ବର୍ତମାନର ବଡ ଖବର ପାଣି ପାଗକୁ ନେଇ ଆସିଲା ବଡ ସୂଚନା ଆଜିଠାରୁ ରାଜ୍ୟର ଉତର ଅଭ୍ୟନ୍ତରଣ ଓଡ଼ିଶାରେ ପ୍ରବଳ ବରଷିବ 17 ଜିଲ୍ଲାକୁ yellow alert ଜାରିକାଲା ପାଣିପାଗ ବିଭାଗ | ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ |
ତେବେ ଖରା ବର୍ଷର ଲୁଚକାଳି ଭିତରେ ଆଜିଠାରୁ ବଡ଼ ବର୍ଷା ନେଇ ସମ୍ଭାବନା ଉତର ଅଭ୍ୟନ୍ତରଣ ଓଡ଼ିଶାରେ ପ୍ରବଳ ବରଷିବ କିଛି ସ୍ଥାନରେ 70ରୁ 110 ମିଳି ମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ | ତେବେ 25ରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୃଣ୍ଣିବଳୟ ପ୍ରଚଣ୍ଡ ବିଜୁଳି ଘଡ ଘଡ଼ ସହ ପ୍ରବଳ ବର୍ଷା ନେଇ 17ଟି ଜିଲ୍ଲାକୁ yellow alert ଜାରିକାଳ ପାଣିପାଗ କେନ୍ଦ୍ର |
ତେବେ ବର୍ଷା ହେବାପରେ ମଧ୍ୟ ମୌସୁମୀ ସିଜିନରେ ୮ ପ୍ରତିସଦ ବର୍ଷା ରେକଡ଼ ଦକ୍ଷିଣ ଉପକୂଳରେ ସ୍ତିତି ଉତ୍କଟ ଓଡିଶା ଉପରେ ନାହିଁ ଯକୌଣସି ପାଣିପାଗ ନିୟମକ ଫଳରେ ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଚିତ ଆଉ କଉଁଠି ରାଜ କରୁଛି ଗରମ ଗୁଲୁ ଗୁଳି | ଆସନ୍ତା ଦୂଯଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ସ୍ତିତି ଜାରି ରହିବ |
ତେବେ ଘୃଣ୍ଣିବଳୟ ପ୍ରଭାବରେ ବଦଳିବ ବୟ ଚଳା ଚଳର ପକ୍ରିୟା ଫଳରେ ଆଜିଠାରୁ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ yellow alert ଜାରି କରାଯାଇଛି | ତେବେ ବାରମ୍ବାର ଲଘୁଚାପ ସତ୍ୱେବି ରାଜ୍ୟରେ ନିଅଁଟିଆ ବର୍ଷା ରେକଡ଼ ହୋଇଛି ଜୁନ ଏକ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ଵାଭିକଠାରୁ ୮ ପ୍ରତିସଦ ନିଅଁଟିଆ ବର୍ଷା ରେକଡ଼ ହୋଇଥିବା ବେଳେ 11ଟି ଜିଲ୍ଲାରେ ଉତ୍କଟ ସ୍ତିତି ଦେଖିବାକୁ ମିଳିଛି |