ଏବେ ଏବେ ଦଶମ ଓ +୨ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ନେଲେ ବହୁତ ବଡ଼ ନିଷ୍ପତି, ଶିକ୍ଷାରେ ହେଲା ବଡ଼ ପରିବର୍ତ୍ତନ, student ମାନେ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ଦଶମ ଏବଂ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପାଇଁ ଆସି ଯାଇଛି ବହୁତ ବଡ଼ ନୂଆ ଅପଡେଟ ଯାହାକି ବର୍ତ୍ତମାନର ବହୁତ ବଡ଼ ଖବର ରହିଛି ଏଣିକି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଏକାଦଶ ଏବଂ ଦ୍ୱାଦଶରେ ପିଲା ଦୁଇଟି ଭାଷା ପଢିବେ |ବର୍ତ୍ତମାନ ଯାହା ସୂଚନା ମିଳିଛି ଦଶମ ଶ୍ରେଣୀ ଏବଂ ଯୁକ୍ତ ଦୁଇକୁ ନେଇ ଆସିଛି ତେବେ ଆସନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

2024 ରେ ଲାଗୁ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସୂଚନା ଏଣିକି ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା ନୂଆ ଶିକ୍ଷାନୀତି ରେ ପ୍ରସ୍ତୁତ ହେଉଥିବା ପାଠ୍ୟ ସ୍ଥିତି ଅନୁସାରେ 2024 ରୁ ଏହାକୁ ଲାଗୁ କରାଯିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ଛାତ୍ର ଛାତ୍ରୀମାନେ ଦେଇଥିବା ଦୁଇଟି ପରୀକ୍ଷା ଫଳରୁ ଶ୍ରେଷ୍ଠ ଫଳକୁ ବିଚାରକୁ ନିଆଯିବ |

ବର୍ତ୍ତମାନର ପରୀକ୍ଷା ଚାପ ହ୍ରାସ କରିବାକୁ ଏଭଳି ନୂଆ ପଦକ୍ଷେପ ନିଆ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ସେହିପରି ଏକାଦଶ ଏବଂ ଦ୍ୱାଦଶରେ ଅର୍ଥାତ ଯୁକ୍ତ ଦୁଇରେ ପିଲା ଦୁଇଟି ଭାଷା ପଢିବେ ଦୁଇଟି ଭାଷାରୁ ଗୋଟେ ଭାରତୀୟ ଭାଷା ନିଶ୍ଚୟ ପଢିବେ |ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଲାଗି କଳା ବାଣିଜ୍ୟ ଏବଂ ବିଜ୍ଞାନରେ ସୀମିତ ରହିବ ନାହିଁ |

ପିଲାଙ୍କ ପସନ୍ଦ ଶ୍ରେଣୀ ଗୃହରେ ଟେଷ୍ଟ ବୁକ ଚାପ ହ୍ରାସ ପାଇବ | ଟେଷ୍ଟ ବୁକ ଗୁଡ଼ିକୁ 2024 ରୁ ଉନ୍ନତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି |ଏବେ ମାସ ମାସ ହେବ ପିଲାମାନେ କଣ ଘୋଷିଛନ୍ତି ତାର ମୂଲ୍ୟାୟନ ନ ହୋଇ କଣ ବଝିଛନ୍ତି ତାର କୃତିତ୍ୱର ମୂଲ୍ୟାୟନ କରାଯିବ ବୋଲି ସେ କହିଛନ୍ତି |

Leave a Reply

Your email address will not be published. Required fields are marked *