ମଥାରେ ସିନ୍ଦୁର କପାଳରେ ବିନ୍ଦି ଲଗାଇ ଯୁବକ.ଜଣକ ସାଙ୍ଗରେ ଏପରି କାର୍ଯ୍ୟ କଲେ Jubaka ,ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ |

ନମସ୍କାର ଦର୍ଶକବନ୍ଧୁ ମଥାରେ ସିନ୍ଦୁର ଏବଂ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି ଦୁହେଁ ପୁରୁଷ ଜାଣିବା ଏହା ପଛରେ କଣ ରହିଛି ରହସ୍ୟ |ତେବେ ସୋସିଆଲ ମେଡିଆରେ ଏହି ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି |ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ମଥାରେ ସିନ୍ଦୁର ଏବଂ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି |

ତେବେ ସୋସିଆଲ ମେଡିଆରେ ଆପଣ ଦିଲ୍ଲୀ ମେଟ୍ରୋର ବହୁ ଭିଡିଓ ଦେଖି ଥିବେ କିଛି ଭିଡିଓ କୁ ଲୋକମାନେ ଅଶ୍ଳୀଳ କରି ଥାଆନ୍ତି ତ ଆଉ କିଛି ଲୋକମାନେ ବେଶ ଉପଭୋଗ କରି ଥାଆନ୍ତି ତେବେ ଏହି ପରି ଏକ ଘଟଣା ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣମାନେ ନିଜର ହସ ରୋକି ପାରିବେ ନାହିଁ |

ଜଣେ ବ୍ୟକ୍ତି ନିଜ ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ଟ୍ରେନରେ ଯାତ୍ରା କରୁଥିବାର ନଜରରେ ଆସିଛନ୍ତି |ତେବେ ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି |ସମସ୍ତଙ୍କ ଚେହେରା ମନେ ରଖିବା ସମ୍ଭବ ନୁହେଁ କିନ୍ତୁ ଭାଇରଲ ହେଉଥିବା ଏହି ଘଟଣାଟି ସେହି ବ୍ୟକ୍ତିର ଚେହେରା ଭୁଲିବ ଏତେ ସହଜ ନୁହେଁ |

ତେବେ ଏହି ଯୁବକ ଜଣକ ଏକ କଳାରଙ୍ଗର ସାର୍ଟ ପିନ୍ଧିଛନ୍ତି ମଥାରେ ସିନ୍ଦୁର ଏବଂ କପାଳରେ ସ୍ତ୍ରୀ ଲୋକଙ୍କ ପରି ବିନ୍ଦି ଲଗାଇଛନ୍ତି |ତେବେ ଭାଇରଲ ହେବା ପାଇଁ ସେ ଏପରି କରିବେ ବୋଲି କୁହାଯାଇଛି |ଏହି ଭିଡିଓଟି ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *