ଅଣ୍ଡା(Egg )ସହିତ ଆପଣ ଖାଉଛନ୍ତି କି ଏହି ଜିନିଷ ,ଥରେ ନିଶ୍ଚୟ ଦେଖନ୍ତୁ ଜାଣିପାରିବେ ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ |

ନମସ୍କାର ଦର୍ଶକବନ୍ଧୁ ସଣ୍ଡେ ହୋଉ କିଏ ମଣ୍ଡେ ରୋଜ ଖାଉ ଅଣ୍ଡେ ଆପଣ ରବିବାରରେ ପ୍ରାୟତ ଲୋକ ମାନେ ନିଶ୍ଚିତ ଭାବରେ ଅଣ୍ଡା ଖାଉଥିବେ ହେଲା ଆଜି ଆମେ ଯେଉଁ ଜିନିଷ ଆପଣଙ୍କୁ କହିବୁ ସେହି ଜିନିଷକୁ ଅଣ୍ଡା ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ |କାରଣ ଆଜିର ଏହି ବିଷୟଟି ଏହି ଅଣ୍ଡା ବିଷୟର ଅଟେ ଯେ ଅଣ୍ଡା ଖାଇବା ପରେ ଏମିତି କଣ ସବୁ ଜିନିଷ ରହିଛି ଯାହା ଆମେ ନ ଖାଇବା ଉଚିତ |ମନେ ରଖନ୍ତୁ ସିଝା ଅଣ୍ଡା ଖାଇଲା ପରେ କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ ତେବେ ଯଦି ଦର୍ଶକବନ୍ଧୁ ଆପଣ ଏହି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ |

ଆଜି ଆମେ ଏହି ବିଷୟଟି ଯେଉଁମାନେ ଏକ୍ସରସାଇଜ କିମ୍ବା ଜିମ ଯାଉଛନ୍ତି ତାଙ୍କ ପାଇଁ ଏହି ବିଷୟଟି ଆସିଅଛି |ସିଝା ଅଣ୍ଡା ତ ଆମ ଶରୀର ପାଇଁ ବହୁତ ଭଲ ଅଟେ କିନ୍ତୁ ଏମିତି ବହୁତ ଜିନିଷ ରହିଛି ଯାହାକୁ ସିଝା ଅଣ୍ଡା ଖାଇବା ଦ୍ୱାରା କେବେବି ନଖାଇବା ଉଚିତ କାରଣ ଏହା ଦ୍ୱାରା ଆପଣଙ୍କୁ ଯେଉଁ ଲାଭ ମିଳିଲା ତାହା ଆପଣଙ୍କୁ ମିଳିବ ନାହିଁ ଏହା ସହିତ ଓଲଟା ରିଏକ୍ସନ ଆପଣଙ୍କ ଶରୀରରେ ରହି ହୋଇ ଯାଇଥାଏ ଏହା ଦ୍ୱାରା ଆପଣ ମଧ୍ୟ ରୋଗରେ ପଡ଼ି ପାରନ୍ତି |

ସର୍ବ ପ୍ରଥମ ଜିନିଷଟି ହେଉଛି ଲେମ୍ବୁ ଏହାର ସେବନ ଆପଣ ସିଝା ଅଣ୍ଡା ଖାଇବା ପରେ କେବେବି ଖାଆନ୍ତୁ ନାହିଁ ଏହା ଦେଖାଯାଏ ତ ଯେଉଁ ଲୋକମାନେ ସବୁବେଳେ ସିଝା ଅଣ୍ଡା ଖାଆନ୍ତି ସେମାନେ ତା ଉପରେ ଲେମ୍ବୁ ଚିପୁଡ଼ି ଖାଇ ଥାଆନ୍ତି ଯାହା ଫଳରେ ସିଝା ଅଣ୍ଡାର ଟେଷ୍ଟ ଭଲ ଲାଗୁ ବୋଲି କିନ୍ତୁ ଟେଷ୍ଟ ପାଇଁ ତ ଏସବୁ ଭଲ ଅଛି କିନ୍ତୁ ଶରୀର ପାଇଁ ଏସବୁ ବହୁତ ଖରାପ ହୋଇଥାଏ |

କାରଣ ଲେମ୍ବୁ ଅଣ୍ଡା ଦୁହେଁ ଶରୀରକୁ ଯାଇ ବହୁତ କ୍ଷତି ପହଁଚାଇ ଥାଆନ୍ତି ଏହି ଦୁଇଟି ଜିନିଷର ଏକା ସାଙ୍ଗରେ ସେବନ କଲେ ଆପାଣଙ୍କୁ ହାର୍ଟ ଆଟାକ ଭଳି ସମସ୍ୟା ଆସିପାରେ |ଯଦି ଆପଣଙ୍କ ହାର୍ଟ ସହ ଜଡ଼ିତ କିଛି ସମସ୍ୟା ରହିଅଛି କିମ୍ବା ଆପଣଙ୍କ ଯଦି ବ୍ଲଡ଼ ପ୍ରେସର ଲୋ ରହୁଛି ତେବେ ଆପଣ ଭୁଲରେ ସିଝା ଅଣ୍ଡା ସହିତ ଲେମ୍ବୁ ଖାଆନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ଶରୀରରେ ବହୁତ କ୍ଷତି ହୋଇଥାଏ |

Leave a Reply

Your email address will not be published. Required fields are marked *