+2 ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ହେଲା ବହୁତ ବଡ଼ ପରିବର୍ତ୍ତନ, Sarakar ନେଲେ ଏଭଳି ବଡ ନିଷ୍ପତି ,ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଶିକ୍ଷା ବିଭାଗରେ ହେଲା ବଡ଼ ପରିବର୍ତ୍ତନ ବର୍ଷରେ ଦୁଇଥର ହେବ ବୋର୍ଡ ପରୀକ୍ଷା ଏନେଇ ଜାରି ହେଲା ମିନିଷ୍ଟର ଏଜୁକେସନ ତରଫରୁ ଏକ ନୂଆ ବିଜ୍ଞପ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ ବର୍ଷକୁ ଦୁଇଥର ହେବାକୁ ଯାଉଅଛି ବୋର୍ଡ ପରୀକ୍ଷା |2024 ଶିକ୍ଷାବର୍ଷ ପାଇଁ ଆସିଲା ନୂଆ ଶିକ୍ଷା ନୀତି ଏଜୁକେସନ ମିନିଷ୍ଟର ପକ୍ଷରୁ ବୁଧବାର ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଆସନ୍ତା ଶିକ୍ଷା ବର୍ଷରେ ବୋର୍ଡ ପକ୍ଷରୁ ବଡ଼ ପରିବର୍ତ୍ତନ କରାଯିବ |

ପାଠ୍ୟ ପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯିବ ନୂଆ ନୀତି ଅନୁସାରେ ବର୍ଷରେ ଦୁଇଥର ବୋର୍ଡ ପରୀକ୍ଷା ହେବ ଛାତ୍ର ଛାତ୍ରୀ ମାନେ ଦୁଇଟି ପରୀକ୍ଷା ଦେଇପାରିବେ ଦୁଇଟି ପରୀକ୍ଷାର ଫଳାଫଳ ଯେଉଁଠି ବେଷ୍ଟ ହୋଇଥିବ ତାହାଠୁ ଗ୍ରହଣ କରାଯିବ |ପଟିଆଇ ସୂତରୁ ମିଳୁଥିବା ସୂଚନା ଅନୁସାରେ ଏହି ନୂଆ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଏକାଦଶ ଏବଂ ଦ୍ୱାଦଶ ଦୁଇଟି ଭାଷା ଭିତିକ ବିଷୟ ପଢିବ |

ଏହି ଦୁଇଟି ଭାଷା ମଧ୍ୟରୁ ଗୋଟିଏ ଭାଷା ନିହାତି ଭାରତୀୟ ହୋଇଥିବ କେନ୍ଦ୍ର ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ବୋର୍ଡ ପରୀକ୍ଷାରେ ଛାତ୍ର ଛାତ୍ରୀଙ୍କ କୋଚିଙ୍ଗ ଏବଂ ମେମୋରୀ ପରୀକ୍ଷା ବଦଳରେ ସେମାନଙ୍କ ବୁଝିବା ସତ୍ୱେ ଏବଂ ଦକ୍ଷତାର ଉପଲବ୍ଧ ଆକଳନ କରାଯିବ ସେହିପରି ଏକାଦଶ ଏବଂ ଦ୍ୱାଦଶ ଛାତ୍ର ମାନେ ସିଷ୍ଟମକୁ ଦେଖି ନିଜ ନିଜର ବିଷୟକୁ ବାଛିବା ପାଇଁ ବାଧ୍ୟ ହୋଇ ଥାଆନ୍ତି |

ହେଲେ ଆଉ ସେ କଟକଣା ରହିବ ନାହିଁ ଏଣିକି ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପସନ୍ଦ ଅନୁସାରେ ବିଷୟ ବସ୍ତୁ ବାଛିବାର ସୁବିଧା ରହିବ ଏହା ବ୍ୟତୀତ ପାଠ୍ୟ ପୁସ୍ତକରେ କଭର କରିବା ପ୍ରଥାରୁ ଛାତ୍ର ଛାତ୍ରୀ ମାନେ ମୁକ୍ତି ପାଇବେ ପାଠ୍ୟ ପୁସ୍ତକ ଦାମ ମଧ୍ୟ ଶସ୍ତା କରାଯିବ ତେବେ ଏଭଳି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଆସନ୍ତା 2024 ବର୍ଷରୁ

Leave a Reply

Your email address will not be published. Required fields are marked *