ଭଉଣୀ ମାଓବାଦୀ ଓ ଭାଇ ପୋଲିସ, ଉଭୟ ଜଙ୍ଗଲରେ ହେଲେ ମୁହାଁମୁହିଁ ଆଉ ତାପରେ Jaha ହେଲା ……ଆପଣଙ୍କ ଆଖିରୁ ଲୁହ ଆସିଯିବ |

ନମସ୍କାର ଦର୍ଶକବନ୍ଧୁ ଭାଇ ପୋଲିସ ଆଉ ଭଉଣୀ ମାଓବାଦୀ ଭାଇ ଭଉଣୀ ଜଙ୍ଗଲରେ ହେଲେ ମୁହାଁମୁହିଁ ଭଉଣୀ ବନ୍ଧୁକ ଟେକିଲା ଭାଇ ଗୁଳି ଚଳାଇଲା ଶେଷରେ ଜଣଙ୍କର ଜୀବନ ଗଲା |ଭାଇ ବାରମ୍ବାର ତାର ଭଉଣୀକୁ ଆତ୍ମ ସମର୍ପଣ ପାଇଁ କହୁଥିଲା କିନ୍ତୁ ଭଉଣୀ ଜମା ବି ଶୁଣୁ ନଥିଲା |ସମସ୍ତ ମାଓବାଦୀ ମାନଙ୍କୁ ଧରିବା ପାଇଁ ଭାଇ ରାମା କରି ଦେଇଥିଲା ଅପରେସନ |ସମସ୍ତ ମାଓବାଦୀଙ୍କୁ ମଧ୍ୟ ଘେରି ଯାଇଥିଲେ ସୁରକ୍ଷା କର୍ମୀ ଆଉ ସାମ୍ନା ସାମ୍ନା ହେଲେ ଭାଇ ଭଉଣୀ |

ସେପଟେ ମାଓବାଦୀ ରୂପରେ ଭଉଣୀ ଏପଟେ ସୁରକ୍ଷା କର୍ମୀ ରୁପରେ ଭାଇ ଭାଇ କହୁଥିଲା ଆତ୍ମସମର୍ପଣ କରିବା ପାଇଁ ହେଲେ ଭଉଣୀ କହୁଥିଲା ମୁଁ ମୋ କର୍ତ୍ତବ୍ୟ କୁ ଭୁଲିପାରିବି ନାହିଁ ତାପରେ ଗୁଳି ବିନିମୟ ହେଲା |ମାଓବାଦୀ ଭଉଣୀ ସେଠାରୁ ଖସିଗଲା ପରେ ପୁଣି ଭାଇ ଏବଂ ଭଉଣୀ ମୁହାଁ ମୁଁହି ହେଲେ କିନ୍ତୁ ଭାଇ ଭଉଣୀଙ୍କ ଏହା ଥିଲା ଶେଷ ଦେଖା |ଭାଇକୁ ଗୁଳି କରିବା ପାଇଁ ଭଉଣୀ ଉଠାଇ ଥିଲା ବନ୍ଧୁକ ହେଲେ ତା ପୂର୍ବରୁ ଭାଇ ଚଳାଇ ଦେଇଥିଲା ଗୁଳି ଶେଷରେ ଭଉଣୀର ଜୀବନ ଯାଇଥିଲା |

ସୂଚନା ଅନୁସାରେ 1990 ମସିହାରେ ଗଗନ ପଲି ଗାଁ ର ଉଭୟ ଭାଇ ଏବଂ ଭଉଣୀ ମାଓବାଦୀରେ ଯୋଗ ଦେଇଥିଲେ ତାପରେ ଭାଇ 2018 ମସିହାରେ ଆତ୍ମ ସମର୍ପଣ ନେବାରେ ନିଷ୍ପତି ନେଇଥିଲେ |ତାପରେ ସେ ପୋଲିସରେ ଯୋଗ ଦେଲେ ଭାଇ ତାଙ୍କ ଭଉଣୀଙ୍କ ପାଖକୁ ଆତ୍ମ ସମର୍ପଣ ପାଇଁ ଚିଠି ଲେଖିଥିଲେ |

ହେଲେ ହେଲେ ଭଉଣୀ ଭେଟିକାନି କହିଲେ ମୁଁ ମୋ ସାଥି ମାନଙ୍କ ସହିତ ବେଇମାନ କରି ପାରିବି ନାହିଁ ଆଉ ତୁମେ ମତେ କେବେ ଚିଠି ଲେଖିବ ନାହିଁ ଏଭଳି କହିଥିଲେ ଭଉଣୀ ଭେଟିକାନି |ତାପରେ ମାଓବାଦୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଦେଲେ ଭେଟିରାମା ସେ ଥିଲେ ଅପରେସନ ସେକ୍ଟର କମାଣ୍ଡର |

ଛତିଶଗଡ଼ରେ ଥିବା ସୁକ୍ମ ଜିଲ୍ଲାର ଵାଲେଙ୍ଗଟକ ଜଙ୍ଗଲରେ ଥିବା ଏକ ପାହାଡ଼ ନିକଟରେ ମାଓବାଦୀ ମାନଙ୍କୁ ଘେରି ଯାଇଥିଲେ ସୁରକ୍ଷା କର୍ମୀ ଶେଷରେ ଭଉଣୀ ଭେଟିକାନିର ଜୀବନ ଯାଇଥିଲା

Leave a Reply

Your email address will not be published. Required fields are marked *