Penguinଙ୍କ ଦୁଃଖଭରା ଜୀବନୀ, ସମୁଦ୍ରରେ ତାଙ୍କ ସହ କଣ କଣ ହୁଏ, ଜାଣିଲେ ଆଖିରେ ଲୁହ ଆସିଯିବ,ଏମିତି ସତ ଆସିଲା ସାମ୍ନାକୁ…

ନମସ୍କାର ଦର୍ଶକବନ୍ଧୁ ଦୁନିଆର ଲୋକମାନେ ଯେତେବେଳେ ପେଙ୍ଗୁଇନକୁ ଦେଖି ଥାଆନ୍ତି ତାଙ୍କୁ ଲାଗିଥାଏ ଯେ ତାଙ୍କ ଜୀବନ କେତେ ସୁନ୍ଦର କିନ୍ତୁ ଆଜି ଆମେ ଆପଣଙ୍କୁ ପେଙ୍ଗୁଇନ ଜୀବନର କିଛି ଏମିତି କଥା ବିଷୟରେ କହିବୁ ତାହା ଜାଣିଲା ପରେ ଆପଣଙ୍କୁ ଲାଗିଲା ଯେ ପେଙ୍ଗୁଇନ ପରି ଦୁର୍ଦଶା ଜୀବନୀ ପ୍ରାୟ ଆଉ କାହାର ନଥିବ |ପେଙ୍ଗୁଇନ ଏପରି ଏକ ଜୀବ ଯାହାର ଅଣ୍ଡା ବାହାରକୁ ବାହାରିବା ନେଇ ଏକ ବଡ଼ ଶିକାରୀର ସାମ୍ନା ହେବା ପାଇଁ ତାକୁ ଏକ ବଡ଼ ଶିକାରର ସାମ୍ନା ହେବାକୁ ପଡ଼ିଥାଏ |କେତେବେଳେ ମାଇନସ 73 ଡିଗ୍ରୀ ଜମା ହୋଇଗଲା ପରି ଥଣ୍ଡା ଓ କେବେ ଲକ୍ଷ ଲକ୍ଷ ପେଙ୍ଗୁଇନଙ୍କ ପରି ହସି ଅଧିକ ଗରମ କାରଣରୁ ମୃ-ତ୍ୟୁ |

ଏକ ପେଙ୍ଗୁଇନର ସଂଘର୍ଷ ସେବେଠାରୁ ଆରମ୍ଭ ହୋଇ ଯାଇଥାଏ ଯେବେ ଠାରୁ ପେଙ୍ଗୁଇନ ନିଜ ପେଟରୁ ଅଣ୍ଡା ବାହାର କରିଥାଏ ମାଇନସ 50 ଡିଗ୍ରୀରୁ କମ ତାପମାତ୍ରାରେ ପେଙ୍ଗୁଇନ ଅଣ୍ଡା ଦେଇଥାଏ ଯଦି କିଛି ସେକେଣ୍ଡ ପାଇଁ ସେ ଅଣ୍ଡାକୁ ବାହାରେ ରଖି ଦିଆଯାଏ ତେବେ ସେହି ଅଣ୍ଡା ଉପରେ ବରଫ ଜମି ଯାଇଥାଏ ଅଣ୍ଡା ଭିତରେ ଥିବା ପିଲାର ମୃ-ତ୍ୟୁ ହୋଇଥାଏ |ଏଥିପାଇଁ ପେଙ୍ଗୁଇନ ମାତା ପିତା ଗୋଟେ କ୍ଷଣ ପାଇଁ ଅଣ୍ଡାକୁ ପାଖରୁ ଦୁରେଇ ନଥାନ୍ତି ସବୁ ସମୟରେ ଅଣ୍ଡାକୁ ଚାପି ଧରି ତାହା ଉପରେ ବସିବାକୁ ପଡ଼ିଥାଏ ଯେପରିକି ଅଣ୍ଡାକୁ ଗରମ ମିଳିବ |

କେବେ କେବେ ମାତା ପିତା ଅଧିକ ଦିନ ଧରି ରହିବା କାରଣରୁ ଭୋକରେ ବିଭର ହୋଇ ଯାଇଥାଆନ୍ତି |ଯେତେବେଳେ ଭୋକ ଅସମ୍ଭାଳ ହୋଇ ଯାଇଥାଏ ସେତେବେଳେ ସେ ଅଣ୍ଡାକୁ ଛାଡ଼ି ଖାଦ୍ୟ ସଂଗ୍ରହ ପାଇଁ ବାଧ୍ୟ ହୋଇ ଥାଆନ୍ତି ଠିକ ସେତିକି ବେଳେ କେତେକ ଶିକାରୀ ସେହି ସମୟକୁ ଅପେକ୍ଷା କରି ଥାଆନ୍ତି ସେହି ଶିକାରୀ ଅଣ୍ଡାକୁ ନେଇ ପଳାଇ ଯାଇ ଥାଆନ୍ତି |ଏହା ପରର କାହାଣୀ ସେଇଟି ସମାପ୍ତ ହୋଇ ଯାଇଥାଏ ସେଥିପାଇଁ ପେଙ୍ଗୁଇନ ଅଣ୍ଡାକୁ ନିଜ ଗୋଡ଼ରେ ଚାପିକି ରଖି ଥାଆନ୍ତି ଏହି ପରି 60 ରୁ 70 ଦିନ ଅଣ୍ଡାକୁ ଗୋଡ଼ରେ ଚାପିକି ରଖିବାକୁ ପଡ଼ିଥାଏ |

ଏହା ପରେ ଜନ୍ମ ହୋଇଥାଏ ଏକ ଶିଶୁ ପେଙ୍ଗୁଇନ ଜନ୍ମ ହେବା ପରେ ଶିଶୁ ପେଙ୍ଗୁଇନଟି ଛଅ ମାସ ପର୍ଯ୍ୟନ୍ତ ନିଜ ମା ବାପା ପାଖରେ ରହିଥାଏ |କାହିଁକିନା ସବୁଆଡ଼େ ଶିକାରୀ ଅନାଇ ବସି ଥାଆନ୍ତି |ଯେତେବେଳେ ପେଙ୍ଗୁଇନର ବାପା ମା ଖାଦ୍ୟ ପାଇଁ ବାହାରକୁ ଚାଲି ଯାଇ ଥାଆନ୍ତି ସେତେବେଳେ କିଛି ଶିକାରୀ ପକ୍ଷୀ ପେଙ୍ଗୁଇନକୁ ନିଜ ଶିକାର ବନାଇ ଦେଇଥାଏ କିନ୍ତୁ ଏହିପରି ବହୁତ ସଙ୍କଟ ଠାରୁ ବଞ୍ଚିବା ପରେ କେତେକ ପେଙ୍ଗୁଇନ ବଡ଼ ହୋଇ ଯାଇ ଥାଆନ୍ତି କିନ୍ତୁ ପେଙ୍ଗୁଇନ ଜୀବନର କଷ୍ଟ ସାଧ୍ୟ କାହାଣୀ ସେବେଠାରୁ ଆହୁରି ବଢି ଯାଇଥାଏ |

ଦୁନିଆର ଅଧିକାଂଶ ପେଙ୍ଗୁଇନ ଯେଉଁ ସ୍ଥାନରେ ରହି ଥାଆନ୍ତି ସେହି ସ୍ଥାନର ତାପମାତ୍ରା ବର୍ଷ ସାରା 0 ଡିଗ୍ରୀରୁ କମ ହୋଇଥାଏ କେତେକ ମାସ ଏମିତି ହୋଇଥାଏ ଯେ ତାପମାତ୍ରା ମାଇନସ 70 ଡିଗ୍ରୀରୁ ଆହୁରି କମ ହୋଇ ଯାଇଥାଏ |ସେହି ତାପମାତ୍ରାରେ ଯଦି କୌଣସି ମନୁଷ୍ୟକୁ ଛଡ଼ା ଯିବ ତାହା ଶରୀରରେ ଥିବା ରକ୍ତ ବରଫ ପାଲଟି ଯିବ ସେହି ମନୁଷ୍ୟର ନିଶ୍ୱାସ ସବୁବେଳେ ପାଇଁ ବନ୍ଦ ହୋଇଯିବ କିନ୍ତୁ ପେଙ୍ଗୁଇନ ଏଭଳି ଭୟାନକ ସ୍ଥିତିରେ ମଧ୍ୟ ନିଜକୁ ବଞ୍ଚାଇ ରଖିଥାଏ |

Leave a Reply

Your email address will not be published. Required fields are marked *