ଭଗବାନଙ୍କ ନାମ ନେଇ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଏକ ମନ୍ଦାର Fula,ଜାଣନ୍ତୁ ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ କପାଳରେ କଣ ଲେଖାଅଛି |

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଭଗବାନ ଈଶ୍ୱର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି |ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ତାହା ସହିତ ଦୁଇଟି ସଂଖ୍ୟା ଅଛି 1 ଏବଂ 2 ଆପଣ ଏହି ଦୁଇଟି ସଂଖ୍ୟା ମଧ୍ୟରୁ ଯେ କୌଣସି ଗୋଟିଏ ସଂଖ୍ୟା ମଧ୍ୟ ବାଛି ପାରିବେ |ଆପଣଙ୍କୁ ଦୁଇଟି ସଂଖ୍ୟା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଗୋଟିଏ ମନ୍ଦାର ଫୁଲ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଅଛି |ଏହି ଭଳି ଅନେକ କଥା ଆମେ ଆପଣଙ୍କୁ କହି ଆସୁଛୁ କିନ୍ତୁ ଆଜିର ବିଷୟରେ ଆମେ ଆପଣଙ୍କ ଭବିଷ୍ୟତକୁ କିଛି ନୂଆ ରହସ୍ୟ ବିଷୟରେ କହିବୁ ତ ଏହି ବିଷୟରେ ଆପଣଙ୍କ ବହୁତ କିଛି ପ୍ରଶ୍ନର ଉତ୍ତର ରହିଅଛି |ଆପଣ ଯେଉଁ ପ୍ରଶ୍ନ ପାଇଁ ଏହି ବିଷୟଟି ଜାଣିବା ପାଇଁ ଚାହୁଁଛନ୍ତି ଯଦି ଆପଣ କୌଣସି ଏକ ଚିନ୍ତାରେ ଅଛନ୍ତି ଧନ ଜନିତ ଚିନ୍ତା ପାରିବାରିକ କୌଣସି ସମସ୍ୟା ଲାଗି ରହିଛି |ଦାମ୍ପତ୍ୟ ଜୀବନ ସ୍ୱାସ୍ଥ୍ୟ ଠିକ ରହୁ ନାହିଁ ବା ଆପଣଙ୍କ କୌଣସି ପ୍ରକାର ସମସ୍ୟା ରହୁଅଛି ତ ଏହି ବିଷୟଟି ଆଜି ଆପଣଙ୍କ ପାଇଁ |ଆପଣଙ୍କ ଯେଉଁ ମନ୍ଦାର ଫୁଲଟି ପସନ୍ଦ ଆସିବ ତାହା ବିଷୟରେ କୁହାଯାଇଥିବା କଥା ଗୁଡ଼ିକ ଆପଣ କେବଳ ଶୁଣିବେ ତ ବାଛନ୍ତୁ ଏବେ ଗୋଟିଏ ରଙ୍ଗର ଫୁଲ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ |

ପ୍ରଥମେ ଆପଣ ଯଦି ହଳଦିଆ ରଙ୍ଗଟିକୁ ବାଛିଛନ୍ତି ବା 1 ନମ୍ବରଟିକୁ ବାଛିଛନ୍ତି ତ ତାହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ଦେଖନ୍ତୁ ଆପଣ ବର୍ତ୍ତମାନ ବ୍ୟଗ୍ରମନ ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ବହୁତ ଶୁଭ ସମୟ ବହୁତ ଆସିଗଲାଣି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ସରି ଯାଇଛି ସମସ୍ତ ଵ୍ୟାକୁଳତା ଆପଣଙ୍କ ଦୂର ହୋଇଯିବ ଏ ସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ଏଥିପାଇଁ ଆପଣ ବହୁତ ମନ୍ଦ ଫଳ ଭୋଗ କରି ସାରିଛନ୍ତି ରୋଗରେ ପଡ଼ି ବହୁ ଅର୍ଥ ମଧ୍ୟ ବ୍ୟୟ କରି ସାରିଲେଣି ଆପଣଙ୍କ ସମସ୍ତ ଗୃହ ଉପକରଣ ପ୍ରାୟତଃ ନଷ୍ଟ ହୋଇଯାଇଛି କିଛି କାରଣ ପାଇଁ ଆପଣ ବିପଦରେ ପଡ଼ି ଯାଇଛନ୍ତି ସମ୍ମାନ ହରାଇ ଆପଣ ଆଜି ବହୁ ବଡ଼ ଦୁଶ୍ଚିନ୍ତା ରେ ପଡ଼ିଛନ୍ତି ସବୁକିଛି ବର୍ତ୍ତମାନ ଆପଣଙ୍କର ଠିକ ହୋଇଯିବ ଆଗକୁ ସମୟ ଆପଣଙ୍କ ବହୁତ ଭଲ ହେବାକୁ ଯାଉଅଛି |ଆପଣ ଆପଣଙ୍କ ଇଷ୍ଟ ଦେବତାଙ୍କ ପୂଜାର ବ୍ୟବସ୍ତା କରନ୍ତୁ |ଆପଣଙ୍କ ଆଗକୁ ବହୁତ ଭଲ ସମୟ ଆସୁଅଛି ଆପଣଙ୍କ ମିତ୍ର ଏବଂ ସହଯୋଗୀ ଆପଣଙ୍କ ପାଖକୁ ଫେରି ଆସିବେ |

ଦ୍ୱିତୀୟରେ ଆପଣ ଯଦି ନାଲି ରଙ୍ଗର ଫୁଲଟିକୁ ବାଛିଛନ୍ତି ଦୁଇ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ ସେ କଣ କହୁଅଛି ଆପଣଙ୍କ ଭବିଷ୍ୟ ବିଷୟରେ ଆପଣ ଯାହା ପ୍ରଶ୍ନ ମନ ମଧ୍ୟରେ ଗ୍ରହଣ କରିଥିଲେ ତାହା ଅତ୍ୟନ୍ତ ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ କଳହ ଦୂର ହୋଇ ଶୁଭଫଳ ଆଗମନ ହେବାକୁ ଯାଉଅଛି |ବର୍ତ୍ତମାନ ଆପଣ ଯାହା ବ୍ୟୟ କରିଛନ୍ତି ତାହା ସମୟାନୁକ୍ରମେ କମିଯିବ ଆର୍ଥିକ ସମସ୍ୟାରେ ଆପଣଙ୍କ ଉନ୍ନତି ଆସିବ |ବର୍ତ୍ତମାନ କେତୁଙ୍କ ଫଳ ଦୃଷ୍ଟିରୁ ମନ ମଧ୍ୟରେ ପ୍ରବଳ ଆଖାଙ୍ଖ୍ୟା ଦେଖା ଦେଇଛି ତାହା ଭୟରେ ଆପଣ କଷ୍ଟ ପାଉଛନ୍ତି ମାନସିକ ଚିନ୍ତା ଦେଖା ଦେଉଛି ଆପଣଙ୍କ ଜୀବନରେ ବହୁ କଷ୍ଟ ସମସ୍ୟା ପହ୍ହଁଚି ଥିଲା ଦୁଷ୍ଟ ଗ୍ରହମାନେ ଆପଣଙ୍କ ଜାତକରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗାଇଛନ୍ତି ଆପଣଙ୍କ ଆୟ ଠାରୁ ବ୍ୟୟ ବିଶେଷ ଭାବରେ ହାନି ହେଉଥିଲା |ଯାହାବି ଆପଣଙ୍କ ସମସ୍ୟା ଥିଲା ତାହା ସବୁ ଦୂର ହେବା ପାଇଁ ଆପଣଙ୍କର ଆଉ ବେଶୀ ସମୟ ଲାଗିବ ନାହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଅଛି |

Leave a Reply

Your email address will not be published. Required fields are marked *