ନମସ୍କାର ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେଲେ ଆପଣଙ୍କ ପ୍ରିୟ ଅଭିନେତା ସନଜ କୁମାର ଏବଂ ନୀଲାଖି ପାତ୍ର ଏହି ଦୁଇ ଯୋଡ଼ିଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ସେ ପୂର୍ବରୁ ସିନ୍ଦୂରର ଅଧିକାର ସିରିଏଲରେ ଲିଡ଼ ଆକ୍ଟର ଏବଂ ଆକ୍ଟ୍ରେସ ଭାବରେ ଅଭିନୟ କରୁଥିବା ବେଳେ ଆପଣମାନେ ମଧ୍ୟ ଏହି ଦୁଇ ଯୋଡ଼ିଙ୍କୁ ବହୁତ ଭଲ ପାଇବା ଦେଉଥିଲେ ହେଲେ କୌଣସି ଏକ କାରଣରୁ ଅଭିନେତ୍ରୀ ନୀଳାଖି ପାତ୍ର ସିନ୍ଦୂରର ଅଧିକାର ସିରିଏଲକୁ ଛାଡ଼ି ଚାଲିଯିବା ପରେ ଏହି ଦୁଇ ଯୋଡ଼ିଙ୍କୁ ଆପଣମାନେ ଆଉ ଏକାଠି ଦେଖିବାକୁ ପାଉନଥିଲେ |
ହେଲେ ଆଜି ଆପଣ ମାନଙ୍କୁ ଏହି ଦୁଇ ଯୋଡ଼ି ଦେଇଛନ୍ତି ବହୁତ ବଡ଼ ଖୁସି ଖବର |ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଆରବ ଏବଂ ପ୍ରୀତି ତେବେ ଏହି ଦୁଇଜଣଙ୍କ ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ କେବେ ହେଲା ତାଙ୍କର ବିବାହ ଯଦି ଆପଣମାନେ ସମ୍ପୂର୍ଣ୍ଣ ଅପଡେଟ ଜାଣିବାକୁ ଚାହୁଁଛନ୍ତି |ତାହେଲେ ଆପଣମାନେ ଜାଣିଥିବେ ସିନ୍ଦୂରର ଅଧିକାର ସିରିଏଲ ରେ ଦମଦାର ଅଭିନୟ କରୁଥିଲେ |
ଆପଣଙ୍କ ମାନଙ୍କ ପ୍ରିୟ ଅଭିନେତା ଇତି ଏବଂ ଆରବ ହେଲେ କୌଣସି ଏକ କାରଣରୁ ଅଭିନେତା ନୀଳାଖି ପାତ୍ର ଏହି ସିରିଏଲ ଟିକୁ ଛାଡ଼ି ଚାଲି ଯାଇଥିବା ବେଳେ ଆପଣମାନେ ମଧ୍ୟ ତାଙ୍କୁ ବହୁତ ମିସ କରୁଥିଲେ ହେଲେ ଦୀର୍ଘଦିନ ପରେ ଆରବ ଏବଂ ଇତିଙ୍କୁ ଆପଣମାନେ ଦେଖିବାକୁ ଯାଉଛନ୍ତି ତାହା ପୁଣି ଗୋଟିଏ ବିବାହ ମଣ୍ଡପରେ |
ବିବାହ ମଣ୍ଡପରେ ଏହି ଫୋଟକୁ ଦେଖିଲା ପରେ ଅଭିନେତା ଆରବ ଏବଂ ଇତିଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଥିବା ବେଳେ ସମସ୍ତେ ଭାବୁଛନ୍ତି ଯେ ଉଭୟେ ଲଭ ମ୍ୟାରେଜ କରିଛନ୍ତି ବୋଲି ହେଲେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଦୁଇଜଣଙ୍କ ଏକ ଆଗାମୀ ଭିଡିଓ ଆସିବାକୁ ଯାଉଅଛି |
ଯେଉଁଥିରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାର ନଜର ଆସିବେ ଆଉ ତାଙ୍କ ଫୋଟକୁ ଦେଖି ଲାଗୁଚି ସେହି ଦୁଇଜଣଙ୍କ ବିବାହ ହୋଇଛି ବୋଲି ହେଲେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ଏକ ନୂଆ ମ୍ୟୁଜିକ ଭିଡିଓର ଦୃଶ୍ୟ ଯେଉଁଥିରେ ଅଭିନେତା ଆରବ ଏବଂ ଇତିଙ୍କୁ ଆପଣମାନେ ଦେଖିବାକୁ ପାଉଥିବେ |