Malika ବଚନ ;ଇତିହାସ ରଚିଲା ଭାରତ ,ଚନ୍ଦ୍ରଯାନ-3 ର ସଫଳତାକୁ ନେଇ ଏପରି କହିଲେ ISRO ,ଚନ୍ଦ୍ରରେ ଅଛି ଏହି …..ଜାଣନ୍ତୁ କଣ |

ନମସ୍କାର ଦର୍ଶକବନ୍ଧୁ ଏବେ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ଭରି ଆନନ୍ଦର ଲହରୀ ଖେଳିଯାଇଛି ଚନ୍ଦ୍ରଯାନ-3 ର ସଫଳତା କୁ ନେଇ ଯେତେବେଳେ ରୁଷର ଚନ୍ଦ୍ରଯାନ ଅସଫଳ ପରେ ସମସ୍ତଙ୍କ ମନ ଭିତରେ ଏକ ଉଦବେଗ ଏବଂ ଉତ୍କଣ୍ଠା ଗୋଟିଏ ଜୋରରେ ଧରିଛି ମହାପ୍ରଭୁଙ୍କ କୃପାରୁ ଚନ୍ଦ୍ରଯାନ-3 ମଧ୍ୟ ସଫଳ ହେଲା କାହିଁକିନା ନିକଟରେ ଇସ୍ରୋର ବୈଜ୍ଞାନିକ ମାନଙ୍କ ଆଖିର ଲୁହ ଦେଖିଥିବେ |2019 ମସିହାରେ ଯେତେବେଳେ ଚନ୍ଦ୍ରଯାନ ଅସଫଳ ହେଲା ତାପରେ ସେମାନେ ବହୁତ ଚେଷ୍ଟା ଚଲାଇଲେ ଶେଷରେ ପ୍ରଭୁଙ୍କ କୃପାରୁ ସଫଳ ହେଲା କୋଟି ପ୍ରଣାମ କରିବୁ ଆଉ ତାଙ୍କୁ ଶୁବେଛା ଦେବୁ ଆମର ଏହି ଛୋଟ ଚ୍ୟାନେଲ ଜରିଆରେ |ଚନ୍ଦ୍ର ଯାନ-3 ସଫଳତା ପ୍ରାପ୍ତି କଲାପରେ ଆମେ କିଛି ସୁବିଧା ପାଇବା ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ପ୍ରାପ୍ତି କରିବା |

ଦେଖନ୍ତୁ ଚନ୍ଦ୍ରରେ ରହିଅଛି ହିଲିୟମ ଗ୍ୟାସ ଯେଉଁ ହିଲିୟମ -3 ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧି ଅଛି ଏହି ଗ୍ୟାସ ଯଦି ପୃଥିବୀକୁ ଅଣାଯିବ ବହୁତ ସୁବିଧା ହେବ |ଜଣ ଜଣକ ମନରେ ପ୍ରଶ୍ନ ଥିଲା ଯେ ଚନ୍ଦ୍ରଯାନ କାହିଁକି ଯାଉଛି ଚନ୍ଦ୍ରକୁ ଯାଇ କଣ କରିବ ଏହାର ଉତ୍ତର କେବଳ ଏତିକି ଏହି ଗ୍ୟାସ ଯଦି ଚନ୍ଦ୍ରରୁ ଅଣାଯାଇ ପାରିବ ପୃଥିବକୁ ଏହା ବହୁତ କମ ପରିମାଣରେ ପୃଥିବୀରେ ରହିଅଛି |ହିଲିୟମ -3 ଏହି ଗ୍ୟାସକୁ ଯଦି ପୃଥିବୀ ଲୋକକୁ ଆଣିବ ଏହା ମେଡିକାଲ ସାଇନ୍ସ ରେ ଏକ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଆଣିବ ଯାହାକି କ୍ୟାନ୍ସର ଏବଂ ଫୁସଫୁସ ରୋଗ ଭଲ ହୋଇପାରିବ |

ବହୁତ ଚିକିତ୍ସା ବିଜ୍ଞାନରେ ମଧ୍ୟ ଉନ୍ନତି ହେବ ଏବେ ମଧ୍ୟ ଜଳର ସନ୍ଧାନ ଚନ୍ଦ୍ରରେ ମିଳିଅଛି ସେହି ଜଳକୁ ମଧ୍ୟ ପୃଥିବୀ ଲୋକକୁ ଆସିବାର ବ୍ୟବସ୍ତା କରାଯିବ ଖାଲି ସେତିକି ନୁହେଁ ହିଲିୟମ ଗ୍ୟାସ ପଦାର୍ଥ ବିଜ୍ଞାନର ଗବେଷଣାରେ ମଧ୍ୟ ବହୁତ କାର୍ଯ୍ୟକାରୀ ହେବ ଆଉ ଆପଣ ଜାଣିଛନ୍ତି ଉଚ୍ଚ ସମ୍ପନ୍ନ ଫ୍ରିଜ ଏବଂ ଏସିରେ ମଧ୍ୟ ଏହି ହିଲିୟମ ଗ୍ୟାସର ଆବଶ୍ୟକତା ରହିଅଛି ଯାହାକି ପୃଥିବୀରେ କମ ମଜଭୁତ ଅଛି ଯାହା ଚନ୍ଦ୍ରରୁ ଆସିବ |ଯାହା ଏବେକାର ବିଜ୍ଞାନ ମାନେ ମଧ୍ୟ କହୁଛନ୍ତି ଏହାକୁ ନେଇ ମାଳିକା କଣ କହୁଛି ଜାଣନ୍ତୁ |

ମହାପୁରୁଷ ଲେଖିଥିଲେ ଯେ କଳିଯୁଗରେ ଏହି ଘଟଣା ଘଟିବ ମହାପୁରୁଷ ଏହି ଘଟଣା ସମ୍ପର୍କରେ କହିଲେ ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ କଳିଯୁଗରେ ଲୋକମାନେ ନିଶ୍ଚିତ ଭାବରେ ଚନ୍ଦ୍ରକୁ ଯିବେ ଚନ୍ଦ୍ରରେ ପାଦ ଥାପିବେ |600 ବର୍ଷ ତଳେ ଶାଳ ପତ୍ର ପୋଥିରେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ କଳିଯୁଗରେ ଜ୍ଞାନକୁ କାହାର ଖାତିର ନଥିବ ବଢିବ ବିଜ୍ଞାନ ବାହୁ ଚନ୍ଦ୍ର ମଣ୍ଡଳରେ ଲୋକେ ପଶିଯିବେ ଲୋକେ ହେବେ ହାଉଯାଉ |

ମହାପୁରୁଷ କହିଛନ୍ତି ଯେ କଳିଯୁଗରେ ଲୋକମାନେ ଚନ୍ଦ୍ରରେ ପାଦ ଥାପିବେ ଆଉ ଚନ୍ଦ୍ର ଯାନର ସଫଳତା କଥା କହିଛନ୍ତି ଆଉ ଅନେକ ଲୋକ ଯାଇ ଚନ୍ଦ୍ର ମଣ୍ଡଳରେ ଜାଗା କିଣିଲେନି ଆଉ ଯେଉଁ ପିଲାବେଳେ ଆମେ ଗପ ଶୁଣୁଥିଲେ ଜହ୍ନ ରାଇଜରେ ଜାଗାଟେ କିଣିଛି ଆଉ ପ୍ରକୃତରେ ଏବେ ଏହି କଥାର ସତ୍ୟ ହେଲା |

Leave a Reply

Your email address will not be published. Required fields are marked *