ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପ୍ରଭୁ ହନୁମାନଙ୍କ ମନ୍ତ୍ର ଯାହା ବିଷୟରେ ଶାସ୍ତ୍ରରେ କୁହାଯାଇଛି ଯଦି ଆପଣ ଏହି ମନ୍ତ୍ର ଆପଣ ଆପଣଙ୍କ ମନରେ ଭାବି ଦେଲେ ତେବେ ସ୍ୱୟଂ ସଙ୍କଟ ମୋଚନ ହନୁମାନ ଆପଣଙ୍କ ପାଖକୁ ଟାଣି ହୋଇ ଚାଲି ଆସିବେ ସେହି ବିପଦ ଯେତେ ବି ଭୟଙ୍କର ହେଲେ ମଧ୍ୟ ଏମିତିରେ ଆପଣ ଯେତେ ବଡ଼ ସଙ୍କଟରେ ଥାଆନ୍ତୁ ନା କାହିଁକି ହନୁମାନଙ୍କ ଏହି ମନ୍ତ୍ରର ସାମ୍ନାରେ ସେ ସବୁ ସମସ୍ୟା ସେ ସବୁ କଷ୍ଟ ସେହି ସବୁ ଅସୁବିଧାର ଦମ୍ଭ ଭାଙ୍ଗି ଯାଇଥାଏ |ଏମିତିକି ଶନି ଦଶା ପଡୁଥିଲେ ମଧ୍ୟ ରାହୁ କେତୁର ଗ୍ରହ ଦଶା ପଡୁଥିଲେ ମଧ୍ୟ କିମ୍ବା କଳସର୍ପ ଦୋଷ ପଡୁଥିଲେ ମଧ୍ୟ ଏହି ସବୁ ଅସୁବିଧା ହନୁମାନଙ୍କ ଏହି ମନ୍ତ୍ର କାରଣରୁ ଆପଣଙ୍କ ଗୋଟିଏ ଚୁଳ ମଧ୍ୟ ବଙ୍କା ହେବ ନାହିଁ |
ଏହି ମନ୍ତ୍ର ପ୍ରଭୁ ବଜରଙ୍ଗ ବାଲିଙ୍କ ଖାସ ପଞ୍ଚସଖା ମନ୍ତ୍ର ଅଟେ ମାନେ ଏହା ଶକ୍ତିଶାଳୀ ପଞ୍ଚମୁଖୀ ହନୁମାନଙ୍କ ମନ୍ତ୍ର ଅଟେ |କଳିଯୁଗର ହନୁମାନଙ୍କର ସମସ୍ତ ମନ୍ତ୍ର ଚମତ୍କାରୀ ବୋଲି ମାନୁଥାଉ କାରଣ ସେ ଏକ ଏମିତି ଦେବତା ଅଟନ୍ତି ଯେ ସ୍ୱର୍ଗ ଲୋକରେ ନ ରହି ଆଜି ମଧ୍ୟ ସେ ପୃଥିବୀରେ ବିଚରଣ କରୁଛନ୍ତି ତଥା ସମୟେ ସମୟେ ସେ ନିଜେ ଥିବାର ମନେ ପକାଇ ଦେଉଛନ୍ତି |ପ୍ରଭୁ ହନୁମାନ ଙ୍କୁ ପୃଥୀବିରେ ଅମର ରହିବାର ବର ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ଦେଇଥିଲେ |
ତେଣୁ ଯେଉଁ ଭକ୍ତ ସଚ୍ଚା ମନରେ ପ୍ରଭୁ ରାମ ଏବଂ ଭଗବାନ ହନୁମାନଙ୍କ ନାମ ଧରି ଡାକନ୍ତି ତେବେ ସେ ଦୌଡ଼ି ଆସି ଥାଆନ୍ତି ଯେମିତିକି ଆମେ ଆପଣଙ୍କୁ କହିଚୁ ଯେ ହନୁମାନ ଙ୍କର କଳିଯୁଗରେ ସବୁ ମନ୍ତ୍ର ଚମତ୍କାରୀ ଅଟେ |ତେଣୁ ଆମେ ଆପଣଙ୍କୁ ସେହି ମନ୍ତ୍ର ବିଷୟରେ କହିବୁ ଯାହା ହନୁମାନଙ୍କର ସବୁ ମନ୍ତ୍ର ଠାରୁ ମହା ଶକ୍ତିଶାଳୀ ବୋଲି କୁହାଯାଇଛି |କାରଣ ଏହି ମନ୍ତ୍ରରେ ପ୍ରଭୁ ହନୁମାନଙ୍କ ପାଞ୍ଚୋଟି ସ୍ତୁତି ଏକ ସାଙ୍ଗରେ କରାଯାଇଛି |ଏମିତିକି ଯେଉଁ ଭକ୍ତ ଯଦି ଏହି ମନ୍ତ୍ର ଟିକୁ ଥରେ ଶୁଣିଦିଏ ତେବେ ତାର ସବୁ ଅସୁବିଧା ପ୍ରଭୁ ବଜରଙ୍ଗ ବାଲିଙ୍କ କୃପାରୁ ଦୂର ହୋଇ ଯାଇଥାଏ |
ତେବେ ଚାଲନ୍ତୁ ଜାଣିବା କଣ ସେହି ମନ୍ତ୍ର ଆପଣ କିଭଳି ଭାବରେ ସେହି ମନ୍ତ୍ରକୁ ଜପ କରିବେ ତେବେ ଏହି ମନ୍ତ୍ରର ଜପର ବିଧି ବହୁତ ମହତ୍ଵପୁର୍ଣ୍ଣ ଅଟେ ଯଦି ଆପଣ ଅଧା ଅଧୁରା ବିଧିରେ ଏହି ମନ୍ତ୍ରର ଜପ କରିବେ ତେବେ ଆପଣଙ୍କୁ ଏହି ମନ୍ତ୍ରର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇପାରିବ |ତେଣୁ ଆପଣ ଏହି ମନ୍ତ୍ରର ସମ୍ପୂର୍ଣ୍ଣ ବିଧି ସହ ଜପ କରନ୍ତୁ ଏହାର ଫଳ ଆପଣ ପାଇପାରିବେ |ଏହି ମନ୍ତ୍ରର ଜପ ଆପଣଙ୍କୁ ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ କରିବାକୁ ପଡ଼ିବ |
ଏହି ମନ୍ତ୍ରକୁ ଜପ କରିବାର ସବୁଠାରୁ ସୁନ୍ଦର ସୂର୍ଯ୍ୟୋଦୟ ସମୟ କିମ୍ବା ମଧ୍ୟରାତ୍ରି ସମୟ କାରଣ ଏହି ସମୟରେ ଦ୍ୱିତୀୟ ଶକ୍ତି ଗୁଡ଼ିକ ପୃଥିବୀରେ ବିଚରଣ କରନ୍ତି ମଙ୍ଗଳବାର କିମ୍ବା ଶନିବାର ଆପଣ ସ୍ନାନ କରିସାରି ସ୍ଵଚ୍ଚ ରୁହନ୍ତୁ ଘରର ମନ୍ଦିରରେ ପୂଜା କରି ଏହି ମନ୍ତ୍ରଟିକୁ ପାଞ୍ଚଥର ଜପ କରି ଦିଅନ୍ତୁ |ତେବେ ସେହି ଖାସ ଚମତ୍କାରୀ ମନ୍ତ୍ରଟି ହେଲା ” ଓଁ ନାମ ପଞ୍ଚବାଦନୌ ସର୍ବ ହୈଗ୍ରୀବ ଗରୁଡ଼ ଶତ୍ରୁ ସଂହାର ଭୁତ ପ୍ରେତ ପ୍ରମାଦୟ ସ୍ୱାହା “ତେବେ ଦର୍ଶକବନ୍ଧୁ ଏହା ଥିଲା ସେହି ଖାସ ଚମତ୍କାରୀ ମନ୍ତ୍ର ଯାହାକି ଆପଣ ଶନିବାର ଦିନ ବା ମଙ୍ଗଳବାର ପାଞ୍ଚ ଥର ଜପ କରିଦିଅନ୍ତୁ |