ନମସ୍କାର ଦର୍ଶକବନ୍ଧୁ ସମସ୍ତଙ୍କ ପାଇଁ ସ୍କୁଲ ଲାଇଫ ଏକ ଅଭୁଲା ଦିନ ଅଟେ ଛୋଟ ବେଳେ ଯଦି ଆମକୁ ସ୍କୁଲ ଯିବା ପାଇଁ ଭଲ ଯାଇନଥାଏ ଆଉ ଆମେ ବେଳେବେଳେ ସେହି ସ୍କୁଲ ଲାଇଫକୁ ମନେ ପକାଇ ବେଳେବେଳେ ହସି ପକାଉ ଏମିତିରେ ସ୍କୁଲ ମାନଙ୍କରେ କିଛିନା କିଛି ନିୟମ କାନୁନ ରହିଥାଏ ଯାହା ସମସ୍ତ ପିଲାଙ୍କୁ ମାନିବାକୁ ପଡ଼ିଥାଏ କିନ୍ତୁ ଦୁନିଆରେ ଏମିତି କିଛି ସ୍କୁଲ ଅଛି ଯାହାର ନିୟମ ଅଲଗା ପ୍ରକାର ସେହି ସ୍କୁଲ ଭିତରୁ ଚୀନ ସ୍କୁଲ ଅନ୍ୟତମ ତେବେ ଆସନ୍ତୁ ଜାଣିବା ଚୀନର ସେହି ସ୍କୁଲ ମାନଙ୍କ ଅଜବ ନିୟମ |
ନମ୍ବର 1 କ୍ଲାସରେ ରୁମରେ ଶୋଇବା ପାଇଁ ଅନୁମତି ଦେବା ଏ ନିୟମ ଶୁଣି ଆପଣ ମଧ୍ୟ ଚମକି ପଡ଼ିଥିବେ ସ୍କୁଲରେ ଶୋଇଥିବା ପିଲାଙ୍କୁ ପନିଷମେଣ୍ଟ ଦିଆଯାଇଥାଏ କିନ୍ତୁ ଚୀନର ସ୍କୁଲ ଟିକେ ଅଲଗା ପ୍ରକାରର ସେଠାରେ ପିଲାମାନଙ୍କୁ ଶୋଇବା ପାଇଁ ଏକ ଘଣ୍ଟା ସମୟ ଦିଆ ଯାଇଥାଏ କିନ୍ତୁ ଯଦି ଏହି ନିୟମ ଆମ ଦେଶ ଭାରତରେ ଲାଗୁ ହୋଇଯିବ ତେବେ ଏଠି ପିଲାମାନଙ୍କ ଅପେକ୍ଷା ଶିକ୍ଷକ ଅଧିକ ଶୋଇବେ |
ନମ୍ବର 2 ଝିଅ ପିଲାମାନଙ୍କୁ ନିଜର କାନ୍ଧ ଦେଖାଇବା ମନା ଅଟେ କେବଳ ଚୀନ ନୁହେଁ ଏପରି ସ୍କୁଲ ମଧ୍ୟ ଅଛି ଯେଉଁଠି କାନ୍ଧ ଦେଖାଇବା ସମ୍ପୂର୍ଣ୍ଣ ଭାବରେ ମନା କରାଯାଇଛି ସେଠି ମନାଯାଏ ଯେ ଝିଅ ପିଲାମାନେ କାନ୍ଧ ଦେଖାଇବା ଦ୍ୱାରା ବାକି ଛାତ୍ର ମାନଙ୍କ ପାଠ ପଢ଼ାରେ ଧ୍ୟାନ ଭାଙ୍ଗି ଯାଇଥାଏ ଏବଂ ସେମାନେ ମନ ଲଗାଇ ପାଠ ପଢି ପାରନ୍ତି ନାହିଁ |
ନମ୍ବର 3 ସ୍କୁଲ ଭିତରେ ପୁଅ ଝିଅ କଥା ହେବା ମନା ଆମ ସ୍କୁଲରେ ପୁଅ ମାନେ ଝିଅମାନଙ୍କ ସହିତ ଆରାମ ରେ କଥା ହୋଇଥାଆନ୍ତି କିନ୍ତୁ ଚିନ ରେ ଏପରି ସ୍କୁଲ ଅଛି ଯେଉଁଠି ଝିଅ ମାନେ ପୁଅ ମାନଙ୍କ ସହ କଥା ହେବା ସମ୍ପୂର୍ଣ୍ଣ ବାରଣ ଅଟେ ଯଦି ଭୁଲ୍ର କୋଉ ପୁଅ ଝିଅ ସହିତ କଥା ହୋଇଯାଏ ସେମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯାଏ |
ନମ୍ବର 4 ସ୍କୁଲକୁ ସାଇକେଲ କିମ୍ବା ବାଇକ ନେଇ ଯିବା ମନା ଏହି କଥା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ |ଆମ ମାନଙ୍କ ଜୀବନରେ ଆମ ସାଇକେଲ ହେଉଛି ଛୋଟ ବେଳର ଗାଡ଼ି ଚୀନ ଏବଂ ଆମେରିକାରେ ଏମିତି କିଛି ସ୍କୁଲ ଅଛି ଯେଉଁଠି ପିଲାମାନେ ସାଇକେଲ ନେଇ ଯାଇପାରିବେ ନାହିଁ |ପିଲାମାନେ ସ୍କୁଲ ଯିବାକୁ ହେଲେ ସ୍କୁଲ ବସରେ ଯିବେ ନହେଲେ ପାଦରେ ଚାଲି ଚାଲି ଯିବେ ନହେଲେ ପିତା ମାତା ଆଣେ ଛାଡ଼ିବାକୁ ଯିବେ |
ନମ୍ବର 5 ପାଞ୍ଚରୁ ସାତ ପିଲା ଏକାଠି ହୋଇ ବସିବା ମନା ଆମ ଏଠାରେ ପିଲାମାନେ ଏକାଠି ହୋଇ ବହୁତ ମଜା କରି ଥାଆନ୍ତି କିନ୍ତୁ ଚୀନର କିଛି ସ୍କୁଲ ମାନଙ୍କରେ ଏପରି ହୋଇନଥାଏ ସେଠାରେ ପାଞ୍ଚ ଜଣରୁ ଅଧିକ ପିଲାଙ୍କୁ ସ୍କୁଲ୍ରେ ମିଳା ମିଶା କରିବା ପାଇଁ ଅନୁମତି ଦିଆଯାଇନଥାଏ ଏବଂ ପାଞ୍ଚ ଜଣରୁ ଅଧିକ ପିଲା କୌଣସି ଗୃପ ମଧ୍ୟ ବନାଇ ପାରିବେ ନାହିଁ |