ନମସ୍କାର ଦର୍ଶକବନ୍ଧୁ ଗୋଟିଏ ହାପୁର ଅଞ୍ଚଳର ବାଇକରେ ସାତ ଜଣ ଯୁବକ ତେବେ ଜାଗା ନେହବାରୁ କାନ୍ଧରେ ବସିଲେ ଯୁବକ ଭିଡିଓ ହେଲା ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ସଡ଼କ ଦୁର୍ଘଟଣାକୁ ରୋକିବା ସରକାର ପ୍ରତିଦିନ ନୂତନ ଏବଂ କଠୋର ଟ୍ରାଫିକ ନିୟମ ଲାଗୁ କରୁଛନ୍ତି ଏସବୁ ସତ୍ୱେ ଗାଁ ର ଲୋକେ ସବୁ ନିୟମକୁ ଅତିକ୍ରମ କରି ଗାଡ଼ି ଚଳାଉଛନ୍ତି |
କେବଳ ଗାଁ ରେ ନୁହେଁ ସହରରେ ପ୍ରତିଦିନ ମଧ୍ୟ ପ୍ରତ୍ୟକ ଲୋକ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି ତେବେ କିଏ କିଏ ନିଜ ହାତରେ ହେଲମେଟ ଟାଙ୍ଗୁଛନ୍ତି ହେଲେ ଏହାକୁ ପିନ୍ଧୁ ନାହାଁନ୍ତି |ଅନ୍ୟପଟେ କେହି କେହି ଚାରିରୁ ପାଞ୍ଚ ଜଣ ଲୋକ ବାଇକରେ ବସୁଛନ୍ତି ପ୍ରାୟତଃ ଯେଉଁମାନେ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ଖବର ସୋସିଆଲ ମେଡିଆରେ ଭାଇରଲ ହୁଏ |
ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏଭଳି ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ଯେଉଁଥିରେ ସାତ ଜଣ ପୁଅ ଗୋଟିଏ ବାଇକରେ ଏକାଠି ବସିଥିବାର ନଜର ଆସୁଛନ୍ତି ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ସେହି ବାଇକରେ ଜାଗା ନହେବାରୁ ଜଣେ ଯୁବକ ଅନ୍ୟ ଜଣକ କାନ୍ଧରେ ବସିଛି |
ଲୋକମାନେ ଏହି ବଳକଙ୍କ କୀର୍ତ୍ତି ନାମ ଦେଖି ଚିନ୍ତିତ ରହିଥିବା ବେଳେ ଅନ୍ୟପଟେ ଏହି ବାଇକରେ ଯାଉଥିବା ଯୁବକ ମାନଙ୍କ ମୁହଁରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ କରୁଥିବାର ଦେଖାଯାଉଛି ଖବର ଅନୁସାରେ ଏହି ଘଟଣାଟି ଉତ୍ତରପ୍ରଦେଶର ହାପୁରା ଅଞ୍ଚଳର |