Ajira Anuchinta:ଝିଅର ଚୁଟି ଦେଖି ଜାଣନ୍ତୁ ତାଙ୍କର ଚରିତ୍ର ଆଉ ସ୍ୱଭାବ କିପରି ହୋଇଥାଏ ,ଏମିତି ଚୁଳ ଥିବା ଝିଅ ହୋଇ ଥାଆନ୍ତି ଲକ୍ଷ୍ମୀ ଜାଣନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଝିଅ ମାନଙ୍କ କେଶ ଦେଖି ଜାଣନ୍ତୁ ସେମାନଙ୍କ ଚରିତ୍ର ଏବଂ ସ୍ଵଭାଵ ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ଅଟେ ଏହାର ଆଧାରରେ ବିଭିନ୍ନ ଅଙ୍ଗକୁ ଦେଖି ସେ ବ୍ୟକ୍ତିଙ୍କ ବିଷୟରେ ପ୍ରମୁଖ ଭାବରେ ଜାଣି ହେବ କେଉଁ ଝିଅର କେଶ ବା ଚୁଟିକୁ ଦେଖି ତାଙ୍କର ସ୍ଵଭାଵ ବିଷୟରେ କୁହାଯାଇ ପାରିବ |ତେବେ ଆସନ୍ତୁ ଜାଣିବା କେଉଁ ଝିଅମାନଙ୍କ କେଶକୁ ଦେଖି ସେମାନଙ୍କ ସ୍ଵଭାଵ ଏବଂ ଚରିତ୍ର ବିଷୟରେ କିପରି ଜାଣିବା |ବନ୍ଧୁଗଣ ଯେଉଁ ସ୍ତ୍ରୀ ଲୋକଙ୍କ ଚୁଟି ଲମ୍ବା ଏବଂ କଳା ଗାଢା ହୋଇଥାଏ |

ତେବେ ସେ ସୌଭାଗ୍ୟବତି ହୋଇ ଥାଆନ୍ତି ସ୍ୱାମୀଙ୍କର ପ୍ରିୟ ହୋଇ ଥାଆନ୍ତି ଏବଂ ଶାଶୁ ଶଶୁରଙ୍କ ସେବା କରିବା ଭଳି ହୋଇଥାଆନ୍ତି |ଯେଉଁ ସ୍ତ୍ରୀ ଲୋକମାନଙ୍କ ଚୁଳ କଞ୍ଚା ହୋଇ ରହିଥାଏ ସେହି ସ୍ତ୍ରୀ ଲୋକମାନେ ବହୁତ ଚାଲାକ ଏବଂ ନିଜ ସ୍ୱାମୀକୁ ତା ହାତରେ ରଖିବାର କ୍ଷମତା ରଖିଥାଏ |ସବୁବେଳେ ସ୍ୱାମୀଙ୍କୁ କଣ୍ଟ୍ରୋଲ ଭିତରେ ରଖି ଥାଆନ୍ତି ଏମାନେ ଶାଶୁ ଶଶୁରଙ୍କ ପ୍ରତି ଅଧିକ ସ୍ନେହ ରଖି ଥାଆନ୍ତି |ଜାମୁ ରଙ୍ଗର କେଶ ଥିବା ଝିଅ ଯେଉଁ ଝିଅର ଜାମୁ ରଙ୍ଗର କେଶ ଥାଏ |

ସେମାନେ ସବୁବେଳେ ଉଚ୍ଚ ସ୍ଥାନ ପ୍ରାପ୍ତ କରିଥାଆନ୍ତି ତଥା ଆକ୍ଟିଙ୍ଗ ,ପେଣ୍ଟିଙ୍ଗ ଏବଂ ହେୟାର ଷ୍ଟାଇଲରେ ଅଧିକ ଧ୍ୟାନ ରଖିଥାଆନ୍ତି | ତାପରେ ଜାଣିବା ଅଧିକ ସୁନେଲି କେଶ ଥିବା ଝିଅ ମାନେ ଯେଉଁ ସ୍ତ୍ରୀ ଲୋକଙ୍କ ଅଧିକ ସୁନେଲି ରଙ୍ଗର କେଶ ହୋଇଥାଏ ସେମାନେ ଅଳ୍ପ ଆୟୁ ବିଶିଷ୍ଟ ହୋଇଥାଆନ୍ତି ତେବେ ଏହି ସ୍ତ୍ରୀ ଲୋକମାନେ ଅଳ୍ପ ସମୟରେ ବହୁତ କିଛି ପାଇ ଯାଇଥାଆନ୍ତି |ଯେଉଁ ସ୍ତ୍ରୀ ଲୋକମାନଙ୍କ ଚୁଟି ଆଗକୁ ଧଳା ଭଳି ରହିଥାଏ |

ସେମାନେ ରାଗି ସ୍ୱଭାବର ହୋଇଥାଆନ୍ତି ଏବଂ ସବୁବେଳେ ଝଗଡ଼ା ଲାଗି ପରିବାରରେ ନିଜର କଥା ରଖିବାକୁ ଚେଷ୍ଟା କରି ଥାଆନ୍ତି |ଯେଉଁ ସ୍ତ୍ରୀ ଲୋକମାନଙ୍କ ଚୁଳର ଆଗରେ ଭଉଁରୀ ରହିଥାଏ ସେ ଚଞ୍ଚଳ ସ୍ୱଭାବର ହୋଇ ଥାଆନ୍ତି |ବିଳାସ ଜୀବନ ଜିଇଁବା ପାଇଁ ଭଲ ପାଇ ଥାଆନ୍ତି ଏବଂ ନିଜର ସୁନ୍ଦରତା ପ୍ରତି ଅଧିକ ରୁଚି ରଖି ଥାଆନ୍ତି |

ଏମାନଙ୍କ ଭବିଷ୍ୟତରେ ଚାକିରୀ କରିବାର ବହୁତ ଚାନ୍ସ ଥାଏ ଯେଉଁ ସ୍ତ୍ରୀ ଲୋକଙ୍କ ବାମ କାନର ଚୁଟିରେ ଭଉଁରୀ ରହିଥାଏ ସେମାନେ ଅଧିକ ରାଗି ଏବଂ ଚିଡ଼ି ଚିଡ଼ା ସ୍ୱଭାବର ହୋଇ ଥାଆନ୍ତି କିନ୍ତୁ ନିଜ ପିଲାର ପାଳନ ପୋଷଣ ବହୁତ ଭଲ ଭାବରେ କରି ଥାଆନ୍ତି |ଯେଉଁ ସ୍ତ୍ରୀ ଲୋକମାନଙ୍କ ଡାହାଣ କାନର ଚୁଟିରେ ଭଉଁରୀ ରହିଥାଏ ସେମାନେ ଭାଗ୍ୟବତୀ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *