ନମସ୍କାର ଦର୍ଶକବନ୍ଧୁ ଏମିତି କୁହାଯାଏ ଯେ ରାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ କାରଣ ରାଗ ଯୁକ୍ତ ଖାଦ୍ୟ ଖାଇଲେ ଆମକୁ ଲାଗେ ଆମ ପେଟ ଯେମିତି ଖରାପ ହୋଇପାରେ ଏବଂ ଆମକୁ ଆମ ଶରୀର ପାଇଁ ବହୁତ ପ୍ରକାର ଅସୁବିଧା ହୋଇପାରେ କିନ୍ତୁ ଦର୍ଶକବନ୍ଧୁ ଏଭଳି ଏକ ରଗଯୁକ୍ତ ଖାଦ୍ୟ ରହିଛି ଯାହା ଆମ ଶରୀର ପାଇଁ ହାନିକାରକ ନୁହେଁ ବରଂ ଲାଭ ଦେଇଥାଏ |ସେହି ରାଗ ଯୁକ୍ତ ଜିନିଷଟି ହେଉଛି କଞ୍ଚାଲଙ୍କା |ଆମେ କଞ୍ଚା ଲଙ୍କା ତ ନିହାତି ଖାଉଥାଉ ଆଜି ଆମେ ଆପଣଙ୍କୁ ଲଙ୍କା ଖାଲି ପେଟରେ ଖାଇଲେ କିମ୍ବା ଖାଦ୍ୟ ସାଙ୍ଗରେ ମିସାଇକି ଖାଇଲେ ତେବେ ଆପଣଙ୍କୁ କଣ କଣ ସବୁ ଲାଭ ମିଳିବ ଏବଂ ଆପଣଙ୍କ ଶରୀରର କଣ କଣ ସବୁ ରୋଗ ଦୂର ହୋଇଯିବ |
ଆପଣ ଭାବୁଥିବେ କଞ୍ଚାଲଙ୍କା ଖାଇଲେ କୌଣସି ରୋଗ କଣ ଦୂର ହେବ ଏହାର ଉତ୍ତର ହଁ ଯଦି ଆପଣ ଏହାକୁ ଖାଲି ପେଟରେ ଖାଉଛନ୍ତି ତେବେ ଜାଣି ରଖନ୍ତୁ ଯେ ଅନେକ ରୋଗ ରହିଛି ଯାହା ଠାରୁ ଆପଣ ମୁକ୍ତି ପାଇବେ |ତେବେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ଖାଇବା ଦ୍ୱାରା ଆପଣଙ୍କୁ କଣ ସବୁ ଲାଭ ମିଳି ପାରିବ |ବନ୍ଧୁଗଣ ଆପଣ ଯଦି କଞ୍ଚାଲଙ୍କା ଖାଲି ପେଟରେ କିମ୍ବା ଖାଦ୍ୟ ସାଙ୍ଗରେ ଖାଉଛନ୍ତି ତେବେ ଏହା ଦ୍ୱାରା ଆମ ଶରୀରକୁ ବହୁତ ପୌଷ୍ଟିକ ତତ୍ୱ ସବୁ ମିଳିଥାଏ |
ଯେଉଁଥିରେ ଭିଟାମିନ A ,ଭିଟାମିନ C ,ଆଇରନ ,କର୍ପର ,ପୋଟାସିୟମ ,ପ୍ରୋଟିନ ଏବଂ କାର୍ବନ ହାଇଡ୍ରେଡ଼ ଭଳି ଅନେକ ତତ୍ତ୍ୱ ମଧ୍ୟ ମିଳିଥାଏ ଯଦି ଏତେ ସବୁ ଜିନିଷ ଗୋଟିଏ କଞ୍ଚାଲଙ୍କାରେ ଭରପୁର ହୋଇ ରହିଛି ତେବେ ଆପଣମାନେ ବୁଝି ପାରୁଥିବେ ଯେ ଏହା ଆମ ଶରୀର ପାଇଁ କେତେ ହିତକର ଅଟେ |ତେବେ ଚାଲନ୍ତୁ ଆମେ ଜାଣିବା କଣ ସବୁ ଲାଭ ଆମକୁ ଏଥିରୁ ମିଳିବ |ପ୍ରଥମ ଲାଭ ହେଉଛି କଞ୍ଚାଲଙ୍କା କ୍ୟାନ୍ସର ଭଳି ରୋଗ ଠାରୁ ଲଢ଼ିବା ପାଇଁ ବହୁତ ସାହାଯ୍ୟ କରେ |
ତେବେ ଜାଣିରଖନ୍ତୁ ଯେ ଏହି କଞ୍ଚାଲଙ୍କା ଆମ ଶରୀରରେ ହେଉଥିବା କ୍ୟାନ୍ସର ସେଲସ ମାନଙ୍କୁ ମଧ୍ୟ ବୃଦ୍ଧିକୁ ଅଟକାଇ ଦେଇଥାଏ ତେବେ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କୁ ଜୀବନରେ କେବେବି କ୍ୟାନ୍ସର ନହେଉ ତେବେ ଆପଣ ଆଜିଠାରୁ କଞ୍ଚାଲଙ୍କା ଖାଇବା ଆରମ୍ଭ କରିଦିଅନ୍ତୁ |ଯଦି ଆପଣ ପାରିବେ ସକାଳେ ଖାଇବା ସମୟରେ ଗୋଟିଏ ଲଙ୍କା କଞ୍ଚାଲଙ୍କା ଖାଦ୍ୟ ସାଙ୍ଗରେ ମିସାଇକି ଖାଆନ୍ତୁ |
ପ୍ରଥମେ ଆପଣ ଖାଇଲେ ଆପଣଙ୍କୁ ଟିକେ କଷ୍ଟ ଲାଗିପାରେ କିନ୍ତୁ ଏହା ଆମର ଶରୀରକୁ ବହୁତ ଲାଭ ଦେବ ଏତିକି ନୁହେଁ ବରଂ ଗୋଟିଏ ଗବେଷଣାରୁ ମଧ୍ୟ ଜଣା ପଡ଼ିଛି ଯେ କଞ୍ଚାଲଙ୍କା ଖାଇବା ଦ୍ୱାରା କୌଣସି ହାର୍ଟ ଜନିତ ରୋଗ ହୋଇ ନଥାଏ ଆଉ ଯଦି ପୁରୁଷ ମାନେ ଏହି କଞ୍ଚାଲଙ୍କା ଖାଉଛନ୍ତି ତେବେ ସେମାନଙ୍କ ପ୍ରୋଷ୍ଟେଟ କ୍ୟାନ୍ସର ମଧ୍ୟ ମଧ୍ୟ କେବେବି ହୋଇନଥାଏ |ଏହିଭଳି ଭାବରେ ଆପଣଙ୍କୁ ସବୁ ରୋଗ ଠାରୁ ଆପଣଙ୍କୁ କଞ୍ଚାଲଙ୍କା ଦୂରେଇ ଦେଇଥାଏ |