ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବୁ ମହିଳା ମାନଙ୍କ କେଉଁ ଅଙ୍ଗରେ ବାଳ ଥିଲେ ଅଶୁଭ ହୋଇଥାଏ ଯାହାକି ପୁରୁଷ ମାନଙ୍କ ସେହି ଜାଗାରେ ବାଳ ଥିଲେ ଶୁଭ ହୋଇଥାଏ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଅଙ୍ଗ |ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ସେହି କଥା କହିବୁ ଯାହା ଆପଣ ଆଗରୁ କେବେ ଶୁଣି ନଥିବେ ଯେମିତିକି ଆପଣମାନେ ଜାଣିଛନ୍ତି ଯେ ହସ୍ତରେଖା ବିଜ୍ଞାନରେ ଏହି କଥାର ଉଲେଖ ରହିଛି ଯେ ଯେଉଁ ମହିଳା ମାନଙ୍କର ଲମ୍ବା ଏବଂ ଘନ ବାଳ ରହିଥାଏ ସେମାନେ ସୌଭାଗ୍ୟ ଶାଳୀ ହୋଇଥାଆନ୍ତି ଏବଂ ନିଜର ଭାଗ୍ୟ ବଳରେ ଏମାନେ ନିଜ ଘର ପରିବାରକୁ ଉନ୍ନତି ଆଡ଼କୁ ଅଗ୍ରସର କରିପାରନ୍ତି |
ଏହା ସହିତ ସେହି କାରଣ ପାଇଁ ଘରେ ପ୍ରେମର ବାତାବରଣ ଲାଗି ରହିଥାଏ |ଛୋଟ ଛୋଟ କଳା ବାଳ ପଲଙ୍କ ଯେଉଁ ମହିଳା ମାନଙ୍କ ରହିଥାଏ ସେମାନେ ମଧ୍ୟ ସୌଭାଗ୍ୟଶାଳୀ କୁହାଯାଇଥାଏ |ଯେଉଁମାନଙ୍କ ହୃଦୟ ବହୁତ ସରଳ ଏବଂ ନିର୍ଦୟ ହୋଇଥାଏ ସେମାନଙ୍କ ବ୍ୟବହାର କାରଣରୁ ସେମାନେ ନିଜ ସ୍ୱାମୀର ହୃଦୟର ରାଣୀ ହୋଇ ରହି ଥାଆନ୍ତି ଏହା ସହିତ ସେମାନଙ୍କ ଆଖ ପାଖରେ ରହିଥିବା ଲୋକମାନଙ୍କ ସହିତ ଖୁସିର ମିଳନ ଲଗାଇ ଥାଆନ୍ତି ଯାହା ଦ୍ୱାରା ସେ ଗୋଟେ ଭଲ ଗୃହିଣୀ ହୋଇ ଥାଆନ୍ତି କିନ୍ତୁ ଦର୍ଶକବନ୍ଧୁ ଶରୀରର କିଛି ଅଙ୍ଗ ମହିଳା ମାନଙ୍କ ଏପରି ରହିଥାଏ |
ଯେଉଁ ଜାଗାରେ ବାଳ ହେବ ମହିଳା ମାନଙ୍କ ପାଇଁ ଅଶୁଭ ବୋଲି କୁହାଯାଏ |ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ ଆପଣ ଏପରି ମହିଳା ଦେଖିଥିବେ ଯେଉଁମାନଙ୍କ ହାତ ଓ ଗୋଡ଼ରେ ପୁରୁଷଙ୍କ ଭଳି ବହୁତ ବାଳ ଥାଏ ଏବଂ ଏମାନେ ଏହି ବାଳକୁ ଲୁଚାଇବା ପାଇଁ ଅନେକ ଉପାୟ ମଧ୍ୟ କରି ଥାଆନ୍ତି ଏବଂ ଲୁଚାଇ ମଧ୍ୟ ଦେଇ ଥାଆନ୍ତି ତେବେ ଏଭଳି ବାଳ ହେବା ଅଶୁଭ ବୋଲି କୁହାଯାଏ |
ପାଶ୍ଚର୍ଯ୍ୟ ମତ ଅନୁସାରେ ଯେଉଁ ମହିଳା ହାତରେ ବାଳ ରହିଥାଏ ସେମାନେ ଉଗ୍ର ସ୍ୱଭାବର ହୋଇଥାଆନ୍ତି |ଛୋଟ ଛୋଟ କଥାରେ ଅନ୍ୟ ଉପରେ ରାଗି ଯାଇଥାଆନ୍ତି ସେମାନେ ତୁରନ୍ତ ଅନ୍ୟ ମହିଳା ସହିତ କଳି ଝଗଡ଼ା କରି ଦେଇଥାଆନ୍ତି ଛୋଟ ଛୋଟ କଥାରେ ଏହି ମହିଳା ମାନେ ଅନ୍ୟର ଚିନ୍ତା କରି ଥାଆନ୍ତି ଏବଂ ସ୍ୱଭାବରେ ଏମାନେ କୌଣସି ଲୋକଙ୍କ ପ୍ରତି ଭଲ କଥା ଭାବନ୍ତି ନାହିଁ |
ସେମାନେ ଅନ୍ୟପ୍ରତି ସବୁବେଳେ ସନ୍ଦେହ ଭାବନା ସୃଷ୍ଟି କରି ପାରନ୍ତି ଯେଉଁ ପୁରୁଷ ମାନଙ୍କ ହାତରେ ଅଧିକ ବାଳ ରହିଥାଏ ସେମାନେ ବହୁତ ଶୁଭ ବୋଲି କୁହାଯାଇଥାଏ ଏହିଭଳି ଲୋକମାନେ ବହୁତ ବୁଦ୍ଧିମାନ ହେବା ସହିତ ଜ୍ଞାନୀ ମଧ୍ୟ ହୋଇଥାଆନ୍ତି |ଯେଉଁ ପୁରୁଷ ମାନଙ୍କ ହାତରେ କମ ବାଳ ଥାଏ ସେମାନେ ଅଧିକ ସ୍ୱାର୍ଥପର ସହିତ ଦୂରଦର୍ଶୀ ମଧ୍ୟ ଥାଆନ୍ତି |