ନମସ୍କାର ଦର୍ଶକବନ୍ଧୁ 30 ଅଗଷ୍ଟରେ ପାଳନ ହେବାକୁ ଯାଉଅଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଭାବରେ ମନାଯାଏ ପୂର୍ଣ୍ଣିମାରେ ଗ୍ରହମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିବ ବିଶେଷ ଯୋଗ ଏହି ଯୋଗ କାରଣରୁ ଏହି 6 ଗୋଟି ରାଶିର ଭାଗ୍ୟ ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ତୃଟି ରହିବାକୁ ଯାଉଅଛି |ଏହି 4 ଗୋଟି ରାଶିର ବ୍ୟକ୍ତିମାନଙ୍କୁ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ମିଳିବାକୁ ଯାଉଅଛି ଗ୍ରହମାନଙ୍କ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେତୁ ସମସ୍ତ ଲୋକମାନଙ୍କ ଜୀବନରେ କିଛିନା କିଛି ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ ଯେଉଁ ବି ରାଶି ଉପରେ ଗ୍ରହମାନଙ୍କ ସ୍ଥିତି ଠିକ ରହିଥାଏ ବା ଅନୁକୂଳ ରହିଥାଏ ସେମାନଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ |କିନ୍ତୁ ଯଦି କୌଣସି ରାଶି ଉପରେ ଗ୍ରହମାନଙ୍କ ସ୍ଥିତି ପ୍ରତିକୂଳ ରହିଥାଏ ସେହି ଲୋକମାନଙ୍କୁ ବହୁତ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାକ୍ଷୀ ପୂର୍ଣ୍ଣିମାରେ ବନୁଅଛି ଅଦ୍ଭୁତ ମହାସଂଯୋଗ ଯାହା ଫଳରେ ଏହି 4 ରାଶିର ଲୋକମଙ୍କୁ ଅପାର କୃପା ମିଳିବାକୁ ଯାଉଅଛି |ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିନେବା |
ମିଥୁନ ରାଶି -ଏହି ରାଶିର ଲୋକମାନଙ୍କୁ ଏହି ଶ୍ରାବଣ ପୂର୍ଣ୍ଣିମା ପରଠାରୁ ଏମାନଙ୍କ ଦିନ ଗୁଡ଼ିକ ବହୁତ ଶୁଭ ହେବାକୁ ଯାଉଅଛି ବହୁତ ଦିନ ପରେ ଏହି ମିଥୁନ ରାଶିର ଲୋକମାନଙ୍କ ଜୀବନରେ ଖରାପ ସମୟ ଶେଷ ହେବାକୁ ଯାଉଅଛି ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହା ଫଳରେ ଏହି ରାଶିର ଲୋକମାନଙ୍କୁ ବହୁତ ବଡ଼ ସଫଳତା ପ୍ରାପ୍ତ ହେବାକୁ ଯାଉଅଛି |ଏମାନଙ୍କ ଭାଗ୍ୟ ଅଚାନକ ଭାବରେ ଚମକିବ ଓ ବ୍ୟାପାର ବାଣିଜ୍ୟ ସଫଳତା ମିଳିବାର ସମ୍ଭାବନା ରହିଛି ଏବଂ ଧନପ୍ରାପ୍ତି ମଧ୍ୟ ଏମାନଙ୍କୁ ହେବାକୁ ଯାଉଅଛି |ଏହି ସମୟ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେ ଉତ୍ତୀର୍ଣ ହେବେ ଦାମ୍ପତ୍ୟ ଜୀବନ ଆପଣଙ୍କ ସୁଖମୟ ରହିବ |
କୁମ୍ଭ ରାଶି -ଏହି ରାଶିର ଲୋକମାନଙ୍କୁ ନିଜର ପରିଶ୍ରମରେ ଏବେ ସମ୍ପୂର୍ଣ୍ଣ ଲାଭ ମିଳିବାକୁ ଯାଉଅଛି ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନେ ଧନଵାନ ହେବାକୁ ଯାଉଛନ୍ତି ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଏମାନଙ୍କ ସମୟ ବହୁତ ଶୁଭ ରହିବାର ଅଛି ଏମାନଙ୍କ ଲଭ ଲାଇଫ ବହୁତ ରୋମାଣ୍ଟିକ ରହିବ |ଅବିବାହିତ ଲୋକ ମାନଙ୍କୁ ବିଦେଶରୁ ବିବାହର ପ୍ରସ୍ତାବ ମଧ୍ୟ |ଆସିପାରେ ଏମାନଙ୍କ କୁଣ୍ଡଳୀରେ ଅନେକ ଧନ ଲାଭର ଯୋଗ ମଧ୍ୟ ବନୁଅଛି ଏମାନେ କୌଣସି ଦିଗରୁ ଅଚାନକ ଭାବରେ ଧନ ପ୍ରାପ୍ତି ମଧ୍ୟ କରି ପାରନ୍ତି |ବୈଦେଶିକ ଧନରୁ ମଧ୍ୟ ଏମାନେ ଲାଭ ପ୍ରାପ୍ତି କରିବେ |ବିଦେଶରେ ଯେଉଁମାନେ ଚାକିରୀ କରିଛନ୍ତି ସେମାନଙ୍କୁ ଅଚାନକ କୌଣସି ଦିଗରୁ ଧନ ପ୍ରାପ୍ତି ହେବ |
କନ୍ୟା ରାଶି -ଏହି ରାଶିର ଲୋକମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ପରଠାରୁ ବହୁତ ବଡ଼ ସଫଳତା ମିଳିବାକୁ ଯାଉଅଛି ଏମାନଙ୍କୁ ଜୀବନରେ ସଫଳତା ହାସଲ କରିବା ଠାରୁ ଆଉ କେହିବି ଅଟକାଇ ପାରିବେ ନାହିଁ |କାରଣ ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଅଛି ଯାହା ଫଳରେ ବଜାରରେ ନିବେଶ କରିଥିବା ପଇସାର ଅଚାନକ ଭାବିବାରେ ଲାଭ କରିବାର ସଫଳତା ରହିଛି |ଅଚାନକ ଭାବରେ କୌଣସି ଗୁପ୍ତ ଧନ ଏମାନଙ୍କ ପାଖକୁ ଆସିପାରେ ଏବଂ ଯେଉଁ ଧନ ଏମାନଙ୍କ ଅଟକି ରହିଛି ତାହା ମଧ୍ୟ ଏମାନଙ୍କ ପାଖକୁ ଫେରି ଆସିବ |ବିଜନେସରେ ଏମାନେ ବହୁତ ବଡ଼ ଲାଭ କରିବାକୁ ଯାଉଛନ୍ତି |
ଧନୁ ରାଶି -ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ମାତା ଲକ୍ଷ୍ମୀ ଅଶେଷ କୃପା ପ୍ରାପ୍ତ ହେବାକୁ ଯାଉଅଛି ଯାହା ଫଳରେ ଏହି ରାଶିର ଲୋକମାନଙ୍କ ପରିବାରରେ ସହଯୋଗ ପ୍ରାପ୍ତ ହେବ |ଘରକୁ କୁଣିଆ ମାନଙ୍କ ଆଗମନ ମଧ୍ୟ ହୋଇପାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଦିନଟି ବହୁତ ଶୁଭ ରହିଛି ଏମାନଙ୍କୁ କୌଣସି ଶୁଭ ଖବର ପ୍ରାପ୍ତି ହୋଇପାରେ |ଚାକିରୀ ପାଇଁ ପ୍ରସ୍ତାବ ମଧ୍ୟ ଆସିପାରେ ଏମାନଙ୍କ ଜୀବନରେ ଅପାର ଖୁସି ଆସିବ ଆର୍ଥିକ ସ୍ଥିତିରେ ସୁଧାର ଆସିବା ଦେଖା ଦେଉଛି ଏମାନେ କୌଣସି ଦିଗରୁ ଧନ ପ୍ରାପ୍ତି ମଧ୍ୟ କରିପାରନ୍ତି |