ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟବାନ ରାଶିମାନଙ୍କ ବିଷୟରେ କହିବୁ ଯାହାର ଭାଗ୍ୟ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପାରୁ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଅଛି |ଆମେ ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି ଠାରୁ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବେ |ସୂର୍ଯ୍ୟଦେବ ବୃଷ ରାଶିରୁ ଧନୁ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି ଏହି ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଅଛି ଯାହାର ଫାଇଦା ଯଦି ଆପଣମାନେ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଉଠାଇ ପାରନ୍ତି କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ଅଟେ ଏହି ସମୟରେ ସବୁ କାର୍ଯ୍ୟ ଏମାନଙ୍କ ଅନୁକୂଳ ରହିବ |ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ହନୁମାନଙ୍କର ବିଶେଷ କୃପା ହେବାକୁ ଯାଉଛି ଏହି ରାଶିର ଲୋକମାନଙ୍କ ଆଜିଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଅଛି ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ କହିବୁ ଯାହାର ଖରାପ ସମୟ ଏବେ ଶେଷ ହେବାକୁ ଯାଉଅଛି |ଏହି ରାଶିର ଭାଗ୍ୟ ଉଦୟର ସମୟ ଆସିବାକୁ ଯାଉଅଛି |
ସର୍ବ ପ୍ରଥମ ରାଶି ହେଉଛି ମେଷ ରାଶି -କହି ରଖୁଛୁ ଯେ ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଅଛି ଏହି ରାଶିର ଲୋକମାନଙ୍କର ଭାଗ୍ୟରେ ଅନେକ ଖୁସି ଆସିପାରେ ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏମାନଙ୍କ ଧନ ଦୌଲତରେ ବୃଦ୍ଧି ହେବ | ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇ ସାରିଛି ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ହେବ ଏମାନଙ୍କ ଜୀବନରେ ଏବେ ସବୁ ସମସ୍ୟା ପ୍ରଭୁ ବଜରଙ୍ଗ ବାଲି ସମାପ୍ତ କରିଦେବେ |ଏହି ରାଶିର ଲୋକମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏବେ ଆପଣ ପ୍ରଭୁ ହନୁମାନଙ୍କ ଆରଧନା କରନ୍ତୁ ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ହେବ |
ମିଥୁନ ରାଶି -କହିଦେଉଚୁ ଯେ ବହୁତ ଦିନ ପରେ ମିଥୁନ ରାଶିର ଲୋକମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇଯାଇଛି ଯାହା ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ ଏମାନଙ୍କ ଭାଗ୍ୟ ଅଚାନକ ଭାବରେ ଚମକି ପଡ଼ିବ |ପାଠ ପଢ଼ୁଥିବା ପିଲାମାନଙ୍କ ରେଜଲ୍ଟ ମଧ୍ୟ ବହୁତ ଭଲ ଆସିବ ଏମାନଙ୍କ ପରିଶ୍ରମ ଏବେ ଭଲ ଫଳ ଦେବ |ତଥା ବେପାର ବାଣିଜ୍ୟରେ ଏମାନଙ୍କୁ ବହୁତ ବଡ଼ ସଫଳତା ମିଳିବାର ଯୋଗ ବନୁଅଛି ଏହି ସମୟ ଏମାନଙ୍କ ପାଇଁ ବହୁତ ଶୁଭ ଅଟେ କହିଦେଉଚୁ ଯେ ଶନିବାର ଏବଂ ମଙ୍ଗଳବାର ଦିନ ହନୁମାନ ଚାଳିଶାର ପାଠ ନିଶ୍ଚୟ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ରହିବ |
ସିଂହ ରାଶି -କହିରଖୁଛ ଯେ ସମୟରେ ଆସିବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ହେବ |ଆପଣଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ ବ୍ୟାପାରରେ ଆପଣଙ୍କୁ ଶୁଭ ଫଳ ମିଳିବାର ଯୋଗ ବନୁଅଛି |ଆପଣଙ୍କ ମନରେ ଏବେ ଆର୍ଥିକ ଯୋଜନା ଆସିପାରେ ଆପଣ ଆପଣଙ୍କ ସବୁ କାର୍ଯ୍ୟ ଏବେ ଯୋଜନା ଭାବରେ ପୂରଣ କରିବେ |ଯାହାକି ଆପଣଙ୍କ ପାଇଁ ଅତ୍ୟଧିକ ଲାଭକାରୀ ସିଦ୍ଧ ହେବ ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ |
ଧନୁ ରାଶି -ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଆପଣଙ୍କ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ ଘରକୁ କୁଣିଆ ମାନଙ୍କ ଆଗମନ ହେବ ଦାମ୍ପତ୍ୟ ଜୀବନ ଆପଣଙ୍କ ଅନୁକୂଳ ରହିବ |ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ପ୍ରତି ଧ୍ୟାନ ବଢିବ ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ ଯାହା ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିଛି ଧନ କମାଇବାର ଆପଣଙ୍କୁ ନୂଆ ନୂଆ ଅବସର ମିଳିବ |ଆପଣଙ୍କ ଜୀବନରେ ଅପାର ଖୁସି ଆସିବ |ପୁରୁଣା ଉଦ୍ଧାର ଦେଇଥିବା ଧନ ଆପଣଙ୍କ ପାଖକୁ ଫେରିଯିବ |
ତୁଳା ରାଶି -ଆପଣଙ୍କୁ ଜୀବନରୁ ସଫଳତା ହାସଲ କରିବା ଠାରୁ ଆଉ କେହି ବି ଅଟକାଇ ପାରିବେ ନାହିଁ କାରଣ ଆପଣଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପାଦୃଷ୍ଟି ଅଧିକ ରହିବ |ସଚ୍ଚା ମନରେ ଭଗବାନ ହନୁମାନଙ୍କ ନାମ ନେଇ ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କର ଭାଗ୍ୟ ବଦଳାଇ ଦେଲା ଭଳି ସାବ୍ୟସ୍ତ ହେବ |