ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ପାଦର ଆଙ୍ଗୁଳିରୁ ଆପଣ କେତେ ଭାଗ୍ୟଶାଳୀ ବନ୍ଧୁଗଣ ସର୍ବଦା ଆମେ ଦେଖିବା ପ୍ରତ୍ୟକ ବ୍ୟକ୍ତିର ଶରୀରରେ କିଛିନା କିଛି ଭିନ୍ନତା ରହିଥାଏ |ଆଉ ଶରୀରର ଆକାର ଅନୁସାରେ ମନୁଷ୍ୟର ଭିନ୍ନତା ଦେଖାଯାଏ ଆଜି ଆମେ ଆପଣଙ୍କୁ କହିବୁ ମନୁଷ୍ୟର ପାଦର ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁଭଳି ସ୍ୱଭାବର ହୋଇଥାଏ ପାଦର କେଉଁ ଆଙ୍ଗୁଳିକୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଭାଗ୍ୟଶାଳୀ |ବ୍ୟକ୍ତିର ପାଞ୍ଚ ପ୍ରକାର ଆକୃତି ଆମେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯାହା ଆଜି ଆମେ ଜାଣିବା କେଉଁ ଆଙ୍ଗୁଳିର ପାଦ ପାଇଁ ବ୍ୟକ୍ତିର ଭାଗ୍ୟ କେତେ ଭଲ ହୋଇଥାଏ ଆଉ କେଉଁ ଆକୃତିର ପାଦ ସବୁଠାରୁ ଭଲ ଆକୃତିର ହୋଇଥାଏ ସେଥିପାଇଁ ଆସନ୍ତୁ ଜାଣିବା |
ପ୍ରଥମରେ ଆସନ୍ତୁ ଜାଣିବା ସେଲଟିକ ଆଙ୍ଗୁଳି ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଠି ଅର୍ଥାତ ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ଯଦି ସବୁ ଆଙ୍ଗୁଠି ଠାରୁ ବଡ଼ ଅଟେ ଆଉ ପାଦର ଶେଷ ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ ଏମିତି ପାଦର ଆଙ୍ଗୁଳିକୁ ସେଲଟିକ ଆଙ୍ଗୁଳିର ପାଦ କୁହାଯାଏ ସେଲଟିକ ଆଙ୍ଗୁଳିର ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି ଏହି ପାଦ ଥିବା ବ୍ୟକ୍ତିମାନଙ୍କୁ ଜୀବନରେ ସଫଳତା ମିଳିଥାଏ |ଏଥିପାଇଁ ସେଲଟିକ ପାଦର ବ୍ୟକ୍ତିକୁ ସାଧାରଣ ବ୍ୟକ୍ତିର ପୋଜିସନ ଦିଆ ଯାଇଛି |
ଦ୍ୱିତୀୟଟି ହେଉଛି ଜର୍ମା ନିକ ଆକୃତି ଯେଉଁ ବ୍ୟକ୍ତିର ଚାରୋଟି ଆଙ୍ଗୁଠି ସମାନ ଆଉ ବୁଢା ଆଙ୍ଗୁଠି ବଡ଼ ହୋଇଥାଏ ଏଭଳି ଆକୃତିକୁ ଜର୍ମାନିକ ଆକୃତି କୁହାଯାଏ |ଏହି ଲୋକେ ଶାନ୍ତିପ୍ରିୟ ହୋଇ ଥାଆନ୍ତି ଏମିତି ଲୋକେ ସବୁ ପ୍ରକାର କାର୍ଯ୍ୟକୁ ଭାବି ଚିନ୍ତା କରି ଥାଆନ୍ତି ଏମାନଙ୍କୁ ଯେଉଁ କାମ କରି ଦିଅନ୍ତୁ ସେମାନେ ସେହି କାମ କରିବା ପାଇଁ ତତ୍ପର ରୁହନ୍ତି |ଏମାନଙ୍କ ରୋଜଗାର କମ ଥାଉ କି ବେଶୀ ଥାଉ ଏମାନେ ମ୍ୟାନେଜ କରିବା ଶିଖି ଥାଆନ୍ତି |
ତୃତୀୟ ଟି ହେଉଛି ଗ୍ରୀକ ଆକୃତି ଯେଉଁ ଲୋକଙ୍କ ମଝି ଆଙ୍ଗୁଠି ଅନ୍ୟ ସମସ୍ତ ଆଙ୍ଗୁଠି ଠାରୁ ଯଦି ବଡ଼ ହୁଏ ଶେଷରେ ଥିବା ଦୁଇଟି ଆଙ୍ଗୁଳି ସେଲଟିକ ଆଙ୍ଗୁଠି ପରି ସମାନ ହୋଇ ନଥାଏ ସାମାନ୍ୟ ଛୋଟ ବଡ଼ ରହିଥାଏ ଏମିତି ପାଦକୁ ଗ୍ରୀକ ଆକୃତିର ପାଦ ବୋଲି କୁହାଯାଏ ଏହି ଲୋକ ବହୁତ ଚତୁର ଏବଂ ବୁଦ୍ଧିମାନ ହୋଇ ଥାଆନ୍ତି ଏମାନଙ୍କୁ ଅଧିକ କଥା ବାର୍ତ୍ତା ହେବା ପାଇଁ ଭଲ ଲାଗି ନଥାଏ |ସମାଜ ଏବଂ ପରିବାର ତରଫରୁ ଆପଣଙ୍କୁ ବହୁତ ସମାନ ମିଳିଥାଏ |
ଚତୁର୍ଥରେ ହେଉଛି ଏଯେପ୍ସନ ପାଦ ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠିର ପାଦ ସମସ୍ତ ଆଙ୍ଗୁଠି ବଡ଼ରୁ ଛୋଟ ଯାଏ ରହିଥାଏ ସେହି ପାଦକୁ ଏଯେପ୍ସନ କୁହାଯାଏ |ଏମିତି ଲୋକ ବହୁତ ସୋସିଆଲ ୱାର୍କର ହୋଇ ଥାଆନ୍ତି ଏମାନଙ୍କୁ ସାମାଜିକ କାର୍ଯ୍ୟରେ ସେବାରତ ରହିବା ପାଇଁ ବହୁତ ପସନ୍ଦ ଥାଏ |ନିଜର କଥାର ବାଣୀରେ ଚତୁରତା ଏବଂ ଚାଲାକ ସ୍ଵଭାଵ ଏହି ଲୋକଙ୍କ ପାଖରେ ଦେଖିବାକୁ ମିଳେ |ଏହି ବ୍ୟକ୍ତି ବହୁତ ଧାର୍ମିକ ହୋଇ ଥାଆନ୍ତି |
ଶେଷ ପାଦଟି ଯାହା ଆମେ କହିବାକୁ ଯାଉଛୁ ଯେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶହେ ପ୍ରତିଶତ ଭାଗ୍ୟଶାଳୀ ହୋଇ ଥାଆନ୍ତି ସେହି ଆକୃତିର ନାମ ରୋମାନ ଆକୃତି ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଳି ସଙ୍ଗେ ପାଦର ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ |ରୋମାନ ପାଦର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମବିଶ୍ୱାସୀ ମଧ୍ୟ ହୋଇ ଥାଆନ୍ତି ଏହି ଲୋକ କୌଣସି ବି କାର୍ଯ୍ୟରେ କମ ପରିଶ୍ରମ କରି ଅଧିକ ସଫଳତା ପାଇଁ ଥାଆନ୍ତି ଏମାନେ ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ଦକ୍ଷତା ରଖି ଥାଆନ୍ତି |
ପାଦର ଆଙ୍ଗୁଳିର(Finger )ଆକୃତିରୁ ଜାଣନ୍ତୁ -ଆପଣ କେତେ ଭାଗ୍ୟଶାଳୀ ଓ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ ,ଥରେ ନିଶ୍ଚୟ ଦେଖନ୍ତୁ |
