ବାଛନ୍ତୁ ଗୋଟିଏ Fula ଏବଂ ଗୋଟିଏ ପ୍ରଜାପତି ,ଜାଣନ୍ତୁ ଆପଣଙ୍କ ଭବିଷ୍ୟକୁ ନେଇ ସେମାନେ କଣ କହୁଛନ୍ତି ସବୁ କିଛି ହେବ ସତ,ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ପ୍ରକୃତିର ସବୁଠାରୁ ବଡ଼ ସୁନ୍ଦର ରଚନା ବିଷୟରେ ଯଦି ଆମେ କଥା ହେବା ତେବେ ସେଥିରେ ଫୁଲର ନାମ ପ୍ରମୁଖ ଭାବରେ ନିଆ ଯାଇଥାଏ |ଏହି ରଙ୍ଗ ବେରଙ୍ଗ ଫୁଲଗୁଡ଼ିକ ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିଦେବାର କାମ କରି ଥାଆନ୍ତି ଏବଂ ଆମ ମନକୁ ମଧ୍ୟ ଶାନ୍ତି ପ୍ରଦାନ କରି ଥାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସୁନ୍ଦର ଦେଖା ଯାଉଥିବା ଫୁଲ ଗୁଡ଼ିକ ଆପଣଙ୍କ ଦିନ ଚର୍ଚ୍ଚାର କଥା ଓ ଆପଣଙ୍କ ଆଗାମୀ ଭବିଷ୍ୟତ ମଧ୍ୟ ବୟାନ କରି ଥାଆନ୍ତି |ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଖାସ ରୋମାଣ୍ଟିକ ହଟ କେ କଥା ବିଷୟରେ କହିବାକୁ ଯାଉଛୁ କାରଣ ଏହି ଫୁଲ ଗୁଡ଼ିକ ସହିତ ଆଧ୍ୟାତ୍ମିକର ବହୁତ ବଡ଼ ସମ୍ପର୍କ ରହିଛି |ହିନ୍ଦୁ ଧର୍ମରେ ବିନା ଫୁଲରେ ନା କୌଣସି ପୂଜା ସମ୍ପନ୍ନ ହୋଇଥାଏ ନା କୌଣସି ଶୁଭ କାର୍ଯ୍ୟ ହୋଇଥାଏ |ଆପଣ ଭାବୁଛନ୍ତି ଏହି ଫୁଲ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ କଣ କହିବେ ତେବେ ଚାଲନ୍ତୁ ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ କହିଦେଉଚୁ |ଆପଣମାନେ ଜାଣିଥିବେ ଫୁଲ ଏବଂ ପ୍ରଜାପତି ମଧ୍ୟରେ ବହୁତ ବଡ଼ ଗଭୀର ସମ୍ପର୍କ ରହିଛି |ତେବେ ବନ୍ଧୁଗଣ ଆପଣଙ୍କୁ ଦୁଇଟି ଫୁଲ ଏବଂ ଦୁଇଟି ପ୍ରଜାପତି ସ୍କ୍ରିନରେ ଦେଖା ଦେଇଛି ସେଥିରୁ ଆପଣ ଗୋଟିଏ ଫୁଲ ଏବଂ ଗୋଟିଏ ପ୍ରଜାପତି ବାଛନ୍ତୁ |

ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ସେ କହୁଛି ଯେ ଆପଣ ଯେମିତିକି କଠୋର ଦେଖାଗଲେ ମଧ୍ୟ ଆପଣଙ୍କ ହୃଦୟ ବହୁତ କୋମଳ ଅଟେ ଏବଂ ଆପଣ ସବୁବେଳେ ଅନ୍ୟର ଭଲ କଥା ଚିନ୍ତା କରି ଥାଆନ୍ତି ଏବଂ ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ ମିଶନ୍ତି ଆପଣ ସେହି ବ୍ୟକ୍ତିର ଅଧିକ ଧ୍ୟାନ ରଖି ଥାଆନ୍ତି କିନ୍ତୁ ଅସୁବିଧା ସେତେବେଳେ ଆସିଥାଏ ଯେବେ ଅଧିକାଂଶ ଲୋକ ଆପଣଙ୍କ ଏହି ଭଲ ଗୁଣକୁ ନେଇ ଫାଇଦା ଉଠାନ୍ତି |

ଆଉ ଯଦି ଆପଣ ଦ୍ୱିତୀୟ ଫୁଲଟିକୁ ବାଛିଛନ୍ତି ତେବେ ଏହି ଫୁଲ ଦର୍ଶାଇଥାଏ ଯେ ଆପଣ ଆପଣଙ୍କ ଜୀବନ ଆଦର୍ଶ ଦ୍ୱାରା ଅନ୍ୟମାନଙ୍କୁ ପ୍ରେରିତ ଓ ପ୍ରଭାବିତ କରି ପାରନ୍ତି ଆପଣଙ୍କ କଳ୍ପନା ଶକ୍ତି ଏବଂ ଭିତର ଉର୍ଜା କମାଲ ଅଟେ ଏବଂ ଏହା ଆପଣ ମାନଙ୍କୁ ଲୋକମାନଙ୍କ ସହିତ ଯୋଡ଼ି ରଖିଥାଏ କୌଣସି ବି ପାର୍ଟି ହେଉ କିମ୍ବା କୌଣସି ବି ଆୟୋଜନ ହେଉ ଆପଣ ସେହି ଜାଗାରେ ନଥିଲେ ଜାଗାଟି ଫିକା ଫିକା ଲାଗିଥାଏ |

ଯଦି ଆପଣ ପ୍ରଥମ ଫୁଲ ସହିତ ପ୍ରଥମ ପ୍ରଜାପତି ବାଛିଛନ୍ତି ତେବେ ଏହା ଦର୍ଶାଇଥାଏ ଯେ ଆପଣଙ୍କ ଆଗାମୀ ସମୟ ବହୁତ ଭଲ ଏବଂ ଖାସ ରହିବ ଆପଣଙ୍କ ନିରାଶ ଭାବନା ଏବେ ଶେଷ ହେବାକୁ ଯାଉଅଛି |ଆପଣଙ୍କୁ ଆପଣଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ଆପଣ ନୂଆ କାର୍ଯ୍ୟରେ ସଫଳତା ହାସଲ କରିବେ |ଆପଣ ଯଦି ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଏହି ଇଛା ଆପଣଙ୍କ ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି |

ଯଦି ଆପଣ ଦ୍ୱିତୀୟ ଫୁଲ ସହିତ ଦ୍ୱିତୀୟ ପ୍ରଜାପତି ବାଛିଛନ୍ତି ତେବେ ଏହି କଥାକୁ ଦର୍ଶାଇଥାଏ ଯେ ଆପଣ ଆଗାମୀ ସମୟରେ ଯେଉଁ କାର୍ଯ୍ୟକୁ କରିବାକୁ ଚାହୁଁଛନ୍ତି ବା ଭାବିଛନ୍ତି ସେସବୁ କାର୍ଯ୍ୟରେ ସଫଳତା ଆପଣଙ୍କ ପାଦ ଛୁଇଁବ |ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ସହଯୋଗୀ ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ ଆପଣଙ୍କ ପରିବାର ଏବଂ ଆପଣଙ୍କ ଜୀବନ ସାଥିଙ୍କ ସହିତ ସମ୍ବଦରେ ଅଧିକ ମଧୁରତା ଆସିବ |ଏହା ଧ୍ୟାନ ରଖନ୍ତୁ ଯଦି ଆପଣ ଆପଣଙ୍କ ଜୀବନରେ ନୂଆ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବ୍ୟାପାରରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ ଯାହା ଆପଣଙ୍କ ଏକ ଭଲ ଅଭ୍ୟାସ ଅଟେ |

Leave a Reply

Your email address will not be published. Required fields are marked *