ଦେଖୁ ଦେଖୁ ସାଙ୍ଗ କରିଦେଲା ସାଙ୍ଗର ଫୋଟୋ Viral, କେମିତି କଲା ଜାଣିଲେ ମୁଣ୍ଡରେ ହାତଦେବେ…ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଛାତ୍ର ଛାତ୍ରୀ ମାନେ ଏକ ସାଙ୍ଗରେ ସାଙ୍ଗ ହୋଇ ପାଠ ପଢୁଥିଲେ ମଜା ମସ୍ତି ମଧ୍ୟ କରୁଥିଲେ ହେଲେ ସେହି ସାଙ୍ଗ ପାଲଟିଗଲା ପିଶାଚ ଦେଖୁ ଦେଖୁ ସାଙ୍ଗ ନେଇଗଲା ସାଙ୍ଗର ଇ-ଜ୍ଜ-ତ କ୍ଲାସ ମେଟ ଝିଅର ଉ-ଲ-ଗ୍ନ ଫୋଟ ଉଠାଇ କ୍ଲାସରେ କଲା ଭାଇରଲ ସାଙ୍ଗ ହୋଇ ସାଙ୍ଗର ଫାଇଦା ଉଠାଇଦେଲା ସେହି ସାଙ୍ଗ ସାଙ୍ଗର ଇ-ଜ୍ଜ-ତ କୁ ଦାଣ୍ଡରେ ପକାଇଦେଲା ସାଙ୍ଗ |ପ୍ରଥମେ ମିଠା ମିଠା କଥା କହି ସାଙ୍ଗ ହେଲା ତାପରେ ସୁଯୋଗ ନେଇ ଅଶ୍ଳୀଳ ଫୋଟ ଉଠାଇ ରାତା ରାତି ଭାଇରଲ କଲା |

ସ୍କୁଲରେ ପଢ଼ୁଥିବା ଉଲଗ୍ନ ଝିଅର ଫୋଟ ଗାଁରେ ସମସ୍ତଙ୍କ ମୋବାଇଲକୁ ଘୁରି ବୁଲିଲା ଆଉ ଦଶମଶ୍ରେଣୀ ଝିଅର ଉ-ଲ-ଗ୍ନ ଫୋଟ ଦେଖି ମୁଣ୍ଡରେ ହାତ ଦେଇ ଦେଲେ ସମସ୍ତେ ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ତାଙ୍କ ଝିଅର ଉ-ଲ-ଗ୍ଣ ଫୋଟ ମୋ ମୋବାଇଲକୁ ଆସିଲା ପୁଣି କିଏ କହୁଛି ମୁଁ ବି ଦେଖିଚି ମୋ ମୋବାଇଲ କୁ ମଧ୍ୟ ଆସିଛି |ଦଶମ ଶ୍ରେଣୀରେ ପଢୁଛି ଝିଅ ହେଲେ ତା ସାଙ୍ଗରେ ଏମିତି ହୋଇଯିବ ବୋଲି କିଏ ଭାବି ନଥିଲେ |

ଯାହାକୁ ଦେଖି ଗାଁ ର ସମସ୍ତ ଲୋକ ମୁଣ୍ଡ ତଳକୁ କରି ଦେଇଛନ୍ତି |ତେବେ ଦଶମ ଶ୍ରେଣୀରେ ପଢ଼ୁଥିବା ସେହି ଛାତ୍ରୀର କିଛି ସାଧାରଣ ଫୋଟ ଉଠାଉଥିଲେ ଦୁଇଟି ଛାତ୍ର ଆଉ ସେ ଝିଅର ଫୋଟରୁ ତା ମୁଣ୍ଡକୁ କାଟି ଅନ୍ୟ ଏକ ଉ-ଲ-ଗ୍ନ ଚେହେରା ଆଣି ଲଗାଇ ସେହି ଫୋଟକୁ ସେମାନେ ଭାଇରଲ କରିବାରେ ଲାଗିଛନ୍ତି |

ଏହି ଛାତ୍ରଙ୍କ ଏଭଳି କାଣ୍ଡ ଯିଏ ଶୁଣୁଛି ସିଏ ମୁଣ୍ଡରେ ହାତ ଦେଉଛି ତେବେ ଏଭଳି ଘଟଣା ନୟାଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳରେ ପୁରା ଚାଞ୍ଚଲ୍ୟ ସୃଷ୍ଟି କରିଛି |ସୂଚନା ଅନୁସାରେ ବାଲୁଙ୍ଗା ଅଞ୍ଚଳର ଦୁଇ ଛାତ୍ର ଦଶମ ଶ୍ରେଣୀର ପାଞ୍ଚ ଛାତ୍ରୀଙ୍କ ଏଭଳି ଫୋଟ ଭାଇରଲ କରିବାରେ ଲାଗିଛନ୍ତି |

ଏହି ଘଟଣା ନୟାଗଡ଼ ସଦର ଥାନାରେ ଜଣେ ନାବାଳକ ଛାତ୍ରକୁ ପୋଲିସ ଅଟକ ରଖି ପଚରା ଉଚୁରା କରିଛି ଏହା ସହିତ ପୁରୀ ସହରର ପ୍ରଧାନଶିକ୍ଷକଙ୍କୁ ଥାନାକୁ ଡାକି ଜେରା ମଧ୍ୟ କରିଛି |

Leave a Reply

Your email address will not be published. Required fields are marked *