ସବୁ ଦିନେ ରାତିରେ ଶୋଇବା ପୂର୍ବରୁ ନିଜ ସ୍ତ୍ରୀଙ୍କ ସହିତ କରନ୍ତୁ ଏହି ଗୋଟିଏ Kama ନିଶ୍ଚିତ ଭାବରେ ହେବେ ଧନୀ ,ଥରେ ନିଶ୍ଚୟ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସବୁ ରାତିରେ ନିଜ ସ୍ତ୍ରୀଙ୍କ ସହିତ କରନ୍ତୁ ଏପରି କାମ ନିଶ୍ଚିତ ଭାବରେ ହୋଇଯିବେ ଧନୀ ଆପଣଙ୍କୁ ଶହେ ଗୁଣା ସଫଳତା ପାଇବାରୁ କେହି ବି ରୋକି ପାରିବେ ନାହିଁ ଏହା ଆଜି ଆମେ ଜାଣିବା ସେହି ପାଞ୍ଚୋଟି ଜିନିଷ କଣ ଯାହା ଆମେ ରାତିରେ କରିବା କଥା ନୁହେଁ ଯାହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଇଥାଆନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ବନ୍ଧୁଗଣ ଆମ ଦିନର ଆରମ୍ଭ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାର ଆରମ୍ଭ ହେଲା ମାତ୍ରେ ଦିନର ଶେଷ ହୋଇଥାଏ |ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ବୋଲି ଆମେ ଦିନ ରାତି ବୋଲି ମାନି ଥାଉ ସେଥିପାଇଁ ଶାସ୍ତ୍ରରେ ଏହାକୁ ମହତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଇଛି |ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ କୌଣସି କାର୍ଯ୍ୟକୁ ଶୁଭ ବୋଲି ମନା ଯାଇନଥାଏ |

କିଛି କାମ ଏମିତି ଅଛି ଯାହାକି ମହିଳା ମାନେ ରାତିରେ କରିବା ଉଚିତ ହୋଇ ନଥାଏ ଏଥି ପାଇଁ ଘରକୁ ଦାରିଦ୍ର୍ୟତା ଆସିଥାଏ |ମହିଳା ମାନେ ଚାହିଁଲେ ଘରକୁ ନର୍କରୁ ସ୍ୱର୍ଗ ବନାଇ ପାରିବେ ଏବଂ କୁଡ଼ିଆରୁ ପ୍ରାସାଦ ବନାଇ ପାରିବେ |ଆପଣମାନେ ଜାଣିଛନ୍ତି ମହିଳା ମାନଙ୍କୁ ଏହି ପାଞ୍ଚୋଟି କଥା କରିବା ଉଚିତ ନୁହେଁ ଯାହା ଦ୍ୱାରା ଘରକୁ ଦୁଃଖ ଏବଂ ଦାରିଦ୍ର୍ୟତା ଆସି ଥାଏ |ତେବେ ଆସନ୍ତୁ ଜାଣିବା ସେହି ଗୁପ୍ତ କଥା ଯାହାକି ରାତିରେ ସ୍ତ୍ରୀ ତା ସ୍ୱାମୀ ସାଙ୍ଗରେ କରିବା କଥା |ପ୍ରଥମ କଥା ହେଉଛି ବହୁତ ମହିଳ ଅଛନ୍ତି ସମୟ ଅଭାବ ହେତୁ ରାତିରେ ଲୁଗା ପଟା ସଫା କରି ଥାଆନ୍ତି ରଙ୍ଗ ଉଡ଼ିଯିବା ଭାବି କପଡା ସବୁ ବାହାରେ ଶୁଖାଇ ଥାଆନ୍ତି କିନ୍ତୁ ଏହା ସବୁ ଠିକ ନୁହେଁ ଏହା ଗୋଟିଏ ପ୍ରକାର ବାସ୍ତୁ ଦୋଷ ଅଟେ

ମନାଯାଏ ଯେ ରାତିରେ ନକରାତ୍ମକ ଶକ୍ତି ପବନରେ ଭ୍ରମଣ କରିଥାଏ ସେଥିପାଇଁ ଏହି ଭୁଲ ରାତିରେ କରନ୍ତୁ ନାହିଁ | ଏମିତି ଲୋକ ବହୁତ ଅଛନ୍ତି ଯେଉଁମାନେ ଅଇଁଠା ବାସନ ରଖି ସୋଇ ଯାଆନ୍ତି ଏହା ଠିକ ନୁହେଁ |ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଘରୁ ଚାଲି ଯାଆନ୍ତି ଯାହା ଦ୍ୱାରା ଅନ୍ୟର ଅଭାବ ସବୁବେଳେ ରହିଥାଏ ଘରକୁ ଦାରିଦ୍ର୍ୟତା ଆସିଥାଏ ସେଥିପାଇଁ ରାତିରେ ସବୁବେଳେ ଅଇଁଠା ବାସନ ସଫା କରି ରଖନ୍ତୁ |କିଛି ଲୋକ ଅଛନ୍ତି ଯେ ବହୁତ ଲୋକ ଏମିତି ଥାଆନ୍ତି ଯେ ସେମାନଙ୍କୁ ଅନ୍ଧାରରେ ଶୋଇବା ପାଇଁ ପସନ୍ଦ ହୋଇଥାଏ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ଧାର ଥିବା ରୁମରେ ଶୋଇବା କଥା ନୁହେଁ ଆଲୁଅରେ ଶୋଇବା ଉଚିତ ଅଟେ ଯାହା ଦ୍ୱାରା ସକରାତ୍ମକ ବଢି ରହିଥାଏ |

ଯଦି ଆପଣ ଦେଶୀ ଘିଅରେ ଦୀପ ଜାଳି ଶୋଇବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି |ଏହା ଥିଲା ସେହି ସବୁ କାମ ଯାହା ରାତିରେ କରିବା ଉଚିତ ନୁହେଁ ଯାହା ଦ୍ୱାରା ନକରାତ୍ମକ ଶକ୍ତି ଆସିଥାଏ |ଏମିତି କିଛି କାମ ରାହିଅଛି ଯାହା ନିଜ ସ୍ତ୍ରୀଙ୍କ ସହିତ ତାହା ସ୍ୱାମୀ କରିବା ଉଚିତ ଅଟେ ଯାହା ଦ୍ୱାରା ସ୍ୱାମୀର ସଫଳତାରେ କେହିବି କାଟି ପାରିବେ ନାହିଁ ଚାଣକ୍ୟ ଯେ ମହାନ ଜ୍ଞାନୀ ଥିଲେ ତାଙ୍କ କହିବା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ମହିଳାଙ୍କୁ ମା ଲକ୍ଷ୍ମୀ ବୋଲି ମନା ଯାଇଥାଏ |

ଚାଣକ୍ୟଙ୍କ କହିବା ଅନୁସାରେ ଗୋଟେ ସ୍ତ୍ରୀ ତାର ସ୍ୱାମୀକୁ ମନ ଭରି ଭଲ ପାଇବା ଉଚିତ ଯଦି ସ୍ୱାମୀ ସ୍ତ୍ରୀଙ୍କ କୌଣସି କଥାକୁ ନେଇ ମନ ଭେଦ ଆସିପାରେ ତାହେଲେ ରାତିରେ ତାହା ଦୂର କରିବା ଉଚିତ ନିଜର ଭଲ ପାଇବାକୁ ଆଗକୁ ବଢାଇବା ଉଚିତ ନିଜର ସମ୍ପର୍କକୁ ମଜଭୁତ ବନାଇବା ଉଚିତ |ଏମିତି ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ |ଏମିତି ଘରକୁ ସ୍ୱର୍ଗ ମନା ଯାଇଥାଏ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ସୁଖ ,ଶାନ୍ତି ,ସମୃଦ୍ଧି ଏବଂ ଧନ ଧନ୍ୟରେ ପରିପୂର୍ଣ୍ଣ ହୋଇଯାଏ |

Leave a Reply

Your email address will not be published. Required fields are marked *