Virat କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ପାକିସ୍ତାନ କ୍ରିକେଟର ବାବର ଆଜାମ ,ରାଗରେ ନିଆଁ ହେଲେ କୋହଲି, କହିଲେ ଏଥର ତୁମକୁ ଆଉ …..

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଅଗଷ୍ଟ 30 ତାରିକରୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ଚଳିତ ବର୍ଷରେ ଏସିଆ କପ ଆୟୋଜନ ହେବ ଯାହାର ପ୍ରଥମ ମୁକାବିଲା 30 ଅଗଷ୍ଟ ଦିନ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ କିନ୍ତୁ ଏହି ମ୍ୟାଚ କିଛି ନୁହେଁ ଖାସ ନୁହେଁ |ସବୁଠାରୁ ହାଇ ଭୋଲ୍ଟେଜ ମ୍ୟାଚ 2 ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କା ମାଟିରେ ଖେଳାଯିବ ସମସ୍ତେ ଜାଣନ୍ତି ଯେ ବିରାଟ କୋହଲିଙ୍କ ପ୍ରଦର୍ଶନ ପାକିସ୍ତାନ ବିପକ୍ଷ ମ୍ୟାଚରେ ବହୁତ ଭଲ ରୁହେ |

ଭାରତ ଯେତୋଟି ମ୍ୟାଚ ପାକିସ୍ତାନ ବିପକ୍ଷରେ ବିଜୟ ହୋଇଛି ସେହି ମ୍ୟାଚରେ ଲବେ ପ୍ରତିଶତ ଭୂମିକା ବିରାଟ କୋହଲିଙ୍କର ଥାଏ ଯେମିତିକି ଟ୍ୱିଟ୍ୱେଣ୍ଟି ବିଶ୍ୱକପ 2022 ରେ ଦେଖିବାକୁ ମିଳିଥିଲା ଏହି ମ୍ୟାଚରେ ବିରାଟ କୋହଲି ଏକୁଟିଆ ଭାରତକୁ ଏକ ଅସମ୍ଭବ ବିଜୟ କରାଇଥିଲେ ସମସ୍ତେ ଭାଇଥିଲେ ଯେ ବିରାଟ କୋହଲି ଏହି ମ୍ୟାଚ ପାକିସ୍ତାନ ଠାରୁ ପରାସ୍ତ ହେବ ବୋଲି କାରଣ 17 ରନରେ ଭାରତ ତାର ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିଲା |

କୋହଲି ମଇଦାନକୁ ଆସି 82 ରନର ଅପରାଜିତ ପାରି ଖେଳି ଭାରତୀୟ ଟିମକୁ ଏକ ସ୍ମରଣୀୟ ବିଜୟ ଦେଇଥିଲେ ଏହା ପରେ ପାକିସ୍ତାନ ଦଳର ଅଧିନାୟକ ଏବଂ ଅନ୍ୟାନ ଖେଳାଳି ମାନେ ବିରାଟ କୋହଲିଙ୍କୁ ପ୍ରଶଂସା କରି ତାଙ୍କ ଆଗରେ ମୁହଁ ନୁଆଇଁ ଥିଲେ ଏବେବି ଯେତେବେଳେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମକୁ ଏହି ବିଷୟରେ ପଚରା ଯାଏ ସେ ସମୟରେ ବାବର ଆଜମ ବିରାଟ କୋହଲିଙ୍କୁ ସଲାମ କରନ୍ତି |

ଏମିତି କିଛି ଦେଖାଯାଇଛି ଖେଳା ଯାଇଥିବା ପାକିସ୍ତାନ ଏବଂ ଆଫଗାନିସ୍ତାନ ର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଏହି ମ୍ୟାଚରେ ପାକିସ୍ତାନ ଦଳ ବିଜୟ ହେବା ପରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମକୁ ରିପୋର୍ଟର ପ୍ରେସ କନ୍ଫରେନ୍ସରେ ଏସିଆ କପ ବିଷୟରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ପ୍ରଶ୍ନ କରିଥିଲେ |

ଯାହାର ଜବାବ ଦେଇ ବାବର ଆଜାମ କହିଥିଲେ ଯେ ଆମେ ଭାରତ ବିପକ୍ଷ ମ୍ୟାଚ ପାଇଁ ପୁରା ପ୍ରସ୍ତୁତ ଅଛୁ ଆମେ ଆମର ହଣ୍ଡ୍ରେଡ଼ ପରସେଣ୍ଟ ଦେବୁ ଖାଲି ଆମକୁ କୋହଲିର ଭୟ ଅଛି ବୋଲି ବାବର ଆଜାମ କହିଛନ୍ତି |

Leave a Reply

Your email address will not be published. Required fields are marked *