କାହାକୁ କିଛି ନଜଣାଇ ଚୁପଚାପ କରନ୍ତୁ ଏହି ଦୁଇଟି ଛୋଟ ଉପାୟ ,ଛପର ଫାଡ଼ି ମାଡ଼ି ଆସିବ Dhana ହୋଇଯିବେ ମାଲାମାଲ ଥରେ ନିଶ୍ଚୟ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଦୁଇଟି ଛୋଟ ଛୋଟ ଉପାୟ କହିବୁ ଯାହା ପ୍ରୟୋଗ କରନ୍ତି ତେବେ ଗୃହର ସର୍ବ ସିଦ୍ଧ ମଙ୍ଗଳ ହୋଇଥାଏ ଏବଂ ଆପଣଙ୍କ ଗୃହରେ ଯଦି କୌଣସି ପ୍ରକାର ବାସ୍ତୁ ଦୋଷ କିମ୍ବା କୌଣସି ପ୍ରକାର ଦୋଷ ଚାଲିଥାଏ ଯାହା ଫଳରେ ଆପଣଙ୍କ ଘରେ ସଦା ସର୍ବଦା କଳି ଝଗଡ଼ା ବା କୌଣସି ପ୍ରକାର ସମସ୍ୟା ଲାଗି ରହିଥାଏ ତେବେ ସେସବୁ ମଧ୍ୟ ଦୂର ହୋଇଯାଏ ତେବେ ଆସନ୍ତୁ ଜାଣିବା ସେହି ଛୋଟ ଦୁଇଟି ଉପାୟ ଯାହା ଆପଣ ସହଜରେ କରିପାରିବେ |

ତେବେ ଜାଣନ୍ତୁ ପ୍ରଥମ ଉପାୟଟି ହେଉଛି ଆପଣଙ୍କ ଗୃହକୁ ସପ୍ତାହରେ ଥରେ ଲୁଣ ପାଣିରେ ଆପଣ ଯେଉଁ ଘରକୁ ପୋଛୁ ଛନ୍ତି ଯେଉଁ କପଡ଼ା ଦ୍ୱାରା ଓଦା କପଡ଼ା କରି ପୋଛୁ ଛନ୍ତି ସେହି ପାଣିରେ ଟିକେ ଲୁଣ ପକେଇଦେବେ ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରରେ କଳି ଝଗଡ଼ା କମ ହୋଇଥାଏ ଏବଂ ଗୃହରେ କୌଣସି ପ୍ରକାର ନକରାତ୍ମକ ଉର୍ଜା ପ୍ରବେଶ କରିନଥାଏ ଏହା ସପ୍ତାହକୁ ଥରେ ହୁଏ ଯେପର୍ଯ୍ୟନ୍ତ ଏଭଳି ସମସ୍ୟା ଦୂର ହୋଇନଥାଏ |ସେ ପର୍ଯ୍ୟନ୍ତ ଆପଣ ପ୍ରୟୋଗ କରିବେ ଦେଖିବେ ନିଶ୍ଚିତ ଭାବରେ କାମ କରିବ |

ଦ୍ୱିତୀୟ ଉପାୟଟି ହେଉଛି ଆପଣ ପ୍ରତି ମାସରେ ଦୁଇ ଥର ଆପଣମାନେ ଗାଈର ଗୋବରକୁ ଶୁଖାଇ ଲୋବନ ଗୁଣ୍ଡ ଯାହାକି ପୂଜା ସାମଗ୍ରୀ ଦୋକାନରେ ମିଳିବ ତେଣୁ ତାକୁ ଆଣି ସୁଖୀ ଯାଇଥିବା ଗୋବର ତାହା ମଧ୍ୟରେ ପକାଇ ନିଆଁ ଲଗାଇବେ |ନିଆଁ ଲଗାଇବା ପରେ ଦେଖିବେ ଯେମିତି ଧୂଆଁ ହେବା ଦରକାର ତାକୁ ଆପଣ ଜଳେଇବେ ନାହିଁ |ଏହି ଧୂଆଁକୁ ଆପଣମାନେ ସନ୍ଧ୍ୟା ସମୟରେ ଉପଯୋଗ କରିବେ ଏହା ଅତି ଛୋଟ ଉପାୟ କିନ୍ତୁ ବହୁତ ଭଲ କାମ ଦେଇଥାଏ |

ଯଦି ଆପଣଙ୍କ ଘରେ କୌଣସି ପ୍ରକାର ସମସ୍ୟା ରହିଛି ଯଦି ଆର୍ଥିକ ସମସ୍ୟା ହେଉ ବା ପାରିବାରିକ ଅଶାନ୍ତି ହେଉ ବା କୌଣସି ରୋଗ ଜନିତ ସମସ୍ୟା ହେଉ ଥରେ ଏହି ଉପାୟ କରନ୍ତୁ ଏହା ନିଶ୍ଚିତ ଭାବରେ କାମ ଦେବ |

Leave a Reply

Your email address will not be published. Required fields are marked *