ନମସ୍କାର ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ଫିଲ୍ମ ଜଗତପାଇଁ ବଡ ଦୁଃଖ ଖବର, ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି | ଆମଦେଶ ହେଉଛି କଳାକାର ଓ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ ବା ଗୀତ ସବୁଠାରୁ ଆଗରେ |
ଯଦି ଜଣେ ସେଲିବ୍ରିଟିଙ୍କ ମୃ-ତୁ ହୁଏ ତେବେ ତାଙ୍କ ପାଇଁ ପୁରା ଫିଲ୍ମ ଜଗତ ଲୁହ ଗଡେଇଥାନ୍ତି କାରଣ ସେ ନିଜର ସୁନ୍ଦର ଅଭିନୟ ଦ୍ୱାରା ବେଶ ଲୋକପ୍ରିୟତା ହାସଲ କରିଥାନ୍ତି | ଗତ କିଛି ମାସରୁ ଏହି ଲୋକପ୍ରିୟତା ଅଭିନେତା କ୍ୟାନ୍ସର ରୋଗରେ ପିଡୀତଥିଲେ |
ତେବେ ଚିକିତ୍ସାଦିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା, ମୃ-ତୁ ବେଳକୁ ତାଙ୍କୁ 53 ବର୍ଷ ହୋଇଥିଲା | ଲୋକପ୍ରିୟ ଅଭିନେତା ମିଲିନ୍ଦ ଆସରିବାଦ ତୁଜା, ଏକବିରାଇ, ସାଇଦ, ସନ୍ଟୁଅହେଜ, ଏଭଳି ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ |
ଏହା ପୂର୍ବରୁ ଅଗଷ୍ଟ 24ରେ ମଧ୍ୟ ବିଶିଷ୍ଟ ମରାଠୀ ଅଭିନେତ୍ରୀ ସୀମାଦେବୀଙ୍କର ଦେହାନ୍ତ ହୋଇଥିଲା | ବିଶିଷ୍ଟ ମରାଠୀ ଅଭିନେତା ମିଳିନ୍ଦ ସଫାଇଙ୍କ ପରଲୋକ ଘଟିଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମରାଠୀ ଚଳଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |
ଆସିଲା ବଡ଼ ଦୁଃଖ ଖବର, ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତା, ପୁଣି ଶୋକରେ ବୁଡ଼ିଲା ପୁରା Film ଜଗତ… ଗୋଟେ ଗୋଟେ କରି ସମସ୍ତଙ୍କୁ ଭଗବାନ…
