ନମସ୍କାର ଦର୍ଶକବନ୍ଧୁ ପୁଣି କମିଲା ସୁନାର ଦର ଉଭୟ 22 ଏବଂ 24 କ୍ୟାରେଟ ସୁନାର ଦରରେ କ୍ରମଶଃ ହ୍ରାସ ଦେଖିବାକୁ ମିଳିଛି ତେବେ ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ବଜାରରେ ସୁନାର ଦର କେତେ ଅଛି ଆସନ୍ତୁ ଜାଣିବା |ତେବେ ସୁନା ରୂପା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଆସିଛି |ତେବେ ସୁନା ପ୍ରେମୀମାନେ ଜାଣି ରଖନ୍ତୁ ଯେ କେତେ ରହିଛି ସୁନା ରୂପାର ଦର ଓଡିଶା ସମେତ ଦେଶର ଅନ୍ୟ ପ୍ରମୁଖ ସହରରେ |
ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 55,000 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର 10 ଗ୍ରାମ ପ୍ରତି 60,000 ଟଙ୍କା ରହିଛି |ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 55,000 ଟଙ୍କା 60,000 ଟଙ୍କା ହୋଇଛି ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦର କମିଛି |
ତେବେ ମୁମ୍ବାଇରେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 55,050 ଟଙ୍କା ଏବଂ 60,060 ଟଙ୍କା ରହିଥିବା ନେଇ ରେକର୍ଡ଼ ହୋଇଛି ନୂଆ ଦିଲ୍ଲୀରେ ଏହାର ଦର ଯଥାକ୍ରମେ 55,100 ଟଙ୍କା ଓ 60,150 ଟଙ୍କା ରହିଛି ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ମୂଲ୍ୟ 55,300 ଟଙ୍କା ରହିଥିବା ବେଳେ 24 କ୍ୟାରେଟର ମୂଲ୍ୟ 60,340 ଟଙ୍କା ରହିଥିବା ବେଇ ରେକର୍ଡ ହୋଇଛି |
ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଯଥାକ୍ରମେ 55,050 ଟଙ୍କା ଓ 60,060 ଟଙ୍କା ରହିଛି ସେହିପରି ରୂପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 70,200 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି |