ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଆସିଗଲା ବହୁତ ବଡ଼ ଖୁସିର ଖବର ଜାରି ହେଲା ଆଉ କିଛି ନୂଆ ଲିଷ୍ଟ ଏମାନଙ୍କୁ ପୁଣି ମିଳିବାକୁ ଯାଉଅଛି ଟଙ୍କା ଏବେ ଆପଣମାନେ ଜାଣିଥିବେ ଗତ ଜୁଲାଇ ମାସ 27 ତାରିକରେ କିଷାନ ଯୋଜନା ଅଧୀନରେ 14 ତମ କିସ୍ତିର ଟଙ୍କା ଆସିଥିଲା ଏବେ ମିଳିବାକୁ ଥିବା 15 ତମ କିସ୍ତି ଟଙ୍କା ପୂର୍ବରୁ ପୁଣି ଆସିଗଲା ନୂଆ ଲିଷ୍ଟ ଆସନ୍ତୁ ସମ୍ପୁର୍ଣ୍ଣ ଅପଡେଟ ଜାଣିବା |ପ୍ରଥମେ ଆପଣ ଚାହିଁଲେ ଏହାର ୱେବସାଇଟ ଭିଜିଟ କରିପାରିବ ଯାହା ଲିଙ୍କ ଆମେ ଆପଣଙ୍କୁ ତଳେ ଦେଇ ଦେଇଛୁ |
ଏକଥା ଜାଣି ରଖନ୍ତୁ ଯେ କିଷାନ ଯୋଜନାରେ ପ୍ରତି ସମୟରେ ମଧ୍ୟ ଏହି ସମୟରେ ଅନଲାଇନ ଆପଲାଏ ଏବଂ ରେଜିଷ୍ଟ୍ରେସନ ଚାଲୁ ରହିଛି ଯେମିତିକି କିଛି କିଛି ସମୟ ପାଇଁ କାଳିଆ ଯୋଜନା ଓପନ ହୋଇଥାଏ କିନ୍ତୁ କିଷାନ ଯୋଜନାରେ ସେମିତି ନୁହେଁ |କିଷାନ ଯୋଜନାରେ ଆବେଦନ କରିବାକୁ ହେଲେ ଆପଣ ଓପନ କରି ଦେଖିବେ ନିୟୁ ଫାର୍ମର ରେଜିଷ୍ଟ୍ରେସନ ସବୁବେଳେ ରହିଥାଏ ମାନେ ପୋର୍ଟାଲ ସବୁବେଳେ ଚାଲୁ ରହିଛି ଆପଣମାନେ ଚାହିଁଲେ ଆବେଦନ କରି ପାରିବେ |
ଆଉ ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କ ଲିଷ୍ଟ ମଧ୍ୟ କିଛି କିଛି ସ୍ଥାନରେ ଅପଡେଟ ହେଉଛି ସେମିତି ଜୁଲାଇ 27 ତାରିକରେ ଆମର 14 ତମ କିସ୍ତିର ଟଙ୍କା ଆସିଥିଲା ଏବେ 15 ତମ କିସ୍ତିର ଟଙ୍କା ଆସିବା ପୂର୍ବରୁ ତା ପୂର୍ବରୁ ଲିଷ୍ଟ ଆସିଛି ତେବେ ଆପଣ ଲିଷ୍ଟ ଦେଖିବାକୁ ହେଲେ ସାଇଟରେ ବେନି ଫେସିଆରି ଲିଷ୍ଟ ଲେଖାଯାଇଛି ଆପଣ ସେଥିରେ କ୍ଲିକ କରିବେ ଆଉ ଯଦି ଆପଣ ଭାବୁଥିବେ |
ଏହି ୱେବସାଇଟ ଟି କଣ ଯାହାର ଲିଷ୍ଟ ଆମେ ଦେଇଦେଇଛୁ PM kisan.gov.in ଓପନ କରିବେ |ତାପରେ ଆପଣଙ୍କ ସାମ୍ନାରେ ଆସିଯିବ ଆପଣ ଷ୍ଟେଟ ଦେବେ |ତାପର ଆପଣ ଡିଷ୍ଟ୍ରିଟ ଦେଇଦେବେ ତାପରେ ଆପଣଙ୍କ ସବ ଡିଷ୍ଟ ଦେଇଦେବେ ଆପଣଙ୍କ ବ୍ଲକ ଥିବ ସେହି ବ୍ଲକ ଦେଇଦେବେ ଭିଲେଜ ଆପଣଙ୍କ ଯାହା ଥିବ ଆପଣ ଭିଲେଜ ଦେଇଦେବେ |
ତାପରେ ଆପଣ ଗେଟ ରିପୋର୍ଟରେ କ୍ଲିକ କରିବେ |ତାପରେ ଆପଣଙ୍କ ଲିଷ୍ଟ ଆସିଯିବ ଆପଣ ଦେଖିବେ ଆପଣଙ୍କ ପୁରୁଣା ଲିଷ୍ଟ ଏବଂ ଏବେ ଆସୁଥିବା ନୂଆ ନାମ ଗୁଡିକ ସବୁ ମିଶିକି ଆସୁଛି ତେବେ ଏହି ଲିଷ୍ଟରେ ଯାହାର ନାମ ଥିବ ଆପଣ ପାଇବେ ଆଗାମୀ ଆସିବାକୁ ଥିବା 15 ତମ କିସ୍ତିର ଟଙ୍କା |