ନମସ୍କାର ଦର୍ଶକବନ୍ଧୁ ପୁଣି ଏଥର ରାକ୍ଷୀ ପୂର୍ଣ୍ଣିମାରେ ହେବାକୁ ଯାଉଛି ମହାସଂଯୋଗ ଚମକି ଉଠିବ ଏହି 4 ଟି ରାଶିର ଭାଗ୍ୟ 30 ଅଗଷ୍ଟ 2023 ଏହି ଦିନ ପଡୁଅଛି ଶ୍ରୀ ବଳଦେବ ଙ୍କର ଜନ୍ମ ଉତ୍ସବ ଏବଂ ଏହି ଦିନ ରକ୍ଷା ବନ୍ଧନର ପାବନ ପର୍ବ ମଧ୍ୟ ପଡୁଅଛି ଏବଂ ଏହାର ଅର୍ଥାତ 31 ଅଗଷ୍ଟ କୁ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାର ପାବନ ଦିନ ରହିବ ଏହି ଥର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ପର୍ବ ନାହିଁ ଆପଣ ରକ୍ଷା ବନ୍ଧନର ପର୍ବକୁ 30 ଅଗଷ୍ଟ ଦିନ ହିଁ ପାଳନ କରିବେ ଅର୍ଥାତ 30 ଅଗଷ୍ଟ ବୁଧବାର ଦିନ ପାଳନ କରିବେ ଏବଂ ଗୁରୁବାର ଦିନ ଶ୍ରାବଣ ପୂର୍ଣ୍ଣିମା ରହିବ ରକ୍ଷା ବନ୍ଧନର ଦିନଟିକୁ ଆମ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବିଚାର କରା ଯାଇଥାଏ ଏହି ଦିନଟି ଆମ ସମଗ୍ର ଭାରତର ପବିତ୍ରତା ଏବଂ ସ୍ନେହର ଦିନ ବୋଲି ମାନ୍ୟତା ରହିଅଛି ତେବେ ଆସନ୍ତୁ ଜାଣିବା ଏହି 4 ଗୋଟି ରାଶି ମାନଙ୍କ ବିଷୟରେ ଯାହାର ଭାଗ୍ୟ ଆସୁଥିବା ରକ୍ଷା ବନ୍ଧନ ଠାରୁ ବଦଳିବାକୁ ଯାଉଅଛି |
ସିଂହ ରାଶି -ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ରହିବାକୁ ଯାଉଅଛି ଏମାନଙ୍କର ଆଗାମୀ ସମୟ ବହୁତ ରହିବ |ଯେଉଁମାନେ ବିଜନେସ କରୁଥିଲେ ତାଙ୍କ ବିଜନେସରେ ଭଲ ଲାଭ କରିବାକୁ ଯାଉଛନ୍ତି |ମା ଲକ୍ଷ୍ମୀଙ୍କ ବିଶେଷ କୃପା ସିଂହ ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବାକୁ ଯାଉଅଛି ଯାହା ଫଳରେ ସେ ଯେଉଁ କାମ କରୁଛନ୍ତି ସେ କାମରେ ସେ ସଫଳ ହେବାକୁ ଯାଉଛନ୍ତି ତାଙ୍କର ବିଜନେସ ବହୁତ ଭଲ ଚାଲିବାକୁ ଯାଉଅଛି | ବିଦ୍ୟାର୍ଥିମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ ପାଠ ପଢ଼ାରେ ତାଙ୍କ ମନ ଲାଗିବାକୁ ଯାଉଅଛି ଯେଉଁମାନେ ଦୀର୍ଘ ଦିନ ଅବିବାହିତ ଥିଲେ ତାଙ୍କର ଖୁବ ଶୀଘ୍ର ବିବାହ ମଧ୍ୟ ହେବାକୁ ଯାଉଅଛି |ଯେଉଁମାନେ ବେରୋଜଗାର ଥିଲେ ସେମାନଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଅଛି |
କନ୍ୟା ରାଶି -ଏହି ରାଶିର ବ୍ୟକ୍ତି ବଶେଷଙ୍କର ଆଗାମୀ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଅଛି ଆପଣଙ୍କ ଆର୍ଥିକ ସ୍ଥିତି ଦୂର ହେବାକୁ ଯାଉଅଛି ମା ଲକ୍ଷ୍ମୀ ଆପଣଙ୍କୁ ବହୁତ ସାରା କୃପା ବର୍ଷା କରିବାକୁ ଯାଉଛନ୍ତି ଆପଣ ଆର୍ଥିକ ସ୍ଥିତିରେ ବହୁତ ମଝଭୁତ ହେବାକୁ ଯାଉଛନ୍ତି ଜୀବନରେ ଆପଣଙ୍କ ସବୁ ପ୍ରକାର ଦୁଃଖ ଦୂର ହେବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଯେତେ ସବୁ ସମସ୍ୟା ଥିଲା ତାହା ସବୁ ଦୂର ହେବାକୁ ଯାଉଅଛି |ଯେଉଁମାନେ ବେରୋଜଗାର କରୁଥିଲେ ମାତା ଲକ୍ଷ୍ମୀଙ୍କ କୃପାରୁ ସେମାନେ ରୋଜଗାର କରିବାକୁ ଯାଉଛନ୍ତି |
ତୁଳା ରାଶି -ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ରହିବାକୁ ଯାଉଅଛି ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଅଛି ଯେଉଁମାନେ ବିଜନେସ କରୁଥିଲେ ସେମାନେ ତାଙ୍କ ବିଜନେସରେ ବହୁତ ବଡ଼ ଲାଭ ମିଳିବାକୁ ଯାଉଅଛି |ସମାଜରେ ଆପଣଙ୍କ ଏକ ଅଲଗା ପରିଚୟ ସୃଷ୍ଟି ହେବାକୁ ଯାଉଅଛି ଆପଣଙ୍କ ଧନ ଲାଭର ଯୋଗ ମଧ୍ୟ ରହୁଅଛି |ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ ହେବାକୁ ଯାଉଅଛି ଘରର ପରିବାରର ସଦସ୍ୟଙ୍କ ମୁହଁରେ ହସର ବାତାବରଣ ଲାଗି ରହିବ |ଆଗାମୀ ସମୟରେ ଆପଣଙ୍କ ବୁଡ଼ି ଯାଉଥିବା ଧନ ମଧ୍ୟ ମିଳିବାକୁ ଯାଉଅଛି |
କୁମ୍ଭ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଅଛି ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଯେଉଁମାନେ ବେରୋଜଗାର ଥିଲେ ସେମାନଙ୍କ ମନ ମୁତାବକ ଚାକିରୀ ମଧ୍ୟ ମିଳିବାକୁ ଯାଉଅଛି ଆପଣଙ୍କ ପରିବାରରେ ଖୁସିର ମହଲ ବନିବାକୁ ଯାଉଅଛି ଯେଉଁ ମାନଙ୍କ ଦୀର୍ଘଦିନ ଧରି ବିବାହ ହେଇ ପାରୁନଥିଲା ତାଙ୍କର ଆଗାମୀ ସମୟରେ ବିବାହ ମଧ୍ୟ ହେବାକୁ ଯାଉଅଛି |ଆପଣଙ୍କ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ କେବେବି ହେଲେ ଧନର ଅଭାବ ରହିବ ନାହିଁ |