30 Agust ରାକ୍ଷୀ ପୂର୍ଣ୍ଣିମା ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ଖୁବ ଶୀଘ୍ର ବଦଳିବ ଆପଣଙ୍କ ଭାଗ୍ୟ କୋଟିପତି ହୋଇଯିବେ ,ଥରେ ନିଶ୍ଚୟ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ , ଶୁବେଛା ଏବଂ ଶୁଭକାମନା 30 ଅଗଷ୍ଟ ରେ ପାଳିତ ହେବାକୁ ଯାଉଅଛି ଏହି ବର୍ଷର ରାକ୍ଷୀ ପୂର୍ଣ୍ଣିମା ତ ଏହି ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲଭ ମହାସଂଯୋଗ ବନୁଅଛି ଦୀର୍ଘ 150 ବର୍ଷ ପରେ ଏହି ମହାସଂଯୋଗ ଆସୁଅଛି |ତେବେ ଏହି ମହାସଂଯୋଗରେ ଆପଣ ଯଦି କିଛି ଖାସ ଉପାୟ କରି ନେଇ ଥାଆନ୍ତି ତ ଆପଣ ଦେଖିବେ ଆପଣଙ୍କ ଭାଗ୍ୟ ଆପଣଙ୍କ ନିଶ୍ଚିତ ଭାବରେ ସାଦ ଦେବାକୁ ଲାଗିବ |ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ |ତେତିଶ କୋଟି ଦେବା ଦେବୀଙ୍କ ଆଶୀର୍ବାଦ ଆପଣଙ୍କ ଘର ପରିବାର ଉପରେ ସଦା ସର୍ବଦା ରହିବ ତ ଏହି ଦିନ ଆପଣ ଗୋମାତାଙ୍କୁ ଏକ ଛୋଟିଆ ଜିନିଷ ଖୁଆଇ ଦିଅନ୍ତୁ ପୁରା ବର୍ଷ ଯାକ ଆପଣଙ୍କ ଘରେ ଧନ ଦୌଲତରେ ପରିପୂର୍ଣ୍ଣ ରହିବ |

ଆପଣଙ୍କ ସବୁ ପ୍ରକାର ଦୁଃଖ କଷ୍ଟ ସବୁ ଦୂର ହେବ ଏବଂ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ ଏହି ଦିନରେ ଗୋମାତାଙ୍କୁ କଣ ଖାଇବାକୁ ଦେବେ ଆସନ୍ତୁ ଜାଣିବା |ଆମ ହିନ୍ଦୁଧର୍ମ ରେ ଗାଈକୁ ପୂଜା କରାଯାଏ ଗୋମାତାଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନାଯାଏ ସେଥିପାଇଁ ହିନ୍ଦୁ ଧର୍ମରେ ଗୋମାତା ଙ୍କୁ ପୂଜା କରାଯାଇଥାଏ |ଗୋମାତାଙ୍କ କ୍ଷୀରରେ ଅମୃତ ମିଳିଥାଏ ଗୋମାତା କ୍ଷୀର ପିଇବା ଦ୍ୱାରା ବହୁତ ପ୍ରକାର ରୋଗ ସମାପ୍ତ ହୋଇଯାଇଥାଏ ଆମ ଶରୀର ହୃଷ୍ଟପୃଷ୍ଟ ରହିଥାଏ |ଗୋମାତାଙ୍କ ଦେହରେ ସବୁ ଦେବଦେବୀ ସ୍ଥାନ ପାଇଛନ୍ତି ଏଥିପାଇଁ ଗୋମାତା ଆମ ପାଇଁ ଦେବୀ ଅଟନ୍ତି ଗୋମାତାଙ୍କ ଗୋବର ଛୁଇଁବା ଦ୍ୱାରା ବ୍ରହ୍ମ ହ-ତ୍ୟା ଭଳି ପାପ ଦୂର ହୋଇ ଯାଇଥାଏ ଏବଂ ଗୋମାତାର ମୁଣ୍ଡକୁ ଛୁଇଁ ନମସ୍କାର କରିବା ଦ୍ୱାରା ସମସ୍ତ ପ୍ରକାର ଦୋଷ କଟି ଯାଇଥାଏ |

ଯେପରିକି ଜୀବନରେ ଯଦି ରାହୁ ଦୋଷ ଲାଗିଥାଏ ଶନି ଦୋଷ ଲାଗିଥାଏ ବା ଯେତେ ପ୍ରକାର ଦୋଷ ଅଛି ଆପଣ ଯଦି ଚାହାଁନ୍ତି ସବୁ ପ୍ରକାର ଦୋଷରୁ ମୁକ୍ତି ପାଇବାକୁ ତେବେ ଆପଣ ଗୋମାତାର ମୁଣ୍ଡକୁ ଛୁଇଁ ଦିଅନ୍ତୁ |ଗୋମାତା ଙ୍କ ମୁଣ୍ଡକୁ ଛୁଇଁବା ଦ୍ୱାରା ସବୁ ପ୍ରକାର ଦୋଷ କଟି ଯାଇଥାଏ ଗୋମାତା ର ଲାଞ୍ଜକୁ ଛୁଇଁବା ଦ୍ୱାରା ଆପଣାକୁ ଯେତେ ପ୍ରକାର କଷ୍ଟ ମିଳୁଛି ଆପଣ ସେଥିରୁ ପାର ହୋଇଯିବେ |ଏବଂ ଆପଣଙ୍କୁ ସର୍ବ ପ୍ରାପ୍ତି ହୋଇଥାଏ |ତେବେ ଆସନ୍ତୁ ଜାଣିବା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଗୋମାତାଙ୍କୁ କଣ ଖାଇବାକୁ ଦେବା ଦ୍ୱାରା କେଉଁ କୃପା ପ୍ରାପ୍ତି ହୋଇଥାଏ |

ଏହା କରିବା ଦ୍ୱାରା ଆପଣ ଗରିବାରୁ ଧନଵାନ ମଧ୍ୟ ହୋଇ ପାରିବେ |ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଏହି 4 ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ଖୁଆଇ ଦିଅନ୍ତୁ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ |ତେବେ ପ୍ରଥମ ଜିନିଷଟି ହେଉଛି ସାଧା ଚାଉଳ ବା ରୁଟି ଏହି ଦିନ କୌଣସି ବ୍ୟକ୍ତି ଯଦି ରୁଟି ଖୁଆଇ ଦିଅନ୍ତି ତାହେଲେ ତାଙ୍କ ଧନ ସମ୍ପତ୍ତି ପାଇବାର ମାର୍ଗ ଖୋଲି ଯାଇଥାଏ |

ତେବେ ଦ୍ୱିତୀୟ ଜିନିଷଟି ହେଉଛି ଖସା ଲଡୁ ଯଦି ଆପଣ ଏହି ଜିନିଷକୁ ଖୁଆଇ ଦିଅନ୍ତି ତେବେ ଆପଣଙ୍କ ସମସ୍ତ ପାପକୁ ଏହା ନଷ୍ଟ କରି ଦେଇଥାଏ |ତୃତୀୟ ଜିନିଷଟି ହେଉଛି ତିନି ମୁଠା ଗହମ ଯଦି କୌଣସି ବ୍ୟକ୍ତି ଗୋମାତାଙ୍କୁ ଗହମ ଖୁଆଇ ଦିଅନ୍ତି ତାହେଲେ ତାଙ୍କୁ ଭାଗ୍ୟବାନ ,ଗୁଣଵାନ ଏବଂ ସୁପୁତ୍ର ପ୍ରାପ୍ତ ହୋଇଥାଏ |ତେବେ ଚତୁର୍ଥ ଜିନିଷଟି ହେଉଛି ଯେଉଁ ବ୍ୟକ୍ତି ଗୋମାତା ଙ୍କୁ ଯଉ ଖୁଆଇ ଦିଅନ୍ତି ତ ସେହି ବ୍ୟକ୍ତିକୁ ବ୍ରହ୍ମ ଉଚ୍ଚା ଆରୋଗ୍ୟ ପ୍ରାପ୍ତି ହୋଇଥାଏ |

Leave a Reply

Your email address will not be published. Required fields are marked *