ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ଘରୁ ଆସିଲା ବହୁତ ବଡ଼ ଦୁଖଦଃ ଖବର ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ଅଛନ୍ତି ନାଚ ହେଉ କିମ୍ବା ଗୀତ ଆମ ଦେଶ ଭାରତ ସବୁଠାରୁ ଆଗରେ | ଆପଣମାନେ ଦେଖିଥିବେ ଜଣେ ସାଧାରଣ ଲୋକର ମୃ-ତ୍ୟୁ ହେଲେ ତାଙ୍କ ପାଇଁ କେହି ଆଖିରୁ ଟୋପେ ଲୁହ ଗଡ଼ାଇ ନଥାନ୍ତି |
ଯଦି ଜଣେ ସେଲିବ୍ରେଟିର ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼ାଇ ଥାଆନ୍ତି କାରଣ ସେ ନିଜ କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ବେଶ ଲୋକପ୍ରିୟତା ହାସଲ କରିଥାଆନ୍ତି |ଓ ମାଇଁ ଗଡ଼ର ସଫଳତାକୁ ଉପଭୋଗ କରୁଥିବା ବେଳେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଛି ତାଙ୍କ ପିତା ପଣ୍ଡିତ ବନାରସ ତ୍ରିପାଠୀଙ୍କ ଦେ-ହା-ନ୍ତ ହୋଇଛି |
ମୃ-ତ୍ୟୁ ବେଳକୁ ତାଙ୍କୁ ପ୍ରାୟ 98 ବର୍ଷ ବୟସ ହୋଇଥିଲା ସେ ତାଙ୍କ ଜନ୍ମ ସ୍ଥାନ ବେଲା ସାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |ପଙ୍କଜ ତ୍ରିପାଠୀ ତାଙ୍କ ପିତାଙ୍କ ସହ ଅତି ଘନିଷ୍ଟ ହୋଇଥିଲେ ପିତାଙ୍କ ବିୟୋଗରେ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି |ତାଙ୍କ ପିତାଙ୍କ କିଛି ରୋଗ ଏବଂ ବୟସ କାରଣରୁ ଦେ-ହା-ନ୍ତ ହୋଇଛି |
ପଙ୍କଜ ତ୍ରିପାଠୀ ତାଙ୍କ ବାପାଙ୍କ ମୃ-ତ୍ୟୁ ଖବର ଶୁଣି ଗାଁ କୁ ଚାଲି ଯାଇଛନ୍ତି |ତେବେ ତାଙ୍କ ପିତାଙ୍କ ବିୟୋଗରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |