Odisha ରେ ଜନ୍ମ ହେଲା ଏଲିୟନ ଛୁଆ,ଦେଖିକି ଥରି ଉଠିଲେ ଡାକ୍ତରୀ ଟିମ ….ଏମିତି ସମୟରେ ଜନ୍ମ ହେଲା କି, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଏଲିୟନ ପରି ଏକ ସନ୍ତାନ ଜନ୍ମ କଲେ ମହିଳା ଯାହାକୁ ଦେଖି ଡାକ୍ତର ମାନଙ୍କ ମଧ୍ୟ ଉଡ଼ିଗଲା ହୋସ ଯାହା ହେବେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି |ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଗୋଟେ ମା ପାଇଁ ତା ଛୁଆ ହେଉଛି ଭଗବାନ ଦେଇଥିବା ଏକ ସୁନ୍ଦର ଉପହାର ପିଲାଟି ଯେମିତି ହେଉନା କାହିଁକି ପ୍ରସବ କରୂଥିବା ମା ଏହାକୁ ଦୁନିଆର ସବୁଠାରୁ ସମସ୍ତ ଅସୁବିଧାରେ ରକ୍ଷା କରିବାରେ ଆଗରେ ରହିଥାଏ |

ଯେତେବେଳେ ଈଶ୍ୱର ସନ୍ତାନଙ୍କୁ ଦୁନିଆର ଅଜବ ରୋଗ କିମ୍ବା ସମସ୍ୟା ସହିତ ପୃଥିବୀ କୁ ପଠାନ୍ତି ସେତେବେଳେ ଏକ ମା ର ହୃଦୟ ଅଧିକ ଭାଙ୍ଗିଯାଏ |ପ୍ରତ୍ୟକ ଗର୍ଭବତୀ ମହିଳା ଚାହାଁନ୍ତି ଯେ ଶିଶୁ ସୁସ୍ଥ ରୁହନ୍ତୁ ପ୍ରତ୍ୟକ ରୋଗ ବା ବ୍ୟାଧିରୁ ମୁକ୍ତି ରୁହନ୍ତୁ ଯଦିଓ ଏହା ପ୍ରତ୍ୟକ ଥର ଘଟେ ନାହିଁ କେତେକ ଶିଶୁ ଏପରି ଜନ୍ମ ଗତ ଦୋଷ ସହିତ ଜନ୍ମ ହୁଅନ୍ତି |

ଡାକ୍ତର ମାନେ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବାରେ ବିଫଳ ହୁଅନ୍ତି ଆଜି କାଲି ସୋସିଆଲ ମେଡିଆରେ ଏମିତି ଏକ ମାମଲା ଦେଖିବାକୁ ମିଳିଛି ତେବେ ଏହା ସୋସିଆଲ ମେଡିଆରେ ବହୁତ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଏକ ଶିଶୁ ଦେଖାଯାଉଛି |

ତେବେ ଯିଏ କି ବହୁତ ଅଦ୍ଭୁତ ଜନ୍ମଗତ ଦୋଷରେ ଜନ୍ମ ନେଇଛି ଏହା ଦେଖି ମାର ହୃଦୟ ମଧ୍ୟ ଚକିତ ହୋଇଯାଇଛି |ଫୋଟରେ ଏହା ଦେଖିବାକୁ ମିଳୁଛି ଯେ ଶିଶୁର ଶରୀର ପୁରା ଯାକ ଧଳା ହୋଇ ଯାଉଛି |ତେବେ ଯେପରି ଦେଖା ଯାଉଛି |

ତାଙ୍କ ଚର୍ମ ସିମେଣ୍ଟରେ ତିଆରି ଶିଶୁର ଶରୀରରେ ଅନେକ ଖାର ମଧ୍ୟ ଦେଖାଯାଏ ଆଖି ଏବଂ ପାଟି ଲାଲ ରଙ୍ଗର ହୋଇଥିବା ବେଳେ ସମଗ୍ର ଶରୀର ଧଳା ସିମେଣ୍ଟ ଭଳି ଦେଖାଯାଉଛି ଯାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *