ଏବେ ଏବେ ପୁଣି ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର, School ଛୁଟିକୁ ନେଇ ସରକାର କଲେ ବଡ ଘୋଷଣା, ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ପ୍ରାଥମିକ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆଉ କିଛି ନୂଆ ଅପଡେଟ ସେପ୍ଟମ୍ବର 5 ରୁ ସ୍କୁଲରେ ଝୁଲିବ ତାଲା ହେଲେ ଏନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣି ରଖିବା ଜରୁରୀ |ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ପ୍ରତିଶୃତି ନରଖିଲେ ଗୁରୁ ଦିବସରୁ ପୁଣି ଗର୍ଜନ ସରକାରଙ୍କ ସହ ଆଲୋଚନା ପରେ ବିଭିନ୍ନ ଦାବି ନେଇ ତିନି ଦିନ ଧରି ଆସ୍ତା ଆହ୍ୱାନ ରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ସ୍ଥଗିତ ହୋଇଛି |

ପ୍ରତିଶୃତି ଅନୁସାରେ ସରକାର ପଦକ୍ଷେପ ନ ନେଲେ ପୁଣି ଗୁରୁ ଦିବସରୁ ପଚାଶ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଏହି ଅସ୍ତା ପକ୍ଷରୁ କୁହାଯାଇଛି |ସୂଚନା ଅନୁସାରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିବା ପରେ ସଙ୍ଘଟନର ସଭାପତି କାର୍ଯ୍ୟକାରୀ ସଭାପତି ,ସାଧାରଣ ସମ୍ପାଦକ ,ଯୁଗ୍ମ ସାଧାରଣ ସମ୍ପାଦକ କସାଧ୍ୟକ ଯାଇଥିଲେ ମୁଖ୍ୟ ସଚିବ ଏବଂ ବିଭାଗୀୟ ସଚିବଙ୍କ ସହିତ ପୃଥକ ଭାବରେ ଆଲୋଚନା ହୋଇଥିଲା |

ସଙ୍ଘଟନ ପୁନର୍ବାର ସରକାରଙ୍କ ଉପରେ ବିଶ୍ୱାସ ରଖି ଆନ୍ଦୋଳନ ସ୍ଥଗିତ ରଖିଛି ବୋଲି ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ପ୍ରତିଶୃତି ଅନୁଯାଇ ସେପ୍ଟେମ୍ବର 4 ପୂର୍ବରୁ ଆଣ୍ଟ ମନ୍ତ୍ରୀ ସ୍ତରୀୟ ବୈଠକ ବସି ଶେଷ ନିଷ୍ପତି ନିଆ ନଗଲେ ଗୁରୁ ଦିବସ ଦିନ ପୁଣି ଆନ୍ଦୋଳନ କରାଯିବ |ସେହି ଦିନ 50,000 ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଗାନ୍ଧୀ ମାର୍ଗରେ ଶୋଇବେ |

କୌଣସି ବିଧାୟକ ଏବଂ ମନ୍ତ୍ରୀଙ୍କୁ ବିଧାନସଭା ଭିତରକୁ ଛଡ଼ା ଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି ଗାନ୍ଧୀ ମାର୍ଗରେ ଚାଲୁଥିବା ଆହା ରାତ୍ର ଗଣ ଧାରଣାର ତୃତୀୟ ଦିବସରେ ହଜାର ହଜାର ଶିକ୍ଷକ ଏକତ୍ରିତ ହୋଇଥିଲେ ସମସ୍ୟା ସମାଧାନ ନହେବା ଯାଏ |

ଆନ୍ଦୋଳନ ଚାଲିବ ବୋଲି ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି |ଅନ୍ୟପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମହନ ମାଝିଙ୍କ ସମେତ ଛଅ ଜଣ ବିଧାୟକ ଏବଂ ବିଧାୟିକା ଏହି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିବା ଅଷ୍ଟର ସମ୍ପାଦକ ଶ୍ରୀ ଦାସ କହିଛନ୍ତି |

Leave a Reply

Your email address will not be published. Required fields are marked *