30 ଅଗଷ୍ଟ ରାକ୍ଷୀପୂର୍ଣ୍ଣିମା ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ,ମାଲାମାଲ ହୋଇଯିବେ ଆପଣ ଥରେ ମାତା ଲକ୍ଷ୍ମୀଙ୍କ କୃପାରୁ ହେବ ଧନର ବର୍ଷା |

ନମସ୍କାର ଦର୍ଶକବନ୍ଧୁ 30 ଅଗଷ୍ଟ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସର ପୂର୍ଣିମା ତିଥିକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଇଥାଏ |ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବହୁତ ମହତ୍ୱ ରହିଅଛି ଏହି ଦିନ ଚୁପଚାପ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କୁ ଧନଵାନ ବନିବାରେ କେହିବି ରୋକିପାରିବେ ନାହିଁ |ବନ୍ଧୁଗଣ 30 ଅଗଷ୍ଟ 2023 ଏହି ଦିନ ପଡୁଅଛି ବଳଦେବ ଜୀଉ ଙ୍କ ଜନ୍ମ ଉତ୍ସବ ଏବଂ ଏହି ଦିନ ରକ୍ଷା ବନ୍ଧନର ପାବନ ପର୍ବ ମଧ୍ୟ ପଡୁଅଛି ଏବଂ ଏହାର ପରଦିନ ଅର୍ଥାତ 31 ଅଗଷ୍ଟ କୁ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମାର ପାବନ ଦିନ ରହିବ|

ଏହି ଥର ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପର୍ବ ନାହିଁ ଆପଣ ରକ୍ଷା ବନ୍ଧନର ପର୍ବକୁ 30 ଅଗଷ୍ଟ ଦିନ ପାଳନ କରିବେ ଅର୍ଥାତ 30 ଅଗଷ୍ଟ ବୁଧବାର ପାଳନ କରିବେ ଏବଂ ଗୁରୁବାର ଦିନ ଶ୍ରାବଣ ପୂର୍ଣ୍ଣିମା ରହିବ |ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣ ଯଦି ବିଶେଷ ଉପାୟ କରିବେ ତ ଆପଣଙ୍କ ଦୁଃଖ କଷ୍ଟ ଦୂର ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଏହି ଦିନଟି ଅତ୍ୟନ୍ତ ପବିତ୍ର ଦିନ ହୋଇଥାଏ |ଏହି ଦିନ ଆପଣ ଯେଉଁ ବି ଉପାୟ କରିବେ ତାହାର ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ ଏହି ଦିନ କରାଯାଇଥିବା ଉପାୟ କେବେବି ବ୍ୟର୍ଥରେ ଯାଇ ନଥାଏ |

ଏଥିପାଇଁ ଆପଣ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଚମତ୍କାରୀ ଜିନିଷ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବ |ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ରହିବ ନାହିଁ ଆପଣଙ୍କ ଭାଗ୍ୟ ଚମକି ଉଠିବ |ତେବେ ଚାଲନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିଷୟଟି କଣ ରହିଅଛି |ବନ୍ଧୁଗଣ ତୁଳସୀ ତ ବହୁତ ଲୋକ ଲଗାଇ ଥାଆନ୍ତି ଏହି କଥା ବହୁତ କମ ଲୋକ ଜାଣି ଥାଆନ୍ତି ଯେ ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧିବା ଦ୍ୱାରା ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ ତାହା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି |

ବନ୍ଧୁଗଣ ଯଦି ତୁଳସୀ ଗଛ ଆପଣଙ୍କ ଲାଗିଅଛି ତ ଏହା ଆପଣଙ୍କ ଘର ପାଇଁ ବହୁତ ଲାଭକାରୀ ସିଧ ଅଟେ ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କ ନିବାସ ମନା ଯାଇଥାଏ ନିୟମିତ ଭାବରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଲାଭ ନିଶ୍ଚିତ ମିଳିଥାଏ |ତୁଳସୀ ଗଛରେ ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ସବୁ ଖୁସି ପ୍ରାପ୍ତି ହୋଇଥାଏ ବନ୍ଧୁଗଣ କେବଳ ଭାରତରେ ନୁହେଁ ଦୁନିଆର ଅନେକ ସ୍ଥାନରେ ତୁଳସୀକୁ ପବିତ୍ର ଦୃଷ୍ଟିରେ ଦେଖା ଯାଇଥାଏ |

ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ ତୁଳସୀ ଅନେକ ଧାର୍ମିକ ଅନୁଷ୍ଠାନ ଏବଂ ତାନ୍ତ୍ରିକ ପ୍ରୟୋଗରେ ଏହାର ଉପଯୋଗ କରାଯାଇଥାଏ |ତୁଳସୀକୁ ଅମୃତର ପ୍ରତିରୂପ ବୋଲି କୁହାଯାଏ ଯେଉଁଠାରେ ତୁଳସୀ ଗଛ ଲାଗିଥାଏ ସେଠାରେ ବ୍ରହ୍ମା ,ବିଷ୍ନୁ ଏବଂ ମହେଶ୍ୱର ତ୍ରିଦେବତା ଙ୍କ ବାସ ହୋଇଥାଏ |ଆପଣ ଯଦି ମାତା ତୁଳସୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଏକ କଦଳୀ ଗଛ ତୁଳସୀ ଗଛ ପାଖରେ ନିଶ୍ଚୟ ଲଗାନ୍ତୁ ଏହାକୁ ସର୍ବଶ୍ରେଷ୍ଟ ଏବଂ ମଙ୍ଗଳକାରୀ ମନା ଯାଇଥାଏ |

Leave a Reply

Your email address will not be published. Required fields are marked *