Virat କଲେ ବିରାଟ ଭୁଲ ,BCCI ନେଲା ଏଭଳି ନିଷ୍ପତି ବାଦ ପଡ଼ିବେ କି ଏସିଆ କପରୁ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ BCCI ନିୟମ ଭାଙ୍ଗିଦେଲେ କିଙ୍ଗ କୋହଲି ମହଙ୍ଗା ପଡ଼ିବ କି ସୋସିଆଲ ମେଡିଆ ପୋଷ୍ଟ ଏତେ ଏକ ଟୁର୍ଣ୍ଣାମେଣ୍ଟ କୁ ନେଇ ଜୋରଦାର ପ୍ରସ୍ତୁତ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ |ଏହା ବ୍ୟତୀତ ବିଶ୍ୱକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋୟ ଟେଷ୍ଟ କରାଯାଇଛି |ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଜାରି ହୋଇଥିବା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏବେ ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି |

ସୋସିଆଲ ମେଡିଆରେ ଏକ ପୋଷ୍ଟକୁ ନେଇ ବଡ଼ ହଙ୍ଗାମା ଦେଖିବାକୁ ମିଳିଛି ବିରାଟଙ୍କ ଏହି ପୋଷ୍ଟକୁ ନେଇ BCCI ଅସନ୍ତୁଷ୍ଟ ଥିବା ବେଳେ କୋହଲିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ |ସୂଚନା ଅନୁସାରେ ଏସିଆ କପ ପୂର୍ବରୁ ଅଧିନାୟକ ରୋହିତଙ୍କ ସମେତ ବିରାଟ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ୟାୟର ଟେଷ୍ଟ କରାଯାଇଛି |

ଏହି ଟେଷ୍ଟରେ ସର୍ବାଧିକ ସ୍କୋର କରିଛନ୍ତି ବିରାଟ କୋହଲି ଏହି ସ୍କୋରକୁ କିଙ୍ଗ କୋହଲି ସୋସିଆଲ ମେଡିଆ ପ୍ଲାଟଫର୍ମରେ ଅପ୍ଲୋଡ କରିଦେଇଛନ୍ତି ଯାହା BCCI ର ନିୟମ ବିରୁଦ୍ଧ |BCCI ର ନିୟମ ଅନୁସାରେ କୌଣସି ଖେଳାଳି ସୋସିଆଲ ମେଡିଆରେ ଏଭଳି ତଥ୍ୟ ପୋଷ୍ଟ କରିବା ବାରଂ କରାଯାଇଛି |

କୋହଲି ଏହାକୁ ନମାନି ୟୋୟ ସ୍କୋର ସହିତ ନିଜ ଫୋଟ ସୋସିଆଲ ମେଡିଆରେ ଅପ୍ଲୋଡ କରି ଦେଇଛନ୍ତି |ଫୋଟୋ ପୋଷ୍ଟ କରିବା ପାଇଁ କୌଣସି ବାରଣ କରା ଯାଇନଥିବା ବେଳେ ରିପୋର୍ଟ ପ୍ରକାଶ କରିବା ପାଇଁ ଖେଳାଳି ମାନଙ୍କୁ କୁହାଯାଇଥାଏ କୋହଲିଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ |

ଭାରତୀୟ କ୍ରିକେଟ ବୋର୍ଡ ସୋସିଆଲ ମେଡିଆରେ ଏହି ପୋଷ୍ଟରୁ ଜଣା ଯାଇଛି BCCI ଏହି ଟେଷ୍ଟରେ ବିରାଟ କୋହଲି 17.2 ପ୍ରତିଶତ ସ୍କୋର କରିଛନ୍ତି |ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳି ଫିଟନେସ ଟେଷ୍ଟ ପାସ କରିଛନ୍ତି |

Leave a Reply

Your email address will not be published. Required fields are marked *