ଏହି 5ଟି ନାମର ଝିଅମାନେ ଗଙ୍ଗା ଭଳି ପବିତ୍ର ହୋଇଥାଆନ୍ତି ,ପୁଅମାନେ ବିବାହ Kariba ପୂର୍ବରୁ ଥରେ ନିଶ୍ଚୟ ଜାଣି ନିୟନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏ ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟସାଧ୍ୟ ହୋଇଥାଏ କାହିଁକିନା ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ଏହା କେହିବି କହିପାରିବେ ନାହିଁ ସେମିତିକି ଆପଣ ସବୁ କଥା ଶୁଣିଥିବେ ଯେବେ ଭଗବାନ ମଧ୍ୟ ନାରୀଙ୍କୁ ବୁଝି ପାରିଲେ ନାହିଁ ତାହେଲେ ସାମାନ୍ୟ ମନୁଷ୍ୟ କିପରି ବୁଝିପାରିବ |ପ୍ରକୃତରେ କଥା ଏହା ଯେ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେତେବେଳେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହିବି କହିପାରିବେ ନାହିଁ |ଏହି ଦୁନିଆରେ ବହୁତ ଝିଅ ଏମିତି ମଧ୍ୟ ହୋଇଥାଆନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଏବଂ ଗଙ୍ଗା ଭଳି ପବିତ୍ର ହୋଇଥାଆନ୍ତି ଏବଂ ବହୁତ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି |ସେମିତିକି ବହୁତ ଝିଅମାନେ ଏପରି ମଧ୍ୟ ଥାଆନ୍ତି ଯେଉଁମାନେ ବହୁତ ଚାଲାକ ମଧ୍ୟ ହୋଇ ଥାଆନ୍ତି ଏବଂ ଭରସାର ଯୋଗ୍ୟ ମଧ୍ୟ ହୋଇ ନଥାନ୍ତି ଆଜି ଆମେ ଆପଣଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇ ଥାଆନ୍ତି |ଆପଣମାନଙ୍କୁ କହିଦେଉଚୁ ଯେ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ବୋଲି କୁହାଯାଏ ତେବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ |ସେଥିପାଇଁ ଆପଣ ଏହାକୁ ଧ୍ୟାନର ସହ ଦେଖନ୍ତୁ |

ନମ୍ବର 1 B ନାମ ଥିବା ଝିଅ ଏହି ନାମ ଥିବା ଝିଅ ମାନେ ବହୁତ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି ଏବଂ ନିଜ ଜୀବନ ସାଥୀଙ୍କ ବହୁତ ବିଶ୍ୱସ୍ତ ହୋଇ ଥାଆନ୍ତି |ଏମାନେ କୌଣସି ପରିସ୍ଥିତି ରେ ମଧ୍ୟ ଜୀବନ ସାଥୀଙ୍କ ସାଙ୍ଗ ଛାଡ଼ନ୍ତି ନାହିଁ ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ |

ନମ୍ବର 2 N ଏହି ଅକ୍ଷର ଥିବା ଝିଅ ମାନେ ବହୁତ ତେଜ ସ୍ୱଭାବର ହୋଇ ଥାଆନ୍ତି ଏମାନେ ନିଜ ପରିବାରର ଏବଂ ଜୀବନ ସାଥୀଙ୍କ ଧ୍ୟାନ ବହୁତ ରଖି ଥାଆନ୍ତି |ଏମାନେ କେବେ ଏମିତି କିଛି କାମ କରି ନଥାନ୍ତି ଯେଉଁଥି ପାଇଁ ତାଙ୍କ ପରିବାରର ନାମ ଖରାପ ହେବ ଏବଂ ନିଜ ଜୀବନ ସାଥୀଙ୍କୁ କଷ୍ଟ ହେବ ଏହି ନାମ ଥିବା ଝିଅ ମାନଙ୍କ ଵ୍ୟଵହାର ବହୁତ ଭଲ ହୋଇଥାଏ |

ନମ୍ବର 3 P ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କକୁ ବାନ୍ଧି ରଖିବା ସେମାନଙ୍କୁ ବହୁତ ଭଲ ଭାବରେ ଜଣାଥାଏ |କହିଦେଉଚୁ ଯେ ଏହି ନାମ ଥିବା ଝିଅ ମାନେ ପ୍ରତ୍ୟକ ମନୁଷ୍ୟର ଭାବନାକୁ ଧ୍ୟାନର ସହ ବୁଝି ପାରନ୍ତି ହୋଇପାରେ ସେମାନେ ତାଙ୍କ ଠାରୁ ବଡ଼ ହୋଇ ଥାଆନ୍ତୁ କିମ୍ବା ସାନ କିନ୍ତୁ ଏମାନେ କେବେ କାହାରିକୁ ଦୁଃଖ ଦିଅନ୍ତି ନାହିଁ |

ନମ୍ବର 4 S ନାମର ଝିଅ ମାନେ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମନାଯାଏ ଏମାନେ ପୁରା ଲାଜକୁଳା ସ୍ୱଭାବର ମଧ୍ୟ ହୋଇଥାଆନ୍ତି |କିନ୍ତୁ ଏମାନେ ତାଙ୍କ ପରିବାରର ମାନ ମର୍ଯ୍ୟାଦା ପୁରା ଧ୍ୟାନ ରଖି ଥାଆନ୍ତି |ଆମେ ସିଧା ଶବ୍ଦରେ କହିଲେ ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବା ଚେଷ୍ଟା କରି ଥାଆନ୍ତି |

ନମ୍ବର 5 M ନାମ ଥିବା ଝିଅ ମାନେ ଏହି ନାମ ଥିବା ଝିଅ ମାନେ ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି ଏମାନଙ୍କ ସ୍ଵଭାଵ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ |ଏହି ନାମ ଥିବା ଝିଅ ମାନେ ବହୁତ ଜୋରରେ କଥା କହି ଥାଆନ୍ତି କାହାରିକୁ ହେଟା ଆଦର କରନ୍ତି ନାହିଁ ଏମିତିକି ଏମାନେ ନିଜର ଜୀବନ ସାଥୀକୁ ଖୁସିରେ ରଖିବା ପାଇଁ ଭଲ ପାଆନ୍ତି |

Leave a Reply

Your email address will not be published. Required fields are marked *