JIO ଦେଲା ନିଜ ଗ୍ରାହକ ମାନଙ୍କୁ ବଡ଼ ଝଟକା, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ, ଜାଣନ୍ତୁ ସମ୍ପୂର୍ଣ ଅପଡେଟ ବିଷୟରେ…

ରିଲିଆନ୍ସ ଗ୍ରହଙ୍କ ପାଇଁ ଆସିଲା ବଡ ଦୁଃଖ ଖବର ଯଦି ଆପଣ ଜଣେ ଜିଓର ପୂର୍ବରୁ ଶସ୍ତା ପ୍ଲାନ ରିଚାର୍ଜ କରି ଚାଲି ଯାଉଥିଲେ ତାହେଲେ ଏବେ ସେଇଟା ଆଉ ହୋଇପାରିବ ନାହିଁ | କାହିଁକି ନା ଜିଓ ତାର ସବୁଠାରୁ ଶସ୍ତା ବନ୍ଦ କରିଦେଇଛି | ତେବେ ଆସନ୍ତୁ ଜାଣିବା ଜିଓ କେଉଁ ଶସ୍ତା ପ୍ଲାନ ବନ୍ଦ କରିଦେଇଛି ଆଉ କେଉଁ ପ୍ଲାନ ଆଣିଛି ଆସନ୍ତି ଜାଣିବା |

ତେବେ ଦର୍ଶକ ବନ୍ଧୁ ଜିଓରେ ଅନେକ ଗୁଡିଏ ପ୍ଲାନ ରହିଛି କିନ୍ତୁ ଜିଓର ଏକ ଶସ୍ତା ପ୍ଲାନ ଥିଲା 119 ଟଙ୍କା ଆଉ ଏହି ରିଚାର୍ଜ ପ୍ଳାନରେ ଆପଣଙ୍କୁ ମିଳୁଥିଲା ପ୍ରତିଦିନ 1GB ଡାଟା 14ଦିନ ପର୍ଯ୍ୟନ୍ତ କିନ୍ତୁ ଏବେ ଏହି ପ୍ଲାନ ବନ୍ଦ ହୋଇଯାଇଛି |

ହେଲେ ଆପଣ ଏହା ବଦଳରେ ଆପଣ ରିଚାର୍ଜ କରି ପାରିବେ 149, ଯଦି ଆପଣ ଏହି 149 ପ୍ଲାନ ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ପ୍ରତିଦିନ 1GB ଡାଟା ଓ 20 ଦିନ ଭେଲିଦିଟି ଓ ଅଲିମିଟେଡ଼ କଲ ମଧ୍ୟ ରହିବ |

119 ପରେ ଏବେ ସବୁଠାରୁ ଶସ୍ତା ପ୍ଲାନ ହେଉଛି 149 ଟଙ୍କା ଏବେ ଆପଣଙ୍କୁ ଆଉ 119 ଟଙ୍କା 14ଦିନିଆ ଭେଲିଦିଟି ମିଳିବ ନାହିଁ ଯାହାକି ରିଲିଆନ୍ସ ଜିଓ ଏହାକୁ ବନ୍ଦ କରିଦେଇଛି ସବୁଦିନ ପାଇଁ |

Leave a Reply

Your email address will not be published. Required fields are marked *