ନିଜ ବୁଦ୍ଧିର ପ୍ରୟୋଗ କରି ଗାଈଟିକୁ ଧରି ନେଲା ବାଘ (Tiger ),ଆଉ ତାପରେ ଯାହା କଲା ଆପଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ |

ନମସ୍କାର ଦର୍ଶକବନ୍ଧୁ ଗାଈକୁ ଏମିତି ଭାବରେ ଶିକାର କଲା ବାଘ ଲୋକମାନେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ରଣ ଥମ୍ବର ଏକ ଜାତୀୟ ଉଦ୍ୟାନରେ ଏକ ସାତ ବର୍ଷର ବାଘ ଏକ ଗାଈ ଉପରେ ଆକ୍ରମଣ କରିଥିବା ଭିଡିଓ ସୋସିଆଲ ମେଡିଆ ରେ ଦେଖିବାକୁ ମିଳିଛି |ଆକ୍ରମଣ ସମୟରେ ବାଘ ଜୟ ଶିକାରୀ ଭାବରେ ଏକ ଅଦ୍ଭୁତ ଶକ୍ତି ପ୍ରଦାନ କରିଛି |

ଏହି ଭୟଙ୍କର ଦୃଶ୍ୟକୁ ଦେଖି ପର୍ଯ୍ୟଟକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |ଜଣେ ପର୍ଯ୍ୟଟକ ଏହି ମୁହୂର୍ତ୍ତର ଭିଡିଓ ତାଙ୍କର କ୍ୟାମେରାରେ କଏଦ କରି ସୋସିଆଲ ମେଡିଆରେ ଭାଇରଲ କରିଥିଲେ |ରିପୋର୍ଟ ଅନୁସାରେ ଏହି ଘଟଣା ଜୋନ ନମ୍ବର 10 ରେ ଘଟିଛି ଏହା ପରେ ଅନେକ ଥର ବାଘ ଟି ଆକ୍ରମଣ କରିଛି ଅନେକ ଜୀବ ଜନ୍ତୁଙ୍କ ଉପରେ |

ଯେଉଁଥିରେ ବାଘ କିପରି ଗାଈକୁ ଆକ୍ରମଣ କରିଥିଲେ ଦେଖିବାକୁ ମିଳିଛି |ଗାଈକୁ ଆକ୍ରମଣ କରିବା ପୂର୍ବରୁ ବାଘ ଗଛ ଉପରେ ବସି ସୁଯୋଗକୁ ଆକ୍ରମଣ କରିଥାଏ |ସେ କିଛି ସମୟ ପାଇଁ ସେହି ଗଛ ଉପରେ ଚୁପଚାପ ବସିଥାଏ ହଟାତ ବାଘଟି ଦୌଡ଼ି ଯାଇ ଗାଈର ବେକକୁ ଭିଡ଼ିକି ଧରୁଛି |

କିଛି ସମୟ ଧରି ଗାଈ ଏବଂ ବାଘ ମଧ୍ୟରେ ସଂଘର୍ଷ ଚାଲିଥିଲା ଏହି ଦୃଶ୍ୟ ଦେଖି ପର୍ଯ୍ୟଟକଙ୍କ ନିଶ୍ୱାସ ବନ୍ଦ ହୋଇ ଯାଇଥିଲା ତେବେ ଗାଈଟି ନିଜକୁ ରକ୍ଷା କରିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲା ଶେଷରେ ବାଘଟି ଗାଈକୁ ମାରିଦେଲା |

Leave a Reply

Your email address will not be published. Required fields are marked *