିଛନ୍ତି ଯେପରିକି ୟୁରି ଆଟାକ କରିଥିଲେ |

ଦ୍ୱିତୀୟ କାରଣ ଆଗାମୀ ଇଲେକ୍ସନ ପାଇଁ ଆପଣମାନେ ସମସ୍ତେ ଜାଣିଥିବେ ଆଗାମୀ ଇଲେକ୍ସନରେ ଭାରତ ରେ ଇଲେକ୍ସନ ଆସିବାକୁ ଯାଉଅଛି ସେଥିପାଇଁ ନରେନ୍ଦ୍ର ମୋଦି ଭାବି ଥାଇ ପାରନ୍ତି ଯଦି ସେ ପୁଣି ଥରେ ଇଲେକ୍ସନ ଜିତି ଯାଆନ୍ତି ତାହେଲେ ସେ ଯଦି ଜିତି ଯାଆନ୍ତି ତାଙ୍କୁ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ଢେର ସମୟ ଲାଗିବ ନାହିଁ |

ଏହା ପରେ ଆସୁଛି ତୃତୀୟ କାରଣ ହେଉଛି ପୁଲୱାମ ଆଟାକର ପ୍ରମାଣ ଖୋଜୁଛି ଭାରତ ଏମିତିକି ହୋଇଥାଇ ପରେ ପାକିସ୍ତାନ ସରକାରଙ୍କ କହିବା ଅନୁସାରେ ଭାରତ ପ୍ରମାଣ ଖୋଜିବାରେ ଲାଗିଛି ଥରେ ପ୍ରମାଣ ମିଳିଗଲେ ପାକିସ୍ତାନ ସରକାର ନିଜେ କହିଛନ୍ତି ସେ କଢ଼ା କାର୍ଯ୍ୟାନୁଷ୍ଠାନ ନେବେ |

ଚତୁର୍ଥ କାରଣ ଆତଙ୍କବାଦୀ କ ରହିବା ଜାଗାକୁ ଖୋଜିବା ଗତ ୟୁରି ଆଟାକ ସମୟରେ ସର୍ଜିକାଲ ଷ୍ଟ୍ରାଇକ ମଧ୍ୟ କରିପାରେ ଭାରତ ହୁଏତ ସେଥିପାଇଁ ଆତଙ୍କବାଦୀ ଆକ୍ରମଣରେ ଲାଗି ପଡ଼ିଛି ଭାରତ ଆଉ ଏହା ମିଳିଗଲେ ସଙ୍ଗେ ସଙ୍ଗେ ଆକ୍ରମଣ କରାଯିବ |

ପଞ୍ଚମ କାରଣ ହୁଏତ ଆମ ଦେଶ ଭାରତ ତାର କୂଟ ନୈତିକ ଚୁକ୍ତି ପ୍ରୟୋଗ କରି ପାକିସ୍ତାନକୁ ପୁରା କାଙ୍ଗାଳ କରି ଦେବାକୁ ଚାହେଁ ଯାହା ବର୍ତ୍ତମାନ ଆମେ କିଛି ମାତ୍ରାରେ ଦେଖିବାକୁ ପାଉଛୁ |

Leave a Reply

Your email address will not be published. Required fields are marked *