ସରକାର କରିଲେ ବଡ଼ ଘୋଷଣା ଏବେ ଆପଣମାନଙ୍କୁ ମିଳିବାକୁ ଯାଉଛି ଏହି Schemeର ଲାଭ ,ଶୀଘ୍ର ଦେଖନ୍ତୁ ଆପଣ ମଧ୍ୟ ପାଇପାରିବେ ଏପରି ଲାଭ |

ନମସ୍କାର ଦର୍ଶକବନ୍ଧୁ ଦେଖନ୍ତୁ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶ୍ରିମ ସ୍କିମ MSME କ୍ଷେତ୍ରର ନିବେଶ ପାଇଁ ଋଣ ନିହାତି ଯୋଗାଇଦେବେ ରାଜ୍ୟ ସରକାର ତେବେ ପୁଣି ଆସିଲା ବହୁତ ବଡ଼ ଘୋଷଣା ରାଜ୍ୟ ସରକାରଙ୍କ ତରଫରୁ ଯଦି ଆପଣମାନେ ମଧ୍ୟ ଋଣ ଚାହୁଁଥିବେ ଏ ହେଉଛି କିଛି ନୂଆ ଅପଡେଟ MSME କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହେଲା ନୂଆ ଯୋଜନା ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍କିମ ଫର ରି ଇମ୍ବର୍ସମେଣ୍ଟ ଅଫ ଇଂଟରେଷ୍ଟ ଟୁ MSME ବା ଶ୍ରିମ ସ୍କିମ |

MSME କ୍ଷେତ୍ରରେ ନିବେଶ ପାଇଁ ଋଣ ନିହାତି ଯୋଗାଇଦେବେ ରାଜ୍ୟ ସରକାର ଯୋଜନା ଅନୁସାରେ MSME ସେକ୍ଟରରେ ଦଶ ଲକ୍ଷ କୋଟି ନିବେଶ କରିଥିବା ନିବେଶକଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ କରିବେ ରାଜ୍ୟ ସରକାର ସେହିପରି ଦଶରୁ ପଚାଶ ଲକ୍ଷ ନିବେଶ କରିଥିବା ନିବେଶକଙ୍କୁ 75 ପ୍ରତିଶତ ପଚାଶ ଲକ୍ଷରୁ ଏକ କୋଟି ଯାଏ ପଚାଶ ପ୍ରତିଶତ |

ଏକ କୋଟିରୁ ତିନି କୋଟିରୁ ନିବେଶ କାରୀଙ୍କୁ 25 ପ୍ରତିଶତ ଋଣ ନିହାତି ଯୋଗାଇଦେବେ ରାଜ୍ୟ ସରକାର |ଓଡ଼ିଶାରେ ଶିଳ୍ପାୟନ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି ଗ୍ରାମାଞ୍ଚଳରେ ବ୍ୟାପକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ବ୍ୟବସ୍ତା କରିଛନ୍ତି |

ଯେଉଁଥିରେ MSME ସେକ୍ଟରରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଉଦ୍ୟୋଗୀ ସେଥିପାଇଁ ନୂଆ ଯୋଜନା ଅନେକ ରିହାତିର ବ୍ୟବସ୍ଥା କରାଯାଇଛି |ଖୁବ ଶୀଘ୍ର ଶ୍ରୀମ ସ୍କିମ ଯୋଜନାର ରୂପ ଲେଖ ପ୍ରସ୍ତୁତ କରାଯିବ |

Leave a Reply

Your email address will not be published. Required fields are marked *