ଆମର ଟଙ୍କା ଦରକାର,ତୁ ଦେ-ହ ବିକିଲେ ଆମେ ଆହୁରି ଆଗେଇବା, ସ୍ୱାମୀ ବି କହୁଥିଲେ Emiti, ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ…

ନମସ୍କାର ଦର୍ଶକବନ୍ଧୁ ବିଲ ଭିତରେ ଖୁଲାମ ଖୁଲା ଚାଲିଥିଲା ଦେ-ହ ସୁଖ କଣ କରିବେ ଏହି ପ୍ରେମୀ ଯୁଗଳ ଘର ପରିବାର ଲୋକେଥିବାରୁ ଚାଲି ଆସିଥିଲେ ବିଲ ମଝିକୁ |ସ୍ୱାମୀ ନଥିବା ଅବସ୍ଥାରେ ପ୍ରେମିକା ଜଣକ ପ୍ରେମିକକୁ ଡାକି ନେଇ ଚାଲି ଆସିଥିଲେ ସୁନ ସାନ ଜାଗା ଭାବି ବିଲ ମଝିକୁ ଚାଲି ଆସିଥିଲେ |ବିଲ ମଝିରେ ଦୁଇଜଣ ଦେହ ସୁଖରେ ମାତିଥିଲେ ଏମିତି ଚାଲିଥିଲା ଯେ ସେମାନେ ପୁରା ଆଉ ଏକ ଦୁନିଆରେ ହଜି ଯାଇଥିଲେ |

କିଏ ସେପଟେ ଯାଉଛି କି ଆସୁଛି ଏହି ପ୍ରେମୀ ଯୁଗଳଙ୍କୁ ଜଣା ନଥିଲା ହେଲେ ଏହି ସୁଖ ତାଙ୍କର ବେଶୀ ସମୟ ଆଉ ରହିଲା ନାହିଁ |ଗାଁ ର ଜଣେ ଯୁବକ ବିଲ ମଝିକୁ ଝାଡ଼ା ଆସିଥିଲା ସେମାନଙ୍କ ଶବ୍ଦ ଏହି ଯୁବକକୁ ଶୁଭି ଯାଇଥିଲା |ସଙ୍ଗେ ସଙ୍ଗେ ତାଙ୍କର ଏପରି ବେଶକୁ ଦେଖି ଭିଡିଓ କଲା ଏବଂ ଗାଁ ଲୋକଙ୍କୁ ଫୋନ କରି ଡାକିଦେଲା |

ଗାଁ ଲୋକଙ୍କୁ ଦେଖି ପୁରା ଛାନିଆ ହୋଇଗଲେ ଏହି ପ୍ରେମୀ ଯୋଡ଼ି ପ୍ରେମିକା ଜଣକ ପ୍ରେମିକ ଙ୍କୁ କହୁଛନ୍ତି ମୁଁ ତୁମକୁ ମନା କରୁଥିଲି ଏଠାକୁ ଆସିବା ନାହିଁ ହେଲେ ତମ କଥାରେ ପଡ଼ି ମୁଁ ଆଜି ଧରା ପଡ଼ିଗଲି କଣ କରିବି ଏବେ ମୋ ସ୍ୱାମୀ ଜାଣିଲେ ମତେ ଆଉ ରଖିବଟି |

ଏପରି ଲୀଳା କରୁଥିବା ଭିଡିଓ କୁ ଗାଁ ଲୋକମାନେ ସୋସିଆଲ ମେଡିଆରେ ଛାଡ଼ି ଦେଲେ ଯାହା ଏବେ ଭାଇରଲ ହେବାରେ ଲାଗିଛି |ଗାଁ ଲୋକମାନେ ପ୍ରେମିକା ଙ୍କୁ କହିଲେ ତୁମେ ଜଣେ ଵିଵାହିତ ନାରୀ ହୋଇ ତୁମକୁ ଟିକେ ଲାଜ ଲାଗୁନି ଯଦି ତୁମର ଏଭଳି କରିବାର ଅଛି ତୁମେ କେଉଁ ହୋଟେଲ ପଳେଇଲନି ତୁମ ପାଇଁ ଆଜି ଏହି ସମାଜ ଖରାପ ହେବାକୁ ଲାଗିଲାନି |

Leave a Reply

Your email address will not be published. Required fields are marked *