ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଜିନିଷ ନେଇ ଆସିଛି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ ସେହି କାମଟି ହେଉଛି ଆମେ ଆପଣଙ୍କୁ ତିନୋଟି ହାର୍ଟ ଦେଖାଇବୁ ସେଥି ମଧ୍ୟରୁ ଆପଣ ମାତ୍ର ଗୋଟିଏ ହାର୍ଟ ବାଛି ନିଅନ୍ତୁ ତାପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଜୀବନ ସାଥୀଙ୍କ ବିଷୟରେ |
ସାଙ୍ଗମାନେ ଆପଣମାନେ ଯଦି ରେଡ କଲର ହାର୍ଟଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥୀଙ୍କୁ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି ଆପଣଙ୍କ ଜୀବନ ସାଥି ବହୁତ କଥା କହିବାକୁ ପସନ୍ଦ କରି ଥାଆନ୍ତି କିନ୍ତୁ ଝଗଡ଼ା କରିବାକୁ ତାଙ୍କୁ ବହୁତ ଭଲ ଲାଗେ ଆପଣଙ୍କ ଜୀବନ ସାଥିଙ୍କୁ ରାଗ ବହୁତ ଆସେ ଏହା ସହିତ ସେ ନିଜ ଶବ୍ଦ ଉପରେ କଣ୍ଟ୍ରୋଲ ମଧ୍ୟ ରଖି ପାରନ୍ତି ନାହିଁ |ଆପଣଙ୍କ ଜୀବନ ସାଥି ମନୁଆ ସ୍ୱଭାବର ଅଟନ୍ତି ଏବଂ ଅଳ୍ପ ଜିଦିଆ ସ୍ୱଭାବର ହୋଇ ଥାଆନ୍ତି ଏବଂ ଏହା ସହିତ ଆପଣଙ୍କ ଜୀବନ ସାଥିକୁ ନେଇ ଆପଣ ବହୁତ ସନ୍ଦେହରେ ରୁହନ୍ତି ଯେମିତିକି ସେ ଆଉ କାହା ସହିତ କଥା ହେଉ ନାହିଁ ତ କିନ୍ତୁ ସତ କଥା ହେଉଛି ଆପଣଙ୍କ ମଧ୍ୟରେ ଯେତେ ଝଗଡା ହେଲେ ମଧ୍ୟ ଆପଣ ଆପଣଙ୍କ ଜୀବନ ସାଥୀକୁ ବହୁତ ଭଲ ପାଉଛନ୍ତି |
ଦ୍ୱିତୀୟରେ ଆସନ୍ତୁ ଜାଣିବା ଆପଣ ଯଦି ହଳଦିଆ କଲର ହାର୍ଟ ଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ବହୁତ ଲାଜକୁଳ ସ୍ୱଭାବର ଅଟନ୍ତି ସେ ଆପଣଙ୍କ ବିଷୟରେ ସବୁବେଳେ ପ୍ରଶଂସା କରିଥାଏ |କିନ୍ତୁ କେବେବି ଖୋଲା ଖୋଲି ପ୍ରଶଂସା କରେ ନାହିଁ ଆପଣ ଆପଣଙ୍କ ଜୀବନ ସାଥୀଙ୍କୁ ମିଛ କହିବା ପସନ୍ଦ ନୁହେଁ ତେବେ ଆପଣ ଯଦି ସତ କଥା କହିଦେବେ ତେବେ ସେ ଆପଣଙ୍କୁ କ୍ଷମା ମଧ୍ୟ କରିଦେବେ କିନ୍ତୁ ଆପଣ ଯଦି କୌଣସି କଥା ଲୁଚାନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ |ତେଣୁ ଏହି କାରଣ ପାଇଁ ସେ ଆପଣଙ୍କୁ ବହୁତ ଜଲ୍ଦି କ୍ଷମା କରି ପାରନ୍ତି ନାହିଁ |
ଶେଷଟି ହେଉଛି ଆପଣ ଯଦି ଗୋଲାପୀ ରଙ୍ଗର ହାର୍ଟ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥିଙ୍କ କଥା ବହୁତ ମିଠା ଅଟେ କିନ୍ତୁ ଆପଣଙ୍କ ଜୀବନ ସାଥିଙ୍କ ନଖରା ମଧ୍ୟ ବହୁତ ଅଧିକ ଅଟେ |ସେ ଆପଣଙ୍କୁ ଭଲ ପାଏ କିନ୍ତୁ ଜଣାଏ ନାହିଁ ଯାହା ଆପଣଙ୍କୁ ବହୁତ ସମସ୍ୟା ଆଣି ଦେଇଥାଏ ଆପଣଙ୍କ ଜୀବନ ସାଥୀକୁ ରାଗ ମଧ୍ୟ ବହୁତ ଆସେ କିନ୍ତୁ ସେ ଏହାକୁ କଣ୍ଟ୍ରୋଲ ମଧ୍ୟ ଠିକ ଭାବରେ କରିପାରନ୍ତି ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜ କୁଳ ସ୍ୱଭାବର ଅଟେ ଏହି କାରଣ ଯୋଗୁଁ ସେ ଆପଣଙ୍କ କଥା ଟିକେ ଖୋଲିକି କହି ପାରନ୍ତି ନାହିଁ |