ନମସ୍କାର ଦର୍ଶକବନ୍ଧୁ ଆଖିରୁ ସବୁ ଲୁହ ପୋଛିଦିଅ କାରଣ ଆଜି ରାତିଠାରୁ ଆପଣଙ୍କ ସବୁ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗ ବାଲି ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ |ଆଜି ରାତିଠାରୁ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବ ତାଙ୍କ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟଦେବ ଵୃଷ ରାଶିରୁ ଧନୁ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ ଅଛନ୍ତି |ଦର୍ଶକବନ୍ଧୁ ଆପଣଙ୍କୁ କହିରଖୁଛୁ ଯେ ଏହି ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି ଯାହାର ଫାଇଦା ଆପଣ ଯଦି ଏବେ ଉଠାଇବାକୁ ଚାହୁଁଛନ୍ତି ତେବେ ଉଠାଇ ପାରନ୍ତି କାରଣ ଏହି ରାଶିର ଲୋକମାନଙ୍କ ପାଇଁ ଏହି ସମୟ ବିଶେଷ ଭାବରେ ଶୁଭ ଅଟେ ଏହି ସମୟରେ ସବୁ କାର୍ଯ୍ୟ ଏମାନଙ୍କ ଅନୁକୂଳ ରହିବ |ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
ମେଷ ରାଶି -ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏହି ରାଶିର ବ୍ୟକ୍ତିମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏମାନଙ୍କ ଧନ ଦୌଲତରେ ବୃଦ୍ଧି ହେବ ଏମାନଙ୍କ ଜୀବନରେ ସବୁ ଖରାପ ସମୟ ଅନ୍ତ ହେବାକୁ ଯାଉଅଛି |ଏମାନଙ୍କ ଜୀବନରେ ସବୁ ସମସ୍ୟା ପ୍ରଭୁ ବଜରଙ୍ଗ ବାଲି ସମାପ୍ତ କରିଦେବେ ଏହି ରାଶିର ଲୋକ ଏକ ସଫଳ ଜୀବନ ବ୍ୟତୀତ କରିବାକୁ ଯାଉଛନ୍ତି
ମିଥୁନ ରାଶି -ବହୁତ ଦିନ ପରେ ଏହି ରାଶିର ଲୋକମାନଙ୍କ ଖରାପ ସମୟ ଏବେ ଶେଷ ହେବାକୁ ଯାଉଅଛି ଯାହାର ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ ଏମାନଙ୍କ ଭାଗ୍ୟ ଅଚାନକ ଭାବରେ ଚମକିବ ପାଠ ପଢ଼ୁଥିବା ପିଲା ମାନଙ୍କର ପରୀକ୍ଷାର ଫଳ ଏବେ ବହୁତ ଭଲ ରହିବ ଏମାନଙ୍କ ପରିଶ୍ରମ ଏବେ ଭଲ ଫଳ ଦେବାକୁ ଯାଉଅଛି |ବେପାର ବାଣିଜ୍ୟରେ ବଡ଼ ସଫଳତା ମିଳିବାର ଯୋଗ ବନୁଅଛି |
ସିଂହ ରାଶି -ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଅଛି ଧନର ଅଭାବ କେବେବି ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଦେଖାଯିବ ନାହିଁ |ଆସନ୍ତା କାଲି ଠାରୁ ଏମାନଙ୍କ ପରିବାରରେ ସୁଖ ଶାନ୍ତି ଲାଗି ରହିବ ପ୍ରେମ ଜୀବନରେ ସୁଖ ମିଳିବାକୁ ଯାଉଛି ପାଠ ପଢ଼ାରେ ମଧ୍ୟ ଉଚ୍ଚ ଫଳ ମଧ୍ୟ ମିଳିବ ଏହି ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଧନ ଲାଭ ମିଳିବାକୁ ଯାଉଛି |ଏହି ରାଶିର ବ୍ୟକ୍ତିମାନେ ଯଦି ଚାକିରୀ ଖୋଜୁଥାଆନ୍ତି ତେବେ ସେମାନଙ୍କୁ ଭଲ ପଦବୀରେ ଚାକିରୀଟିଏ ମଧ୍ୟ ମିଳିଯିବ |
ଧନୁ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ ଅପାର କୃପା ରହିବାକୁ ଯାଉଅଛି ବୈବାହିକ ଜୀବନ ସୁଖମୟ ହେବାକୁ ଯାଉଅଛି ଆପଣ ସନ୍ତାନମାନଙ୍କ ଠାରୁ ଖୁସି ଖବର ପ୍ରାପ୍ତ କରି ପାରନ୍ତି ଆପଣଙ୍କ ଭାଗ୍ୟ ଚମକି ଉଠିବାକୁ ଯାଉଛି ଯେଉଁମାନେ ସିଙ୍ଗଲ ଥିଲେ ତାଙ୍କର ଦୀର୍ଘଦିନ ଧରି ବିବାହ ହେଉନଥିଲା ସେମାନଙ୍କ ଖୁବ ଶୀଘ୍ର ବିବାହ ହେବାକୁ ଯାଉଅଛି
ତୁଳା ରାଶି -ବୃଷ ରାଶି -ପ୍ରଭୁ ବଜରଙ୍ଗ ବାଲିଙ୍କ ଦୟାରୁ ଜୀବନରେ ବହୁତ ବଡ଼ ସଫଳତା ମିଳିବ ଧନ ପ୍ରାପ୍ତି ହେବ ଚାକିରୀରେ ଥିଲେ ଅନ୍ୟ ଠାରୁ ମଧ୍ୟ ସହଯୋଗ ଲାଭ କରିବେ କିନ୍ତୁ ସତର୍କ ରୁହନ୍ତୁ ବେକାର ଖର୍ଚ୍ଚ ଲାଗିପାରେ ଯାହା ଫଳରେ ଯେତେ ଧନ ଆସିଲେ ମଧ୍ୟ ଧନ ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଛି |